"ଦି ଇକୋନୋମିକ୍ ଟାଇମସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୦ କ ଧାଡ଼ି:
| website = {{URL|http://economictimes.indiatimes.com/}}
}}
{{main|ଦି ଇକୋନୋମିକ୍ ଟାଇମସ୍}}
[[ଇକୋନୋମିକ୍ ଟାଇମସ୍]] [[ଇଂରାଜୀ]] ଭାଷାର ଏକ ଭାରତୀୟ ଦୈନିକ ଖବରକାଗଜ, ଯାହା ବେନେଟ୍, କୋଲେମାନ୍ ଓ କୋ. ଲିମିଟେଡ଼୍ ଦ୍ଵାରା ପ୍ରକାଶିତ ହୁଏ ।ଏହାର ପ୍ରଥମ ସଂସ୍କରଣ ୧୯୬୧ ମସିହାରେ ହୋଇଥିଲା । ଏହା ବିଶ୍ଵର ସର୍ବବୃହତ ପଠନକାରୀ ଇଂରାଜୀ ଭାଷାର ବ୍ୟବସାୟିକ ଖବରକାଗଜ ଏବଂ ପ୍ରଥମ ହେଉଛି 'ଓ୍ଵାଲ୍ ଷ୍ଟ୍ରିଟ୍ ଜର୍ଣ୍ଣାଲ୍' ।ଇଟି ଏକାଥରକେ ୧୨ଟି ସହର ଯଥା ମୁମ୍ବାଇ, ବାଙ୍ଗାଲୋର, ଦିଲ୍ଲୀ, ଚେନ୍ନାଇ, କୋଲକାତା, ଲକ୍ଷ୍ନୌ, ହାଇଦ୍ରାବାଦ, ଜୟପୁର, ଅହମଦାବାଦ୍, ନାଗପୁର, ଚଣ୍ଡିଗଡ଼ ଓ ପୁନେରୁ ପ୍ରକାଶ ପାଏ ।
 
ଇଟିର ମୁଖ୍ୟ କାର୍ଯ୍ୟାଳୟ ମୁମ୍ବାଇରେ ଥିବା 'ଦି ଟାଇମସ୍ ଅଫ୍ ଇଣ୍ଡିଆ'ର କୋଠାରେ ଅବସ୍ଥିତ । ଏହାର ମୁଖ୍ୟ ଖବର [[ଭାରତୀୟ]] ଅର୍ଥନୀତି, ଆନ୍ତର୍ଜାତୀୟ ଅର୍ଥ, 'ସେୟାର ମୂଲ୍ୟ' ଏବଂ ଅର୍ଥ ସହ ଜଡିତ ଅନ୍ୟାନ୍ୟ ଖବର ଉପରେ ପର୍ଯ୍ୟବେସିତ । ୧୯୬୧ ମସିହାରେ ଉଦଘାଟନ ସମୟରେ ଏହାର ପ୍ରତିଷ୍ଠାତା ଓ ସମ୍ପାଦକ ଥିଲେ ପି. ଏସ୍. ହରିହରନ୍ ।ବର୍ତ୍ତମାନ 'ଦି ଇକୋନୋମିକ୍ ଟାଇମସ୍' ଓ 'ଇଟି ନାଓ'ର ସମ୍ପାଦକୀୟ ନିର୍ଦ୍ଦେଶକ ହେଉଛନ୍ତି ରାହୁଲ ଯୋଶୀ ।
 
ଲଣ୍ଡନରେ ଥିବା 'ଫାଇନାନସିଆଲ୍ ଟାଇମସ୍' ଭଳି 'ଦି ଇକୋନୋମିକ୍ ଟାଇମସ୍', ସାଲମନ୍ ଗୋଲାପୀ କାଗଜ ଉପରେ ଛପାଯାଏ । ଏହା ଭାରତର ସମସ୍ତ ମୁଖ୍ୟ ସହରରେ ବିକ୍ରୟ କରାଯାଏ ।ଜୁନ ୨୦୦୯ ଠାରୁ ଏହା ଦୂରଦର୍ଶନରେ[[ଦୂରଦର୍ଶନ]]ରେ 'ଇଟି ନାଓ' ନାମକ ଏକ ଚ୍ୟାନେଲ ନାମରେ ପ୍ରସାରଣ କରାଯାଉଛି ।
 
==ସମ୍ପାଦକ==