"ମାନଗୋବିନ୍ଦ ସାମଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ clean up using AWB
ଟିକେ Bot: Automated text replacement (-ବିଧାନସଭା +ବିଧାନ ସଭା)
୫ କ ଧାଡ଼ି:
|image = ManaGobinda.Samal.jpg
|office = ସଭ୍ୟ, [[ଓଡ଼ିଶା ବିଧାନ ସଭା]]
| constituency = [[ବଡ଼ଚଣା (ବିଧାନସଭାବିଧାନ ସଭା ନିର୍ବାଚନମଣ୍ଡଳୀ)|ବଡ଼ଚଣା]]
|term_start = ୧୯୭୭
| term_end = ୧୯୮୦
୨୮ କ ଧାଡ଼ି:
}}
 
'''ମାନଗୋବିନ୍ଦ ସାମଲ''' (ମାନ ବାବୁ) (୫ ସେପ୍ଟେମ୍ବର ୧୯୨୧ - ୧୨ ଜାନୁଆରୀ ୨୦୦୩), ଜଣେ [[ଓଡ଼ିଆ ଲୋକ|ଓଡ଼ିଆ]] ରାଜନୈତିକ ନେତା ଓ ସମାଜ ସେବୀ ଥିଲେ । ସେ ୧୯୨୧ ମସିହା ସେପ୍ଟେମ୍ବର ୫ ତାରିଖ ଦିନ [[ଓଡ଼ିଶା]]ର [[ଯାଜପୁର ଜିଲ୍ଲା]]ର କଳାଶ୍ରୀ ଗ୍ରାମରେ ଜନ୍ମ ନେଇଥିଲେ । ସେ [[ବଡ଼ଚଣା (ବିଧାନସଭାବିଧାନ ସଭା ନିର୍ବାଚନମଣ୍ଡଳୀ)|ବଡ଼ଚଣା ବିଧାନସଭାବିଧାନ ସଭା ନିର୍ବାଚନମଣ୍ଡଳୀ]]ରୁ ୨ ଥର [[ଓଡ଼ିଶା ବିଧାନ ସଭା]]କୁ ନିର୍ବାଚିତ ହୋଇଥିଲେ । [[ବିଜୁ ପଟ୍ଟନାୟକ]]ଙ୍କ ସହିତ ତାଙ୍କର ଘନିଷ୍ଟ ବନ୍ଧୁତା ରହିଥିଲା ।
 
== ପ୍ରାରମ୍ଭିକ ଜୀବନ ==
୩୮ କ ଧାଡ଼ି:
[[ଫାଇଲ:Managobinda Samal.jpg|thumbnail|ସାହାସପୁର ମହାବିଦ୍ୟାଲୟସ୍ଥ ମାନଗୋବିନ୍ଦ ସାମଲଙ୍କ ପୂର୍ଣ୍ଣାୟବୟବ ପ୍ରତିମୂର୍ତ୍ତି]]
[[ଫାଇଲ:Managobinda Samal Statue At Gopalpur Medical.JPG|thumbnail|ଗୋପାଳପୁର ଚିକିତ୍ସାଳୟସ୍ଥ ମାନଗୋବିନ୍ଦ ସାମଲଙ୍କ ପୂର୍ଣ୍ଣାୟବୟବ ପ୍ରତିମୂର୍ତ୍ତି]]
ମାନବାବୁ ପ୍ରଥମେ କଳାଶ୍ରୀ ଗୋପାଳପୁର୍ ଗ୍ରାମ ପଞ୍ଚାୟତର ସରପଞ୍ଚ ଭାବେ ନିର୍ବାଚିତ ହୋଇଥିଲେ । ପରେ ସେ ବଡଚଣା ବ୍ଲକର ଅଧକ୍ଷ ଭାବେ ନିର୍ବାଚିତ ହୋଇଥିଲେ । ସେ ମସିହା ୧୯୭୧ ରୁ ମସିହା ୧୯୮୫ ପର୍ଯ୍ୟନ୍ତ ବିଧାନସଭାବିଧାନ ସଭା ପାର୍ଥୀ ଭାବେ ଉତ୍କଳ କଂଗ୍ରେସ ଓ ଜନତା ଦଳ ତରଫରୁ ଲଢି ଥିଲେ । ମାନବାବୁ ୨ ଥର ବିଧାନସଭାକୁବିଧାନ ସଭାକୁ ନିର୍ବାଚୀତ ହୋଇଥିଲେ | ସେ ଜଣେ ଲୋକପ୍ରିୟ ନେତା ଥିଲେ । ବଡଚଣା ବ୍ଲକର ଉନ୍ନତିରେ ମାନବାବୁଙ୍କ ଅବଦାନ ଶ୍ରେଷ୍ଠ । ସେ ବିଭିନ୍ନ ବଡଚଣା ବାସୀଙ୍କୁ କର୍ମ ନିଯୁକ୍ତି ଦେଇଥିଲେ ।
 
ମାନବାବୁ ମାତା ଦୁର୍ଗାଙ୍କର ଭକ୍ତ ଥିଲେ | ସେ ତାଙ୍କ ଘରେ ପ୍ରତି ବର୍ଷ ଦୁର୍ଗାପୁଜା କଳାଶ୍ରୀ ଗ୍ରାମବାସୀଙ୍କ ସହିତ ପାଳନ କରୁଥିଲେ | ଏବେ ତାଙ୍କ ପୁଅ ଓ ନାତି ମନେ ଦୁର୍ଗା ପୁଜା କଳାଶ୍ରୀ ଗ୍ରାମବାସୀଙ୍କ ସହିତ ପାଳନ କରୁଛନ୍ତି |
{| class="wikitable"
|-
! ବିଧାନସଭାବିଧାନ ସଭା ନିର୍ବାଚନ ମଣ୍ଡଳୀ !! ମସିହା !! ଦଳ !! ଫଳାଫଳା
|-
| ବଡ଼ଚଣା || ୧୯୮୫ || ଜନତା || ପରାଜୟ
୬୫ କ ଧାଡ଼ି:
 
==ଆଧାର==
[[ବଡ଼ଚଣା (ବିଧାନସଭାବିଧାନ ସଭା ନିର୍ବାଚନମଣ୍ଡଳୀ)]]
 
==ଅଧିକ ତଥ୍ୟ==