"ଶତ୍ରୁଘ୍ନ ନାଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Automated text replacement (-ଲୋକସଭା +ଲୋକ ସଭା)
୩୫ କ ଧାଡ଼ି:
 
== ବୃତ୍ତିଗତ ଜୀବନ==
ଶତ୍ରୁଘ୍ନ, ୧୯୪୦ ମସିହାରେ, କଟକ ଟ୍ରେନିଂ କଲେଜରୁ ବି.ଇଡି ପାସ କରି, ଶିକ୍ଷକତା ଆରମ୍ଭ କରିଥିଲେ । ୧୯୪୬ ମସିହାରେ ବିହାର-ଓଡ଼ିଶା ଲୋକସଭାଲୋକ ସଭା ଆୟୋଗ ଦ୍ଵାରା ଶ୍ରେଷ୍ଠ ବିବେଚିତ ହୋଇ, ବିଲାତ ଯାତ୍ରା କରିଥିଲେ । ସେଠାରେ ଲଣ୍ଡନ ବିଶ୍ଵବିଦ୍ୟାଳୟରୁ ଶିକ୍ଷା ଶାସ୍ତ୍ରରେ ସ୍ନାତକୋତ୍ତର ଶିକ୍ଷା ଲାଭ କରିଥିଲେ । ୧୯୪୮ ମସିହାରେ ସେ ବିଲାତରୁ ଫେରି, କଟକ ଟ୍ରେନିଂ କଲେଜ ଓ ରେଭେନ୍ସା ମହାବିଦ୍ୟାଳୟରେ ଅଧ୍ୟାପକ ଭାବରେ ଚାକିରି କରିଥିଲେ । ପରବର୍ତ୍ତୀ ସମୟରେ, ସେ [[ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ଅନୁଷ୍ଠାନ|ରାଧାନାଥ ଟ୍ରେନିଂ କଲେଜ]], ଭଦ୍ରକ ମହାବିଦ୍ୟାଳୟ, ଅନୁଗୁଳ ମହାବିଦ୍ୟାଳୟ ଆଦିରେ ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ । ଏହା ବ୍ୟତିତ, ସେ [[ରାଜ୍ୟ ଶିକ୍ଷା ପ୍ରତିଷ୍ଠାନ]]ର ପ୍ରତିଷ୍ଠାତା ଅଧ୍ୟକ୍ଷ, [[ଉତ୍କଳ ବିଶ୍ଵବିଦ୍ୟାଳୟ]]ର ଉନ୍ନୟନ ଅଧିକାରୀ, [[ରାଜ୍ୟ ସାକ୍ଷରତା ସାଧନ କେନ୍ଦ୍ର]]ର ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରିଥିଲେ ।
 
== ସାହିତ୍ୟକୃତି==