"ବଗଳାମୁଖୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୯ କ ଧାଡ଼ି:
}}
 
ଦଶମହାଙ୍କ'''ବଗଳାମୁଖୀ''' [[ଦଶମହାବିଦ୍ୟା]]ଙ୍କ ମଧ୍ୟରୁ ପ୍ରମୁଖ ଅଷ୍ଟମ ମହାବିଦ୍ୟା ।<ref>{{cite web|title=10 Mahavidyas|url=http://www.sanatansociety.org/hindu_gods_and_goddesses/mahavidya_ten_mahavidyas.htm#.Vqxei0-GPKo|work=sanatansociety.org|accessdate=30 January 2016}}</ref> ମା’ ବଗଳାମୁଖୀ [[ବୈଶାଖ]] ଶୁକ୍ଳପକ୍ଷ[[ଶୁକ୍ଳ]] ପକ୍ଷ ଅଷ୍ଟମ [[ତିଥି]] ଏବଂ ରବି ପୁଷ୍ୟ ଗ୍ରହ ଯୋଗରେ ଅବତାର ଧାରଣ କରିଥିଲେ । ଏହି ଯୋଗରେ ମାତାଙ୍କ ଆରାଧନା ବିଶେଷ ଫଳ ପ୍ରଦାନ କରିଥାଏ ।

==ପୌରାଣିକ==
ପୌରାଣିକ ମାନ୍ୟତା ଅନୁଯାୟୀ, ଥରେ ଏକ ପ୍ରଳୟଙ୍କାରୀ ଝଡ଼ ସମଗ୍ର ସଂସାରକୁ ଧ୍ୱଂସ କରିବା ପାଇଁ ଆଗେଇ ଚାଲିଥିଲା । ଏହି ଝଡ଼ରେ ପ୍ରାଣୀଜଗତ ନଷ୍ଟ ହୋଇଯିବାର ଆଶଙ୍କା ଉପୁଜିଥିଲା । ଏଥିରେ ତିନ୍ତିତ ପାଳନକର୍ତ୍ତା [[ବିଷ୍ଣୁ]] ଭଗବାନ ଶିବଙ୍କୁ[[ଶିବ]]ଙ୍କୁ ଆରାଧନା କଲେ । ଶିବ କହିଲେ, କେବଳ ଦେବୀ ଶକ୍ତି ହିଁ ଏଭଳି ପ୍ରଳୟରୁ ସଂସାରକୁ ରକ୍ଷା କରିପାରିବେ । ଭଗବାନ ବିଷ୍ଣୁ ତପସ୍ୟା କରି ‘ମହାତ୍ରୀପୁରସୁନ୍ଦରୀ’ଙ୍କୁ ପ୍ରସନ୍ନ କଲେ । ଏହାପରେ ସୌରାଷ୍ଟ୍ର କ୍ଷେତ୍ରର ହରିଦ୍ରା ଜଳାଶୟ ନିକଟରେ ମାତା ବଗଳାମୁଖୀ ଅବତାର ଧାରଣ କଲେ । ଦେବୀ ନିଜର ଶକ୍ତିବଳରେ ଭୟଙ୍କର ଝଡ଼କୁ ଅଟକାଇ ଦେଲେ । ଏଣୁ ବୈଶାଖ ଶୁକ୍ଳ ଅଷ୍ଟମୀ ତିଥିରେ ସମ୍ପୂର୍ଣ୍ଣ ଶ୍ରଦ୍ଧାର ସହିତ “ ଓଁ ହ୍ଳୀଂ ବଗଳାମୁଖୀ ସର୍ବଦୁଷ୍ଟାନାଂ ବାଚଂ ମୁଖଂ ପଦଂ ସ୍ତମ୍ଭୟ ଜୀହ୍ନାଂ କୀଳୟ ବୁଦ୍ଧି ବିନାଶୟ ହ୍ଳୀଂ ଓଁ ସ୍ୱାହା” ମନ୍ତ୍ର ଜପ କରି ଦେବୀ ବଗଳାମୁଖୀଙ୍କ ପୂଜା କରିବା ଉଚିତ୍‌ । ଦେବୀଙ୍କ ଆରାଧନା ଦ୍ୱାରା ସକଳ କଷ୍ଟ ନିବାରଣ ହୋଇଥାଏ ।
==ପୂଜା ଓ ଉପାସନା==
==ଆଧାର==
{{ଆଧାର}}
{{ହିନ୍ଦୁ ଦେବୀ ଦେବତା ଓ ଗ୍ରନ୍ଥ }}
{{ଅଧାଗଢା}}
[[ଶ୍ରେଣୀ:ମହାବିଦ୍ୟା]]
"https://or.wikipedia.org/wiki/ବଗଳାମୁଖୀ"ରୁ ଅଣାଯାଇଅଛି