"ଚାର୍ଲସ୍ ପିଅର୍ ବଦେଲିଅର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୩ କ ଧାଡ଼ି:
 
==ଜୀବନ ବୃତ୍ତାନ୍ତ==
ଏପ୍ରିଲ'୯/୧୮୨୧ ମସିହାରେ ଫ୍ରାନ୍ସର ପ୍ୟାରିସ୍ପ୍ୟାରିସ ଠାରେ [[ଚାର୍ଲସ୍ ବଦେଲିଅର]]ଙ୍କ ଜନ୍ମ।ଜନ୍ମ । ମାତ୍ର ୨ମାସ ପରେ "ସାଇଣ୍ଟ-ସୁଲ୍ପିସ୍" "ରୋମାନ୍"ର【କାଥୋଲିକ ଚର୍ଚ୍ଚ】<ref>Charles Baudelaire, Richard Howard. ''Les Fleurs Du Mal''. David R. Godine Publisher, 1983, p.xxv. ISBN 0-87923-462-8, ISBN 978-0-87923-462-1.</ref>ରେ "ଚାର୍ଲସ୍"ଙ୍କ ଉପରେ ପାଣିଛିଞ୍ଚି ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଗଲା।କରାଗଲା । [[ବାପା]] (ଫ୍ରାଙ୍କୋଇସ୍ ବଦେଲିଅର) ଜଣେ ବରିଷ୍ଠ ସିଭିଲ ଅଧିକାରୀ ଥିଲେ। [[ମା']]ଙ୍କ ନାମ ଥିଲା (କାରୋଲିନ ବଦେଲିଅର) । "କାରୋଲିନ"ଙ୍କ ଠାରୁ "ଫ୍ରାଙ୍କୋଇସ୍" ୩୪ବର୍ଷ ବଡ ଥିଲେ।ଥିଲେ । ୧୮୨୭ ମସିହାରେ 'ଚାର୍ଲସ୍' ମାତ୍ର ୬ବର୍ଷର ହୋଇଥିବା ବେଳେ "ଫ୍ରାଙ୍କୋଇସ୍"ଙ୍କ ଦେହାନ୍ତ ହୋଇଥିଲା।ହୋଇଥିଲା । [[ବାପା]]ଙ୍କ ଦେହାନ୍ତର ବର୍ଷକ ପରେ [[ମା']] "କାରୋଲିନ" ; "ଲ୍ୟୁଟନାଣ୍ଟ କଲୋନେଲ ଜ୍ୟାକ୍ସ ଅପିକ୍"ଙ୍କୁ ବିବାହ କରିଥିଲେ।କରିଥିଲେ । ଏହି ବିବାହର ୨ବର୍ଷ ପରେ "ଜ୍ୟାକ୍ସ"ଙ୍କୁ ଫ୍ରାନ୍ସର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଗଲା।କରାଗଲା । ଫଳତଃ ତାଙ୍କୁ ବିଭିନ୍ନ ଦେଶରେ ରହିବାକୁ ପଡ଼ିଲା।ପଡ଼ିଲା । "କାରୋଲିନ" ମଧ୍ୟ ନିଜ ସ୍ବାମୀଙ୍କ ସହ ବିଭିନ୍ନ ଦେଶ ଭ୍ରମଣ କରୁଥିଲେ।କରୁଥିଲେ । କେବଳ ଫ୍ରାନ୍ସରେ ଏକାକୀ ରହିବାକୁ ପଡୁଥିଲା [[ଚାର୍ଲସ୍ ବଦେଲିଅର]]ଙ୍କୁ।ଙ୍କୁ । ଏହା ତାଙ୍କୁ ଗଭୀର ଭାବେ ବିମର୍ଶ କରାଉଥିଲା।କରାଉଥିଲା । ସେ ନିଜ [[ମା']]ଙ୍କ ସ୍ନେହରୁ ବଞ୍ଚିତ ହେଉଥିଲେ।ହେଉଥିଲେ । ତାଙ୍କ ଦୃଷ୍ଟିରେ ଏହା ତାଙ୍କ ପାଇଁ ଏକ ବିପର୍ଯ୍ୟୟ ସଦୃଶ ଥିଲା।ଥିଲା । ସେ ତାଙ୍କ [[ମା']]ଙ୍କ ପାଖକୁ ନିୟମିତ ଚିଠି ଲେଖୁଥିଲେ , ଏବଂ ସେହି ଚିଠିରେ ନିଜ [[ମା']]ଙ୍କ ପ୍ରତି ଥିବା ଆବେଗପୂର୍ଣ୍ଣ ଭଲପାଇବାକୁ <ref>Richardson 1994, p. 16</ref>ପରିପ୍ରକାଶ କରୁଥିଲେ।କରୁଥିଲେ । [[ମା']]ଙ୍କ ପାଖରୁ ମଧ୍ୟ ପତ୍ର ପାଉଥିଲେ।ପାଉଥିଲେ । ହେଲେ [[ମା']]ଙ୍କ ଅଭାବକୁ ସେହି ପତ୍ର ପୂରଣ କରିପାରିନଥିଲା।କରିପାରିନଥିଲା । ପ୍ରତେକଦିନ ନିଜ ମା"ଙ୍କଠାରୁ ମାତୃତ୍ଵ ପୂର୍ଣ୍ଣ ସ୍ନେହ ଏବଂ ଶ୍ରଦ୍ଧା ପାଇବା ପାଇଁ "ଚାର୍ଲସ୍"ଙ୍କ ମନ ଅତ୍ୟନ୍ତ ବ୍ୟାକୁଳ ହୋଇଉଠିଥିଲା।ହୋଇଉଠିଥିଲା ।
 
==ଶିକ୍ଷା ଓ ଲେଖାଲେଖି==