"ଧରିତ୍ରୀ (ଖବରକାଗଜ)" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେNo edit summary
DAta added
ଟ୍ୟାଗସବୁ: ଭିଜୁଆଲ ସମ୍ପାଦନା ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩୪ କ ଧାଡ଼ି:
 
'''ଧରିତ୍ରୀ''' [[ଢେଙ୍କାନାଳ]], [[ବାଲେଶ୍ଵର]], [[ବ୍ରହ୍ମପୁର]], [[ରାୟଗଡ଼ା]], [[ଭୁବନେଶ୍ଵର]] ଓ [[ସମ୍ବଲପୁର]]ରୁ ଏକ ସଙ୍ଗେ ପ୍ରକାଶିତ ହେଉଥିବା ଏକ ଦୈନିକ [[ଓଡ଼ିଆ ଭାଷା|ଓଡ଼ିଆ]] ଖବରକାଗଜ । ୨୪ ନଭେମ୍ବର ୧୯୭୪ ତାରିଖରୁ 'ସମାଜବାଦି ସୋସାଇଟି' ତରଫରୁ '''ଧରିତ୍ରୀ'''ର ପ୍ରକାଶନ ଆରମ୍ଭ କରାଯାଇଥିଲା ।<ref name="Dharitri">{{cite book|title=Dharitri|url=http://books.google.com/books?id=eyxbtwAACAAJ|accessdate=16 July 2012}}</ref> ୦୧ ଜାନୁଆରୀ ୨୦୦୯ ଠାରୁ '''ଧରିତ୍ରୀ'''ର ଇ-ପେପର ପ୍ରକାଶନ ଆରମ୍ଭ ହୋଇଥିଲା ।
 
ଏହା ଏକ ୨୦ ପୃଷ୍ଠା ସମ୍ବଳିତ ଖବରକାଗଜ । ଏହାର କେତୋଟି ଖବର ସାପ୍ତାହିକୀ ଭାବରେ ପ୍ରକାଶିତ ହୁଏ, ଯଥା ରବିବାର ଦିନ 'ଆଗାମୀ ଆଶା' ଓ ସ୍ଵତନ୍ତ୍ର 'ଛୁଟିଦିନ', ସୋମବାର ଦିନ 'ଆଇଟି' ଓ 'ସ୍ଵାସ୍ଥ୍ୟ ବିଗ୍ୟାନ', ମଙ୍ଗଳବାର ଦିନ 'ବିଜିନେଶ୍' ଓ 'ନାରୀ' , ବୁଧବାର ଦିନ 'ଅଟୋମୋବାଇଲ୍' ଓ 'କୃଷି ଜୀବନ' , ଗୁରୁବାର ଦିନ 'ବିଜିନେଶ୍' ଓ 'ବିଚିତ୍ରା', ଶୁକ୍ରବାର ଦିନ 'ବିଜିନେଶ୍' ଓ 'କ୍ରୀଡା ଜଗତ' ଏବଂ ଶନିବାର ଦିନ 'ପିଲାଙ୍କ ଧରିତ୍ରୀ' ପ୍ରକାଶିତ ହୁଏ । ଏତଦ୍ ବ୍ୟତୀତ ନିୟମିତ ଭାବେ ସମ୍ପାଦକୀୟ ପୃଷ୍ଠା, ଆଜିର ରାଶିଫଳ, କାର୍ଟୁନ୍ କର୍ଣ୍ଣର, ଢଗଢମାଳି, ପ୍ରଭୃତି ପ୍ରକାଶ ପାଏ ।ଏଥି ସହିତ ଶନିବାର ଦିନ ଏକ ପାକ୍ଷିକ କ୍ରୋଡ଼ ପତ୍ରିକା 'ସାହିତ୍ୟାୟନ' ପ୍ରକାଶିତ ହୁଏ ।
 
== ଆଧାର ==