"ପ୍ରାଣନାଥ ପଟ୍ଟନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଆଧାର+
ଟିକେ Bot: Automated text replacement (-ବିଧାନସଭା +ବିଧାନ ସଭା)
୩୯ କ ଧାଡ଼ି:
 
=== କର୍ମ ଜୀବନ ===
[[ମହାତ୍ମା ଗାନ୍ଧୀ]] ନେତୃତ୍ତ୍ୱରେ ଚାଲିଥିବା [[ଜାତୀୟ ମୁକ୍ତି ସଂଗ୍ରାମ]]ରେ ସେ ଯୋଗ ଦେଇଥିଲେ । ଏହି ସମୟରେ ସେ ବ୍ରିଟିସ ସରକାରଙ୍କ ଦ୍ୱାରା ୧୦ ଥର କାରାବରଣ କରିଥିଲେ । ସମାଜକୁ ଅର୍ଥନୈତିକ ଗୋଲାମିରୁ ମୁକୁଳାଇବା ପାଇଁ ପ୍ରାଣନାଥ କୃଷକ ସଭା ଗଠନ କରିଥିଲେ । [[ନବକୃଷ୍ଣ ଚୌଧୁରୀ]], [[ଭଗବତୀ ଚରଣ ପାଣିଗ୍ରାହୀ]], [[ମାଳତୀ ଚୌଧୁରୀ]], [[ଗୁରୁଚରଣ ପଟ୍ଟନାୟକ]], [[ସୁରେନ୍ଦ୍ର ନାଥ ଦ୍ବିବେଦୀ]]ଙ୍କ ଆଦି ସଂଗ୍ରାମୀମାନଙ୍କ ସହ ମିଶି ଓଡ଼ିଶାରେ [[କଂଗ୍ରେସ ସାମ୍ୟବାଦୀ ପାର୍ଟି]] ଗଠନ କରିଥିଲେ । ସେ ଏହାର ପ୍ରଥମ ଅଧିବେଶନରେ ଏହାର ସଭାପତି ଦାୟିତ୍ୱ ତୁଲାଇଥିଲେ। ଭଗବତୀ ଚରଣ ଓ ଗୁରୁଚରଣଙ୍କ ସହିତ ମିଶି ଓଡ଼ିଶାରେ [[ଓଡ଼ିଶା କମ୍ୟୁନିଷ୍ଟ ପାର୍ଟି|କମ୍ୟୁନିଷ୍ଟ ପାର୍ଟି]] ପ୍ରତିଷ୍ଠା କରିଥିଲେ । [[ବାରାଣସୀ]]ର [[କାଶୀ ଜାତୀୟ ବିଦ୍ୟାପୀଠ]]ରେ [[ଅାଚାର୍ଯ୍ୟ ନରେନ୍ଦ୍ର ଦେବ]] ଓ [[ଶ୍ରୀପ୍ରକାଶ]]ଙ୍କ ପାଖରେ ରହି ବିଶ୍ବ ଇତିହାସ, [[ମାର୍କସବାଦ]], ଅର୍ଥନୀତି ସମ୍ପର୍କରେ ଶିକ୍ଷାଲାଭ କରିଥିଲେ । ଏଥିପାଇଁ ସେ "ଶାସ୍ତ୍ରୀ" ଉପାଧିରେ ଭୂଷିତ ହୋଇଥିଲେ । ୧୯୩୬ ମସିହା ନିର୍ବାଚନରେ ପ୍ରାଣନାଥ ପଟ୍ଟନାୟକ ଖୋର୍ଦ୍ଧାରୁ କଂଗ୍ରେସ ପ୍ରାର୍ଥୀ ରୂପେ ସ୍ବତନ୍ତ୍ର ଓଡ଼ିଶା ପ୍ରଦେଶର ପ୍ରଥମ ବିଧାନସଭାକୁବିଧାନ ସଭାକୁ ସଭ୍ୟ ଭାବେ ନିର୍ବାଚିତ ହୋଇଥିଲେ ।<ref name=sambad/>
 
== ପ୍ରତିଷ୍ଠା ==