"ବୁଢ଼ିଆଣୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୪ କ ଧାଡ଼ି:
==ବର୍ଣ୍ଣନା==
{{main|ବୁଢିଆଣୀ}}
[[ବୁଢିଆଣୀ]] ଏକ ୮ଟି ଗୋଡ଼ ଥିବା 'ଆର୍ଥୋପୋଡ଼୍' ଯାହାର ମୁଖରେ ବିଷଜାତୀୟ ପଦାର୍ଥ ଥାଏ । ଏମାନେ 'ଆଣ୍ଟାର୍କଟିକା' ବ୍ୟତୀତ ଅନ୍ୟ ସମସ୍ତ [[ମହାଦେଶ]]ରେ ଦେଖାଯାଆନ୍ତି । ନଭେମ୍ବର ୨୦୧୫ ସୁଦ୍ଧା ୪୫,୭୦୦ ପ୍ରଜାତିର<ref>http://www.wsc.nmbe.ch/</ref>୧୧୪ ପରିବାରର ବୁଢିଆଣୀ ଚିହ୍ନଟ କରାଯାଇଛି <ref name=WSC_stats<ref/>। ବୁଢିଆଣୀ ଅନ୍ୟ 'ଆର୍ଥୋପୋଡ'ମାନଙ୍କ ଠାରୁ ଶାରିରୀକ ସ୍ତରରେ କିଛି ମାତ୍ରାରେ ଭିନ୍ନ । ଏହାର ଶରୀରକୁ ଦୁଇ ଭାଗରେ ବିଭକ୍ତ କରାଯାଏ, ଯଥା- 'ସେଫାଲୋଥୋରାକ୍ସ' ଓ 'ଆବଡୋମେନ୍' ଏବଂ ଏହା ଏକ ସିଲିଣ୍ଡରାକୃତି ଅଂଶ ଦ୍ଵାରା ଯୋଡି ହୋଇ ରହିଥାଏ । ମାତ୍ର ଅନ୍ୟ [[କୀଟପତଙ୍କୀଟପତଙ୍ଗ]]ଗଙ୍କ ଙ୍କ ଭଳି ଏହାର 'ଆଣ୍ଟିନା' ନ ଥାଏ । କେବଳ 'ମେସୋଥେଲାଏ' ବୁଢିଆଣୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ବୁଢିଆଣୀଙ୍କର କେନ୍ଦ୍ରୀୟ 'ନର୍ଭସ ସିଷ୍ଟମ' ଥାଏ । ମାତ୍ର ଅନ୍ୟ 'ଆର୍ଥୋପୋଡ୍'ଙ୍କ ଭଳି ବୁଢିଆଣୀର ଗୋଡରେ ପ୍ରସାରିତ ମାଂସପେଶୀ ନ ଥାଏ ବରଂ ସେ ଏହାକୁ 'ହାଇଡ୍ରଉଲିଟିକ୍' ଚାପ ଦ୍ଵାରା ପ୍ରସାଏ କରେ । ଏହାର 'ଆବଡୋମେନ୍'ରେ 'ସ୍ପିନୋରେଟସ୍' ଥାଏ ଯାହା ୬ ପ୍ରକାର ଗ୍ରନ୍ଥିରୁ 'ସିଲ୍କ' ବାହାର କରେ ।
ବୁଢିଆଣୀ ଜାଲ ଆକାର, ଆକୃତି ଓ ବ୍ୟବହୃତ ସୂତା ଅନୁଯାୟୀ ଭିନ୍ନ ଭିନ୍ନ ଅଟେ । ବର୍ତ୍ତମାନ ଦେଖାଯାଉଛି ଯେ [[ଅଣ୍ଡାକୃତି]] 'ଅର୍ବ' ବସା ତିଆରି କରୁଥିବା ବୁଢିଆଣୀ ସବୁଠାରୁ ପୁରୁଣା ପ୍ରଜାତିର ମାତ୍ର ଯେଉଁମାନେ 'ଟାଙ୍ଗଲଡ୍ କବ୍' ବସା ତିଆରି କରନ୍ତି, ସେମାନେ 'ଅର୍ବ' ବସା ତିଆରି କରୁଥିବା ବୁଢିଆଣୀ ଠାରୁ ଅଧିକ ସଂଖ୍ୟାରେ ଦେଖାଯାଆନ୍ତି । 'ଆରାକନିଡସ୍' ନାମକ ଏକ ବୁଢିଆଣୀ ପ୍ରଜାତି ଯାହାର 'ସ୍ପାଇଗଟ୍'ରୁ ସିଲ୍କ୍ ଉତ୍ପାଦନ ହୁଏ, ସେ ପ୍ରାୟ ୩୮୬ ନିୟୁତ ବର୍ଷ ପୂର୍ବେ 'ଡେଭୋନିଆନ୍ ପିରିୟଡ଼'ରେ ଦେଖା ଯାଇଥିଲା ମାତ୍ର ଏମାନଙ୍କ ଠାରେ 'ସ୍ପିନେରେଟସ୍' ଦେଖା ଯାଏନାହିଁ । ସତ ବୁଢିଆଣୀ ପ୍ରାୟ ୩୧୮ ରୁ ୨୬୬ ନିୟୁତ ବର୍ଷ ପୂର୍ବେ 'କାର୍ବୋନିଫେରସ୍ ପିରିୟଡ଼' ଦେଖା ଯାଇଥିଲା ଏବଂ ଏହା ସବୁଠାରୁ ପୁରୁଣା 'ସବ୍ ଅଡର' 'ମେସୋଥେଲାଏ' ସହ ସାମଞସ୍ୟ ରଖେ ।ଆଧୁନିକ ବୁଢିଆଣୀର ମୁଖ୍ୟ ଦଳ ହେଲା 'ମାଇଗାଲୋମୋରଫାଏ' ଓ 'ଆରାନେଓମୋରଫାଏ', ଯାହା ପ୍ରାୟ ୨୦୦ ନିୟୁତ ବର୍ଷ ପୂର୍ବେ 'ଟ୍ରିଆସିକ୍ ପିରିୟଡ଼'ରେ ଦେଖା ଯାଇଥିଲା ।
 
"https://or.wikipedia.org/wiki/ବୁଢ଼ିଆଣୀ"ରୁ ଅଣାଯାଇଅଛି