"ଚାର୍ଲସ୍ ପିଅର୍ ବଦେଲିଅର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩୪ କ ଧାଡ଼ି:
 
==ଶେଷ ଜୀବନ==
[[ଚାର୍ଲସ୍ ବଦେଲିଅର]]ଙ୍କ ତମାମ ଜୀବନ ଦୁଃଖ ଦୟନୀୟତା ଏବଂ ସଂଘର୍ଷ ମଧ୍ୟ ଦେଇ ଅତିବାହିତ ହୋଇଥିଲା।ହୋଇଥିଲା । ସେ ସାରା ଜୀବନ ଅଭାବ ଅନଟନରେ ବିତାଇଥିଲେ।ବିତାଇଥିଲେ । ଅସୁସ୍ଥତା ତାଙ୍କର ପିଛା ଛାଡିନଥିଲା।ଛାଡିନଥିଲା । ଏମିତି ଏକ ସମୟ ଆସିଲା ଯେତେବେଳେ ସେ ଦେବାଳିଆ ହୋଇଗଲେ ଏବଂ ତାଙ୍କୁ ପ୍ୟାରିସ୍ ଛାଡିବାକୁ ପଡ଼ିଲା।ପଡ଼ିଲା । ସେ ନିଜ ପୁସ୍ତକ ସବୁର [[କପିରାଇଟ୍ସ]] ବିକ୍ରି କରିଦେଇ ବେଲ୍ଜିଅମ୍ ଚାଲିଗଲେ।ଚାଲିଗଲେ । ତାଙ୍କର ମଦ୍ୟପାନ ଅଭ୍ୟାସ ପ୍ରବଳ ହୋଇଉଠିଲା।ହୋଇଉଠିଲା । ୧୮୬୬ ମସିହାରେ ସେ ପକ୍ଷାଘାତରେ ଆକ୍ରାନ୍ତ ହେଲେ।ହେଲେ । ଏହା ତାଙ୍କୁ ପ୍ରାୟତଃ ପଙ୍ଗୁ କରିଦେଲା।କରିଦେଲା । ପରେ ୧୮୬୭ ମସିହା ଅଗଷ୍ଟ/୩୧ ତାରିଖରେ ସେ ପ୍ୟାରିସରେ ଶେଷ ଜୀବନ ତ୍ୟାଗ କଲେ।କଲେ ।
 
==ଚାର୍ଲସ୍"ଙ୍କ ନାମାଙ୍କିତ ପୁସ୍ତକ==