"ବୁଢ଼ିଆଣୀ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୩ କ ଧାଡ଼ି:
 
==ବର୍ଣ୍ଣନା==
ବୁଢିଆଣୀ ଏକ ୮ଟି ଗୋଡ଼ ଥିବା 'ଆର୍ଥୋପୋଡ଼୍' ଯାହାର ମୁଖରେ ବିଷଜାତୀୟ ପଦାର୍ଥ ଥାଏ । ଏମାନେ 'ଆଣ୍ଟାର୍କଟିକା' ବ୍ୟତୀତ ଅନ୍ୟ ସମସ୍ତ ଯହାଦେଶରେ ଦେଖାଯାଆନ୍ତି । ନଭେମ୍ବର ୨୦୧୫ ସୁଦ୍ଧା ୪୫,୭୦୦ ପ୍ରଜାତିର ଏବଂ ୧୧୪ ପରିବାରର ବୁଢିଆଣୀ ଚିହ୍ନଟ କରାଯାଇଛି । ବୁଢିଆଣୀ ଅନ୍ୟ 'ଆର୍ଥୋପୋଡ'ମାନଙ୍କ ଠାରୁ ଶାରିରୀକ ସ୍ତରରେ କିଛି ମାତ୍ରାରେ ଭିନ୍ନ । ଏହାର ଶରୀରକୁ ଦୁଇ ଭାଗରେ ବିଭକ୍ତ କରାଯାଏ, ଯଥା- 'ସେଫାଲୋଥୋରାକ୍ସ' ଓ 'ଆବଡୋମେନ୍' ଏବଂ ଏହା ଏକ ସିଲିଣ୍ଡରାକୃତି ଅଂଶ ଦ୍ଵାରା ଯୋଡି ହୋଇ ରହିଥାଏ । ମାତ୍ର ଅନ୍ୟ କୀଟପତଙ୍ଗଙ୍କ ଭଳି ଏହାର 'ଆଣ୍ଟିନା' ନ ଥାଏ । କେବଳ 'ମେସୋଥେଲାଏ' ବୁଢିଆଣୀକୁ ବାଦ୍ ଦେଲେ ଅନ୍ୟ ସମସ୍ତ ବୁଢିଆଣୀଙ୍କର କେନ୍ଦ୍ରୀୟ 'ନର୍ଭସ ସିଷ୍ଟମ' ଥାଏ । ମାତ୍ର ଅନ୍ୟ 'ଆର୍ଥୋପୋଡ୍'ଙ୍କ ଭଳି ବୁଢିଆଣୀର ଗୋଡରେ ପ୍ରସାରିତ ମାଂସପେଶୀ ନ ଥାଏ ବରଂ ସେ ଏହାକୁ 'ହାଇଡ୍ରଉଲିଟିକ୍' ଚାପ ଦ୍ଵାରା ପ୍ରସାଏ କରେ । ଏହାର 'ଆବଡୋମେନ୍'ରେ 'ସ୍ପିନୋରେଟସ୍' ଥାଏ ଯାହା ୬ ପ୍ରକାର ଗ୍ରନ୍ଥିରୁ 'ସିଲ୍କ' ବାହାର କରେ ।
 
==ଆଧାର==
"https://or.wikipedia.org/wiki/ବୁଢ଼ିଆଣୀ"ରୁ ଅଣାଯାଇଅଛି