୩୯,୦୫୬
ଗୋଟି ସମ୍ପାଦନା
ଟିକେ (Wikipedia python library) |
ଟିକେ (Bot: Automated text replacement (-ଲୋକସଭା +ଲୋକ ସଭା)) |
||
ସେ [[ଓଡ଼ିଶା]]ର [[ବ୍ରହ୍ମପୁର]]ଠାରେ ଏକ ତେଲୁଗୁ ପରିବାରରେ ବରାହଗିରି ଭେଙ୍କଟ ଯୋଗିଆଙ୍କ ଠାରୁ<ref>Luminaries of 20th century, Potti Sreeramulu Telugu University, Hyderabad, 2nd volume, pages 680-1.</ref> ଜନ୍ମ ନେଇଥିଲେ । ତାଙ୍କର ଜନ୍ମ କାଳରେ ଏହା ଗଞ୍ଜାମ ଗଡ଼ଜାତ ଅଧୀନରେ ଥିଲା । ପିତା ବରାହଗିରି ଭେଙ୍କଟ ଯୋଗାୟ ପନ୍ତଲି ଜଣେ ଖ୍ୟାତନାମା ଆଇନଜୀବି ଥିଲେ। ତାଙ୍କ ସ୍କୁଲ ଶିକ୍ଷା, ସେ ବ୍ରହ୍ମପୁରରେ ଶେଷ କରିଥିଲେ।ଅଳ୍ପ ବୟସରେ ସେ ସରସ୍ଵତୀ ବାଈଙ୍କୁ ବିବାହ କରିଥିଲେ। ପରେ ଉଚ୍ଚଶିକ୍ଷା ପାଇଁ ୧୯୧୩ ରେ ସେ ୟୁନିଭର୍ସିଟି ଅଫ୍ ଡ଼ବଲିନ୍ କୁ ଯାଇଥିଲେ କିନ୍ତୁ ସେଠାରେ ସେ ଆଇନ ଡିଗ୍ରୀ ଶେଷ କରିପାରିନଥିଲେ। ''ସିନ୍ ଫେନ୍'' ଆନ୍ଦୋଳନରେ ଯୋଗ ଦେବାରୁ ତାଙ୍କୁ [[ଆୟାରଲ୍ୟାଣ୍ଡ]] ରୁ ବିଦା କରାଯାଇଥିଲା। ଭାରତ ଫେରି ସେ ୧୯୨୨ ରେ ବିଭିନ୍ନ ଶ୍ରମିକ ସଂଗଠନର ନେତୃତ୍ଵ ନେଲେ। ଫଳ ସ୍ଵରୂପ ୧୯୨୬ ଓ୧୯୪୨ ରେ ''ଅଲ୍ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ''ର ସେ ଦୁଇଥର ସଭାପତି ହୋଇଥିଲେ।
== ରାଜନୀତି ==
୧୯୩୬ ପ୍ରତ୍ୟେକ୍ଷ ରାଜନୀତିରେ ଯୋଗଦେଇ ମାଡ୍ରାସ ପ୍ରେସିଡେନ୍ସିରେ ଯୋଗଦେଇ, ସେ ଶ୍ରମ ଓ ଶିଳ୍ପ ମନ୍ତ୍ରଣାଳୟ ଦାୟିତ୍ଵ ବହନ କରିଥିଲେ। ଦେଶ ସ୍ଵାଧୀନ ହେବାପରେ ଭାରତର ହାଇକମିଶନର ଭାବେ ତାଙ୍କୁ [[ସିଂହଳ]] ପଠାଯାଇଥିଲା। ସେଠାରେ କର୍ଯ୍ୟକାଳ ଶେଷପରେ ଭାରତ ଫେରି ସେ ୧୯୫୨ ସାଧାରଣ ନିର୍ବାଚନରେ ପ୍ରତିଦ୍ଵନ୍ଦ୍ଵିତା କରି ବିଜୟୀ ହୋଇଥିଲେ। ପ୍ରଥମ
== ପୁରସ୍କାର ଓ ସମ୍ମାନ ==
୧୯୭୫ ମସିହାରେ ତାଙ୍କୁ [[ଭାରତ ରତ୍ନ]] ପ୍ରଦାନ କରାଯାଇଛି।<ref>http://www.mha.nic.in/pdfs/PadmaAwards1954-2007.pdf</ref> ଶ୍ରମିକ ଙ୍କ ସମସ୍ୟା , ଗବେଷଣା, ଶିକ୍ଷା ଏବଂ ପରାମର୍ଶ ଲାଗି ସ୍ଥାପନ କରାଯାଇଥିବା ସ୍ଵଂୟଶାସିତ ଅନୁଷ୍ଠାନକୁ ୧୯୯୫ ରେ ''[[ଭି.ଭି.ଗିରି ନ୍ୟାଶନାଲ ଲେବର ଇନଷ୍ଟିଚ୍ୟୁଟ]]'' ନାମରେ ନାମିତ କରାଯାଇଛି।
|