୩୯,୦୫୬
ଗୋଟି ସମ୍ପାଦନା
ଟିକେ (Removed Template) |
ଟିକେ (Bot: Automated text replacement (-ବିଧାନସଭା +ବିଧାନ ସଭା)) |
||
'''ରାଷ୍ଟ୍ରପତି''' ହେଉଛନ୍ତି [[ଭାରତ]]ର ନିର୍ବାଚନ ସର୍ବୋଚ୍ଚ ସାମ୍ବିଧାନିକ ଶାସନମୁଖ୍ୟ। ସମ୍ବିଧାନ ତାଙ୍କ ହାତରେ କେନ୍ଦ୍ର ସରକାରର କାର୍ଯ୍ୟପାଳିକ କ୍ଷମତା ନ୍ୟସ୍ତ କରିଛି । ସେ ହେଉଛନ୍ତି ସମଗ୍ର ଦେଶର '''ଐକ୍ୟର ପ୍ରତୀକ''' ଓ ସମ୍ମାନାସ୍ପଦ ପ୍ରଥମ ନାଗରିକ ।
== ରାଷ୍ଟ୍ରପତି ନିର୍ବାଚନ ==
ଭାରତର ରାଷ୍ଟ୍ରପତି ଲୋକମାନଙ୍କ ଦ୍ଵାରା ପରୋକ୍ଷ ଭାବରେ ନିର୍ବାଚିତ ହୁଅନ୍ତି। ସଂସଦ ଓ ରାଜ୍ୟ
ରାଷ୍ଟ୍ରପତି ନିର୍ବାଚନରେ ଜୟଲାଭ କରିବା ପାଇଁ ପ୍ରାର୍ଥୀ ନିର୍ଦ୍ଦିଷ୍ଟ ସଂଖ୍ୟକ (କୋଟା) ବା ମିଳିଥିବା ସମସ୍ତ ସଠିକ ଭୋଟର ୫୦ ପ୍ରତିଶତରୁ ଏକ ଅଧିକ (୫୦%+୧) ସମର୍ଥନ ପାଇବା ବାଞ୍ଛନୀୟ ।
|