"ଚାର୍ଲସ୍ ପିଅର୍ ବଦେଲିଅର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୩୨ କ ଧାଡ଼ି:
 
==ଶେଷ ଜୀବନ==
[[ଚାର୍ଲସ୍ ବଦେଲିଅର]]ଙ୍କ ତମାମ ଜୀବନ ଦୁଃଖ ଦୟନୀୟତା ଏବଂ ସଂଘର୍ଷ ମଧ୍ୟ ଦେଇ ଅତିବାହିତ ହୋଇଥିଲା। ସେ ସାରା ଜୀବନ ଅଭାବ ଅନଟନରେ ବିତାଇଥିଲେ। ଅସୁସ୍ଥତା ତାଙ୍କର ପିଛା ଛାଡିନଥିଲା। ଏମିତି ଏକ ସମୟ ଆସିଲା ଯେତେବେଳେ ସେ ଦେବାଳିଆ ହୋଇଗଲେ ଏବଂ ତାଙ୍କୁ ପ୍ୟାରିସ୍ ଛାଡିବାକୁ ପଡ଼ିଲା। ସେ ନିଜ ପୁସ୍ତକ ସବୁର [[କପିରାଇଟ୍ସ]] ବିକ୍ରି କରିଦେଇ ବେଲ୍ଜିଅମ୍ ଚାଲିଗଲେ। ତାଙ୍କର ମଦ୍ୟପାନ ଅଭ୍ୟାସ ପ୍ରବଳ ହୋଇଉଠିଲା। ୧୮୬୬ ମସିହାରେ ସେ ପକ୍ଷାଘାତରେ ଆକ୍ରାନ୍ତ ହେଲେ। ଏହା ତାଙ୍କୁ ପ୍ରାୟତଃ ପଙ୍ଗୁ କରିଦେଲା। ୧୮୬୭ ମସିହାରେ ସେ ଶେଷ ଜୀବନ ତ୍ୟାଗ କଲେ।
 
==ଆଧାର==