"ଚାର୍ଲସ୍ ପିଅର୍ ବଦେଲିଅର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୦ କ ଧାଡ଼ି:
==ଦି ଫ୍ଲାୱାର୍ସ ଅଫ୍ ଏଭିଲ୍==
{{main|ଦି ଫ୍ଲାୱାର୍ସ ଅଫ୍ ଏଭିଲ}}
[[ଚାର୍ଲସ୍ ବଦେଲିଅର]]ଙ୍କ କଥା ଉଠିଲେ ଆଖି ଆଗକୁ ମନକୁମନ ଚାଲିଆସେ ତାଙ୍କର ଅତି ଲୋକପ୍ରିୟ ପୁସ୍ତକ ୧୮୫୭ ମସିହାର (ଲେସ୍ ଫ୍ଲିୟୋର୍ସ ଡୁ ମାଲ୍); ଯାହାର ଇଂଲିଶ ସଂସ୍କରଣର ଶୀର୍ଷକ-【ଦି ଫ୍ଲାୱାର୍ସ ଅଫ୍ ଏଭିଲ୍】 <ref>{{cite book|last1=Clark|first1=Carol|title=Selected Poems|section=Notes on the Text|date=1995|publisher=Penguin Books Ltd|location=By Charles Baudelaire. London|isbn=978-0-14-044624-1|page=xxiii}}</ref> । ଏହି ପୁସ୍ତକକୁ ବିଶ୍ୱ ସାହିତ୍ୟର ଏକ ଅନବଦ୍ୟ କୃତି ବୋଲି ବିବେଚନା କରାଯାଇଥାଏ।କରାଯାଇଥାଏ । ଊନବିଂଶ ଶତାବ୍ଦୀରେ ପ୍ୟାରିସ୍ ରେ ବିବର୍ତନର ଯେଉଁ ଆଭାସ ସୃଷ୍ଟି ହୋଇଥିଲା ତାହା ଥିଲା ଯୁଗାନ୍ତକାରୀ।ଯୁଗାନ୍ତକାରୀ । ମାନବୀୟ ଚରିତ୍ରରେ ପରିବର୍ତ୍ତନ ଆସୁଥିଲା।ଆସୁଥିଲା । ମନୋଭାବ ବଦଳୁଥିଲା।ଭଲପାଇବାରବଦଳୁଥିଲା । ଭଲପାଇବାର ସଂଜ୍ଞାରେ ପରିବର୍ତ୍ତନ ଘଟୁଥିଲା।ଘଟୁଥିଲା । ସୌନ୍ଦର୍ଯ୍ୟକୁ ବୁଝିବାର ପରିଭାଷା ବଦଳିଯାଉଥିଲା।ବଦଳିଯାଉଥିଲା । ମଣିଷ ଯେମିତି ଏକ ବିଷମ ଦୋଛକିରେ ଠିଆ ହୋଇଥିଲା।ହୋଇଥିଲା । ଏହିସବୁକୁ ବେଶ୍ କଳାତ୍ମକ ଶୈଳୀରେ ପ୍ରକାଶ କରୁଥିଲେ "ଚାର୍ଲସ୍" । ପୁଣି "ଚାର୍ଲସ୍" ଲେଖିବାର ଯେଉଁ ନିତ୍ୟନୂତନ ଶୈଳୀ ଆପଣାର କଲେ ତାହା ମଧ୍ୟ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କଲା ଅଗାମୀ ପିଢ଼ି ପାଇଁ।ପାଇଁ । ବିଶେଷ କରି ଗଦ୍ୟ ଓ ପଦ୍ୟର ଯେଉଁ ମିଶ୍ର ଶୈଳୀ ଆଜି ଅନେକତ୍ର ପରିଲକ୍ଷିତ ହୁଏ ତାହାର ଶ୍ରେୟ ଯାଏ "ଚାର୍ଲସ୍"ଙ୍କୁ।ଙ୍କୁ । "ପଲ ଭରଲୈନ୍ , ଆର୍ଥର ରିମ୍ବାଉ ଏବଂ ଷ୍ଟିଫେନ୍ ମାଲାରମେ" ପ୍ରମୁଖ ତାଙ୍କ ଶୈଳୀକୁ ଆପଣେଇ ନିଜକୁ ବେଶ୍ ଆଗକୁ ନେଇପାରିଥିଲେ।ନେଇପାରିଥିଲେ ।
 
==ଜୀବନ ବୃତ୍ତାନ୍ତ==