"ଦି ଇକୋନୋମିକ୍ ଟାଇମସ୍" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩୭ କ ଧାଡ଼ି:
* ୨୦୧୦- ବର୍ତ୍ତମାନ : ରାହୁଲ ଯୋଶୀ
 
 
==ଅଧିକ ପତ୍ରିକା==
* '''ବ୍ରାଣ୍ଡ୍ ଇକ୍ୟୁଟି''' : ଏକ [[ସାପ୍ତାହିକୀ]] ରଙ୍ଗୀନ କ୍ରୋଡ଼ [[ପତ୍ରିକା]] ଯାହା ପ୍ରତ୍ୟେକ ବୁଧବାର ପ୍ରକାଶିତ ହୁଏ । ଏହା କିଣାବିକା, ବିଜ୍ଞାପନ, ମିଡିଆ ଏବଂ ବଜାର ଅନୁଧ୍ୟାନ ଉପରେ ଆଧାରିତ ।
ସମ୍ପାଦନା - ରବି ବାଳକ୍ରିଷ୍ନନ୍ ଓ ବିନୋଦ ମହାନ୍ତ
* '''କରପୋରେଟ୍ ଡ଼ସିଅର୍''' : ସାପ୍ତାହିକୀ ଯାହା ପ୍ରତ୍ୟେକ ଶୁକ୍ରବାର [['ଦି ଇକୋନୋମିକ୍ ଟାଇମସ୍']] ସହ ପ୍ରକାଶ ପାଏ ଓ ଏହା 'କରପୋରେଟ୍ ଇଣ୍ଡିଆ'ର ସି.ଇ.ଓ ଉପରେ ପର୍ଯ୍ୟବେସିତ । ତାହା ସହ ଏହା ସଞ୍ଚାଳନା ଓ କୌଶଳ ଉପରେ ମଧ୍ୟ ଧ୍ୟାନ ରଖେ ।
ସମ୍ପାଦନା - ବିନୋଦ ମହାନ୍ତ
* '''ଇଟି ଟ୍ରାଭେଲ୍''' : ରଙ୍ଗୀନ ସାପ୍ତାହିକୀ ଯାହା ଭ୍ରମଣ ଓ ପର୍ଯ୍ୟଟନ ଉପରେ ଆଧାରିତ । ଯେଉଁମାନେ ନିଜ ଦେଶ ତଥା ବିଦେଶ ସମ୍ପର୍କରେ ଜାଣିବାକୁ ଚାହାଁନ୍ତି ସେମାନଙ୍କ ପାଇଁ ଏହା ଖୁବ୍ ଉପାଦେୟ ।
* '''ଜିଗ୍ ହ୍ଵିଲସ୍''' : ଏକ ରଙ୍ଗୀନ ସାପ୍ତାହିକୀ ଯାହା [[ଯାନବାହାନ]] ଶିଳ୍ପର ସମସ୍ତ ତଥ୍ୟ ଜଣାଏ ।
* '''ଇଟି ରିଅଲିଟି''' : ଭୂସମ୍ପତି ଉପରେ ଏହା ଆଧାରିତ ।
* '''ଇଟି ଓ୍ଵେଲଥ୍''' : ଏହା ବ୍ୟକ୍ତିଗତ ଅର୍ଥ ଉପରେ ଆଧାରିତ ସାପ୍ତାହିକୀ ।
 
==ଅଧିକ ପତ୍ରିକା==