"ସୁରେନ୍ଦ୍ରନାଥ ଦ୍ୱିବେଦୀ" ପୃଷ୍ଠାର ସଂସ୍କରଣଗୁଡ଼ିକ ମଧ୍ୟରେ ତଫାତ
Content deleted Content added
ଟିକେ + ତଥ୍ୟ, ଆଧାର |
ଟିକେ Bot: Automated text replacement (-ଲୋକସଭା +ଲୋକ ସଭା) |
||
୧୪ କ ଧାଡ଼ି:
| predecessor1 =
| successor1 = [[ସୁରେନ୍ଦ୍ର ମହାନ୍ତି]]
|constituency1 = [[କେନ୍ଦ୍ରାପଡ଼ା (
|office2 = ସଦସ୍ୟ, ରାଜ୍ୟ ସଭା
| term_start2 = ୧୯୫୨
୩୭ କ ଧାଡ଼ି:
୧୯୪୬ରେ ସେ ଓଡ଼ିଶା ପ୍ରଦେଶ କଂଗ୍ରେସର ସାଧାରଣ ସଂପାଦକ ହୋଇଥିଲେ । ୧୯୫୦ରେ ପତ୍ନୀଙ୍କ ବିୟୋଗ ପରେ ନିଜକୁ ରାଜନୀତି ଓ ସମାଜସେବାରେ ସମ୍ପୂର୍ଣ ସମର୍ପି ଦେଇଥିିଲେ ।<ref name=ରାଜଭବନ>{{cite web|last=ପଣ୍ଡା|first=ଶୁଭ୍ରାଂଶୁ|title=ରାଜଭବନରେ ଓଡ଼ିଆ|url=http://sambadepaper.com/epaperpdf%5C11122014%5C11-md-bm-8.pdf|publisher=ସମ୍ବାଦ|accessdate=13 December 2014}}</ref>
୧୯୫୨ରେ [[ଓଡ଼ିଶାର ରାଜ୍ୟସଭା ସଭ୍ୟ ମାନଙ୍କର ତାଲିକା|ରାଜ୍ୟ ସଭା ସଦସ୍ୟ]] ହୋଇଥିଲେ । ୧୯୫୭ରେ ସେ ପ୍ରଥମ ଥର ପାଇଁ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ । ସେ ଲଗାତାର ତିନିଥର [[କେନ୍ଦ୍ରାପଡ଼ା (
୧୯୬୨ରୁ ୭୦ ପର୍ଯ୍ୟନ୍ତ ସେ ପ୍ରଜା ସୋସାଲିଷ୍ଟ ପାର୍ଟିର ସଂସଦୀୟ ଦଳ ନେତା ଥିଲେ ।<ref>{{cite web|title=4th Lok Sabha Members Bioprofile|url=http://164.100.47.132/LssNew/biodata_1_12/1167.htm|accessdate=13 December 2014}}</ref>
୧୯୯୧ ମସିହାରୁ ୧୯୯୩ ପର୍ଯ୍ୟନ୍ତ ସେ [[ଅରୁଣାଚଳ ପ୍ରଦେଶ]]ର ରାଜ୍ୟପାଳ ହୋଇଥିଲେ ।<ref>{{cite web|title=ARUNANACHAL PRADESH LEGISLATIVE ASSEMBLY|url=http://legislativebodiesinindia.nic.in/STATISTICAL/arunachal.htm|publisher=Govt. of ArP|accessdate=13 December 2014}}</ref>
|