ଟିକେ
Bot: Automated text replacement (-ବିଧାନସଭା +ବିଧାନ ସଭା)
ଟିକେ (→ବାଲ୍ୟଜୀବନ ଓ ଶିକ୍ଷା: clean up, replaced: ବିଶିଷ୍ଠ → ବିଶିଷ୍ଟ using AWB) |
ଟିକେ (Bot: Automated text replacement (-ବିଧାନସଭା +ବିଧାନ ସଭା)) |
||
|imagesize =
|alt =
| office = [[
| constituency = [[ବାଲିକୁଦା-ଏରସମା (
| term_start = ୧୯୫୨
| term_end = ୧୯୫୭
== କର୍ମଜୀବନ ==
୧୯୨୦ ମସିହାରେ,କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ ସମାପ୍ତ କରିବା ପରେ, ଡଃ ପରିଜା ଗ୍ରେଟବ୍ରିଟେନ ସ୍ଥିତ ଫୁଡ ଇନଭେଷ୍ଟିଗେସନ ବୋର୍ଡ଼ରେ ଫଳ ସଂରକ୍ଷଣ ବିଭାଗର ଗବେଷକ ଭାବରେ ନିଯୁକ୍ତି ପାଇଥିଲେ । ୧୯୨୧ ଅଗଷ୍ଟ ମାସ ୪ ତାରିଖରେ, ଇଣ୍ଡିଆନ ଏଜୁକେସନାଲ ସର୍ଭିସରେ ନିଯୁକ୍ତି ପାଇ, ସେ ରେଭେନ୍ସା ମହାବିଦ୍ୟାଳୟରେ ଉଦ୍ଭିଦ ବିଜ୍ଞାନର ମୁଖ୍ୟ ରୂପେ ଯୋଗ ଦେଇଥିଲେ । କେମ୍ବ୍ରିଜ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ ସମୟରେ '''ଆତର ଶ୍ଵାସପ୍ରକ୍ରିୟା''' ସମ୍ବନ୍ଧରେ ତାଙ୍କର ଗବେଷିତ ପ୍ରବନ୍ଧ, [[ଲଣ୍ଡନ]]ସ୍ଥିତ ପ୍ରସିଦ୍ଧ ''ପ୍ରୋସିଡିଙ୍ଗସ୍ ଅଫ୍ ଦି ରୟାଲ ସୋସାଇଟି''ରେ ପ୍ରକାଶିତ ହେବା ପରେ, ଅନ୍ତର୍ଜାତୀୟ ସ୍ତରରେ ଡଃ ପ୍ରାଣକୃଷ୍ଣ ପରିଜା ଜଣେ ଶ୍ରେଷ୍ଠ ଉଦ୍ଭୀଦ ବିଜ୍ଞାନୀ ଭାବରେ ପରିଚିତ ହୋଇପାରିଥିଲେ । ୧୯୩୮ ଫେବୃୟାରୀ ୭ ତାରିଖରେ, ସେ ରେଭେନ୍ସା ମହାବିଦ୍ୟାଳୟର ଅଧ୍ୟକ୍ଷ ଭାବରେ ନିଯୁକ୍ତି ପାଇଲେ । ୧୯୪୩ ମସିହାରେ ସେ [[ଉତ୍କଳ ବିଶ୍ଵବିଦ୍ୟାଳୟ]]ର ପ୍ରଥମ କୂଳପତି, ୧୯୪୯ ମସିହାରେ ବନାରସ ହିନ୍ଦୁ ବିଶ୍ଵବିଦ୍ୟାଳୟର ପ୍ରୋ-ଭାଇସଚାନ୍ସଲର ଓ ୧୯୫୧ ମସିହାରେ ଉତ୍କଳ ବିଶ୍ଵବିଦ୍ୟାଳୟର ପ୍ରୋ-ଚାନ୍ସଲର ଭାବରେ ନିଯୁକ୍ତି ପାଇଥିଲେ । [[ଉତ୍କଳ ବିଶ୍ଵବିଦ୍ୟାଳୟ]]ରେ ସେ, ଅନେକ କାଳ ଅଧ୍ୟାପନ କରିଥିଲେ ଓ ତାଙ୍କରି ନାମରେ ସେଠାକାର ପରିଜା ପାଠାଗାର<ref>http://utkaluniversity.ac.in/page.php?page=library</ref> ନାମିତ ।<ref>{{cite news |title=Among celebrities |author=P.G. Rama Rao |url= http://www.telegraphindia.com/1101206/jsp/orissa/story_13263971.jsp|newspaper= The Telegraph|date=|accessdate=06 December 2010}}</ref> ୧୯୫୨ ମସିହାରେ, ସେ ବାଲିକୁଦା [[ଓଡ଼ିଶାର
== ପୁରସ୍କାର ==
|