"ଚାର୍ଲସ୍ ପିଅର୍ ବଦେଲିଅର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୧୬ କ ଧାଡ଼ି:
{{ଫ୍ରେଞ୍ଚ୍ ଲିଟ୍ରେଚର୍ସ ସାଇଡ଼ବାର୍}}
{{main|ଚାର୍ଲସ୍ ବଦେଲିଅର}}
[[ଚାର୍ଲସ୍ ବଦେଲିଅର]]ଙ୍କୁ <ref>[http://dictionary.reference.com/browse/baudelaire "Baudelaire"]. ''[[Random House Webster's Unabridged Dictionary]]''.</ref> ଫ୍ରାନ୍ସ [[ସାହିତ୍ୟ]] ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରାଯାଇଥାଏ । କୁହାଯାଏ ଯେ , ଫ୍ରେଞ୍ଚ୍ ସାହିତ୍ୟକୁ ସେ ହିଁ ପ୍ରଥମେ ଆଧୁନିକତା ଆଣିଥିଲେ । ଏହାର ସୁଫଳ କେବଳ ଫ୍ରାନ୍ସର ସାହିତ୍ୟ ପ୍ରେମୀଙ୍କୁ ମିଳିନଥିଲା , ଅଧିକନ୍ତୁ ସମଗ୍ର ବିଶ୍ୱର ସାରସ୍ୱତ ଜଗତରେ ଆଧୁନିକତାକୁ ନେଇ ଆରମ୍ଭ ହୋଇଯାଇଥିଲା ଏକ ଟ୍ରେଣ୍ଡ ଯାହା ଆଜି ଭି ବଳବତ୍ତର ରହିଛି । ଏହିସବୁ ପାଇଁ ଶ୍ରେୟ ଦିଆଯାଇଥାଏ କେବଳ "ଚାର୍ଲସ୍"ଙ୍କୁ । "ଚାର୍ଲସ୍" ବସ୍ତୁତଃ ଜଣେ କବି ଥିଲେ । ତେବେ କେବଳ କବିତାରେ ସେ ନିଜକୁ ସୀମିତ କରି ରଖି ନ ଥିଲେ । କବିତା ଭଳି ତାଙ୍କର ଗଦ୍ୟ ରଚନାରେ ମଧ୍ୟ ସେଭଳି ପାରଦର୍ଶିତା ରହିଥିଲା । ସେ ବିଶେଷକରି [[ପ୍ରବନ୍ଧ]] ରଚନା କରୁଥିଲେ ଏବଂ [[ସାହିତ୍ୟ]] ସମୀକ୍ଷା ଲେଖୁଥିଲେ । ଏତଦବ୍ୟତୀତ ଆଉ ଯେଉଁ କାର୍ଯ୍ୟ ତାଙ୍କୁ ସବୁଠାରୁ ବେଶି ଆନନ୍ଦ ପ୍ରଦାନ କରୁଥିଲା , ତାହା ହେଉଛି "ଅନୁବାଦ" । ଅବଶ୍ୟ ସେ କେବଳ [[ବୈଜ୍ଞାନିକ]] ତଥ୍ୟ ସମ୍ବଳିତ ଗଳ୍ପ ରଚନା କରୁଥିବା ପ୍ରଖ୍ୟାତ ଗାଳ୍ପିକ (ଏଦଗାର ଆଲନ୍ ପୋ')ଙ୍କ ରଚନା ସବୁର ଅନୁବାଦ କରୁଥିଲେ । ଏହି କାରଣରୁ "ଚାର୍ଲସ୍"ଙ୍କୁ ସାର୍ବଜନୀନ ଅନୁବାଦକ ଭାବେ କ୍ୱଚିତ୍ ଗ୍ରହଣ କରାଯାଇଥାଏ ।
 
==ଦି ଫ୍ଲାୱାର୍ସ ଅଫ୍ ଏଭିଲ୍==