"ଚାର୍ଲସ୍ ପିଅର୍ ବଦେଲିଅର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩୪ କ ଧାଡ଼ି:
[[ଚାର୍ଲସ୍ ବଦେଲିଅର]]ଙ୍କ ତମାମ ଜୀବନ ଦୁଃଖ ଦୟନୀୟତା ଏବଂ ସଂଘର୍ଷ ମଧ୍ୟ ଦେଇ ଅତିବାହିତ ହୋଇଥିଲା। ସେ ସାରା ଜୀବନ ଅଭାବ ଅନଟନରେ ବିତାଇଥିଲେ। ଅସୁସ୍ଥତା ତାଙ୍କର ପିଛା ଛାଡିନଥିଲା। ଏମିତି ଏକ ସମୟ ଆସିଲା ଯେତେବେଳେ ସେ ଦେବାଳିଆ ହୋଇଗଲେ ଏବଂ ତାଙ୍କୁ ପ୍ୟାରିସ୍ ଛାଡିବାକୁ ପଡ଼ିଲା। ସେ ନିଜ ପୁସ୍ତକ ସବୁର [[କପିରାଇଟ୍ସ]] ବିକ୍ରି କରିଦେଇ ବେଲ୍ଜିଅମ୍ ଚାଲିଗଲେ। ତାଙ୍କର ମଦ୍ୟପାନ ଅଭ୍ୟାସ ପ୍ରବଳ ହୋଇଉଠିଲା। ୧୮୬୬ ମସିହାରେ ସେ ପକ୍ଷାଘାତରେ ଆକ୍ରାନ୍ତ ହେଲେ। ଏହା ତାଙ୍କୁ ପ୍ରାୟତଃ ପଙ୍ଗୁ କରିଦେଲା। ପରେ ୧୮୬୭ ମସିହା ଅଗଷ୍ଟ/୩୧ ତାରିଖରେ ସେ ପ୍ୟାରିସରେ ଶେଷ ଜୀବନ ତ୍ୟାଗ କଲେ।
 
==ବଦେଲିର'ଙ୍କ ଦର୍ଶନଶାସ୍ତ୍ର==
==ଚାର୍ଲସ୍"ଙ୍କ ପୁସ୍ତକ==
 
==ଚାର୍ଲସ୍"ଙ୍କ ନାମାଙ୍କିତ ପୁସ୍ତକ==
*ସଲୋନ ଡେ (୧୮୪୫)
*ରିଭିୟୁ ଅଫ୍ ସଲୋନ ଡେ (୧୮୪୬)
*ଲ'ଫ୍ୟାନ୍ଫ୍ରଲୋ (୧୮୪୭)
*ଲେସ୍ ଫ୍ଲିୟୋର୍ସ ଡୁ ମାଲ୍ (୧୮୫୭)
*ଲେସ୍ ପାରାଡିସ୍ ଆର୍ଟିଫିସିଆଲସ୍ (୧୮୬୦)
*
*ଲ'ଆର୍ଟ ରୋମାଣ୍ଟିକ (୧୮୬୮)
*
*ମିରର୍ ଅଫ୍ ଆର୍ଟ (୧୯୫୫)
*
*ଦି ପେଣ୍ଟର ଅଫ୍ ମର୍ଡନ୍ଲାଇଫ ଆଣ୍ଡ ଅଦର୍ ଏଷେ (୧୯୬୪)
*
*ଟ୍ୱେଣ୍ଟି ପ୍ରୋସ୍ ଆଣ୍ଡ ପୋଏମ (୧୯୮୮)
*
*ସିଲେକଟେଡ଼ ରାଇଟିଙ୍ଗ ଅନ୍ ଆର୍ଟ ଆଣ୍ଡ ଆର୍ଟିଷ୍ଟ (୧୯୭୨)
*
*ସିଲେକଟେଡ଼ ଲେଟର ଅଫ୍ [[ଚାର୍ଲସ୍ ବଦେଲିଅର]] (୧୯୮୬)
*ଦି ଏସେନ୍ସ ଅଫ୍ ଲାଫଟର୍ (୧୯୫୬)
 
==ଆଧାର==