"ଚାର୍ଲସ୍ ପିଅର୍ ବଦେଲିଅର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩୦ କ ଧାଡ଼ି:
 
==ଚାର୍ଲସ୍'ଙ୍କ ପ୍ରକାଶ==
ପ୍ରଥମେ ଜଣେ [[ସମାଲୋଚକ]] ଭାବେ ଆବିର୍ଭାବ ହୋଇଥିଲେ "ଚାର୍ଲସ୍" । ତାଙ୍କ ପ୍ରଥମ ପ୍ରକାଶିତ ସମାଲୋଚକମୂଳକ ଲେଖାର ଶୀର୍ଷକ ଥିଲା "ସଲୋନ୍ ଅଫ୍ ୧୮୪୫" । ଏହି ଗୋଟିଏ ଲେଖା ହିଁ ଯଥେଷ୍ଟ ଥିଲା ଫ୍ରାନ୍ସର ସାରସ୍ୱତ ଜଗତରେ ଆଲୋଡନ ସୃଷ୍ଟି କରିବା ପାଇଁ।ପାଇଁ । ପିଲାଟିବେଳୁ ଖୁବ୍ ନିର୍ଭୀକ ଥିଲେ "ଚାର୍ଲସ୍" । ତାହା ମଧ୍ୟ ତାଙ୍କ କଲମରେ ପ୍ରକଟିତ ହେଉଥିଲା।ହେଉଥିଲା । ସେଥିଲାଗି ତାଙ୍କର ପ୍ରଥମ ଲେଖାଟି ପାଠକୀୟତା ସାଉଣ୍ଟିବାରେ ସଫଳ ହୋଇଥିଲା।ହୋଇଥିଲା । ପୁଣି ସେ ଯେଉଁ ଢଙ୍ଗରେ ଊନବିଂଶ ଶତାବ୍ଦୀର କ୍ରମ ପରିବର୍ତ୍ତନଶୀଳ ପ୍ରେମର ପରିପ୍ରକାଶ କରିଥିଲେ ତାହା ଥିଲା ଅନ୍ୟମାନଙ୍କ ପାଇଁ ଏକ ଅଚିନ୍ତନୀୟ ବିଷୟ।ବିଷୟ । ତତ୍କାଳର ପ୍ରବୀଣ ସାହିତ୍ୟିକମାନେ "ଚାର୍ଲସ୍"ଙ୍କୁ ବଧେଇ ଜଣେଇବା ସହିତ ତାଙ୍କର ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ।କରିଥିଲେ ।
ପୁନଶ୍ଚ ୧୮୪୬ ମସିହାରେ [[ଚାର୍ଲସ୍ ବଦେଲିଅର]] ନିଜର ୨ୟ "ସଲୋନ୍"ର ପୁନର୍ବିଲୋକନ କଲେ , ଯାହା ତାଙ୍କୁ ଜଣେ ସମ୍ମାନଯୋଗ୍ୟ କଳ୍ପନାପ୍ରିୟ [[ଓକିଲ]] ଏବଂ ସମାଲୋଚକ ଭାବେ ଅତ୍ୟନ୍ତ ଲାଭଦାୟକ କରିଥିଲା।କରିଥିଲା । "ଚାର୍ଲସ୍"ଙ୍କ ସମର୍ଥକ (ଡେଲାକ୍ରୋଇକ୍ସ) ନାମକ ଜଣେ ଅଗ୍ରବର୍ତ୍ତୀ କଳ୍ପନାବିଳସୀ କଳାକାର ତାଙ୍କ ବିଜ୍ଞପ୍ତିକୁ ବିସ୍ତୃତ କରି ଲାଭବାନ ହେଲେ।ହେଲେ ।<ref name = "crapkq">Richardson 1994, p. 110.</ref>ଉକ୍ତ ବର୍ଷଟିକୁ ଅନୁସରଣ କରି [[ଚାର୍ଲସ୍ ବଦେଲିଅର]]ଙ୍କ (ଲ'ଫ୍ୟାନ୍ଫ୍ରଲୋ) ନାମକ [[ଉପନ୍ୟାସ]] ପ୍ରକାଶିତ ହେଲା।ହେଲା ।
 
==ଶେଷ ଜୀବନ==