"ଦି ଇକୋନୋମିକ୍ ଟାଇମସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫୨ କ ଧାଡ଼ି:
'ଦି ଇକୋନୋମିକ୍ ଟାଇମସ୍' ପତ୍ରିକା ପ୍ରତ୍ୟେକ ରବିବାର ପ୍ରକାଶିତ ହୁଏ । ସମ୍ପୂର୍ଣ୍ଣ ସପ୍ତାହରେ ପ୍ରକାଶ ପାଇନଥିବା ଖବର ଏଥିରେ ପ୍ରକାଶ ପାଏ । ଏହି ସାପ୍ତାହିକୀରେ ବିଭିନ୍ନ ସ୍ତମ୍ଭ ପ୍ରକାଶ ପାଏ ଯଥା - 'ହ୍ଵାଟସ୍ ନ୍ୟୁଜ୍', 'ନ୍ୟୁଜ୍ ଇନ୍ ନମ୍ବରସ୍', 'ବିହାଇଣ୍ଡ୍ ଦି ନ୍ୟୁଜ୍', 'ସ୍ପଟ୍ ଲାଇଟ୍', 'କଭର୍ ଷ୍ଟୋରି', 'ଏକ୍ସପର୍ଟ ଭ୍ୟୁ', 'ଇକୋନୋମି', 'କଣ୍ଟ୍ରେସ୍ପ୍ରେଡ୍', 'ଟ୍ରାଭେଲ୍ ଗାଇଡ୍', 'ଫୁଡ୍ ଏଣ୍ଡ ଡ୍ରିଙ୍କ', 'ରେକମେଣ୍ଡେଡ୍' ଓ 'ଫିଲ୍ ସ୍ମାର୍ଟ' । 'ଫିଲ୍ ସ୍ମାର୍ଟ'ରେ ଏକ 'କକଟେଲ୍ କନଭରସେସନ୍' ଥାଏ, ଯାହା ବିଭିନ୍ନ ପଦ, ପଦ୍ଧତି, ବ୍ୟକ୍ତି ଓ ଭୌତିକ ସତ୍ତାହୀନ ମତ ମଧ୍ୟରେ ପାର୍ଥକ୍ୟ ଦର୍ଶାଏ । ଏଥିରେ 'ବିହାଇଣ୍ଡ୍ ଦି ଲାଇନସ୍' ମଧ୍ୟ ଥାଏ, ଯାହା ବିଭିନ୍ନ ସମସ୍ୟା ଓ ତା'ର ସମାଧାନ ବର୍ଣ୍ଣନା କରେ ।
==ଏହା ମଧ୍ୟ ଦେଖନ୍ତୁ==
{{ପୋର୍ଟାଲ୍| ଦିଲ୍ଲୀ| ଜର୍ଣ୍ଣାଲିସମ୍}}
* [[ଇଟି ନାଓ]]
* ''[[ଦି ଟାଇମସ୍ ଅଫ ଇଣ୍ଡିଆ]]''
* [[ଦି ଟାଇମସ୍ ଗ୍ରୁପ]]
* [[ଭାରତରେ ବଣ୍ଟନ କରାଯାଉଥିବା ଖବରକାଗଜ]]
* [[ପୃଥିବୀରେ ବଣ୍ଟନ କରାଯାଉଥିବା ଖବରକାଗଜ]]
 
==ଆଧାର==