"ଚାର୍ଲସ୍ ପିଅର୍ ବଦେଲିଅର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
୧୬ କ ଧାଡ଼ି:
{{ଫ୍ରେଞ୍ଚ୍ ଲିଟ୍ରେଚର୍ସ ସାଇଡ଼ବାର୍}}
{{main|ଚାର୍ଲସ୍ ବଦେଲିଅର}}
[[ଚାର୍ଲସ୍ ବଦେଲିଅର]]ଙ୍କୁବଦେଲିଅରଙ୍କୁ <ref>[http://dictionary.reference.com/browse/baudelaire "Baudelaire"]. ''[[Random House Webster's Unabridged Dictionary]]''.</ref> ଫ୍ରାନ୍ସ୍ [[ସାହିତ୍ୟ]] ଜଗତରେ ଏକ ସ୍ୱତନ୍ତ୍ର ସ୍ଥାନ ପ୍ରଦାନ କରାଯାଇଥାଏ। କୁହାଯାଏ, ଫ୍ରେଞ୍ଚ୍ ସାହିତ୍ୟକୁ ସେ ହିଁ ପ୍ରଥମେ ଆଧୁନିକତା ଆଣିଥିଲେ। ଏହାର ସୁଫଳ କେବଳ ଫ୍ରାନ୍ସର ସାହିତ୍ୟ ପ୍ରେମୀଙ୍କୁ ମିଳିନଥିଲା, ଅଧିକନ୍ତୁ ସମଗ୍ର ବିଶ୍ୱର ସାରସ୍ୱତ ଜଗତରେ ଆଧୁନିକତାକୁ ନେଇ ଆରମ୍ଭ ହୋଇଯାଇଥିଲା ଏକ ଟ୍ରେଣ୍ଡ ଯାହା ଆଜି ଭି ବଳବତ୍ତର ରହିଛି। ଏହିସବୁ ପାଇଁ ଶ୍ରେୟ ଦିଆଯାଇଥାଏ କେବଳ "ଚାର୍ଲସ୍"ଙ୍କୁ। "ଚାର୍ଲସ୍" ବସ୍ତୁତଃ ଜଣେ କବି ଥିଲେ। ତେବେ କେବଳ କବିତାରେ ସେ ନିଜକୁ ସୀମିତ କରି ରଖି ନ ଥିଲେ। କବିତା ଭଳି ତାଙ୍କର ଗଦ୍ୟ ରଚନାରେ ମଧ୍ୟ ସେଭଳି ପାରଦର୍ଶିତା ରହିଥିଲା। ସେ ବିଶେଷକରି [[ପ୍ରବନ୍ଧ]] ରଚନା କରୁଥିଲେ ଏବଂ [[ସାହିତ୍ୟ]] ସମୀକ୍ଷା ଲେଖୁଥିଲେ। ଏତଦବ୍ୟତୀତ ଆଉ ଯେଉଁ କାର୍ଯ୍ୟ ତାଙ୍କୁ ସବୁଠାରୁ ବେଶି ଆନନ୍ଦ ପ୍ରଦାନ କରୁଥିଲା, ତାହା ହେଉଛି "ଅନୁବାଦ"। ଅବଶ୍ୟ ସେ କେବଳ [[ବୈଜ୍ଞାନିକ]] ତଥ୍ୟ ସମ୍ବଳିତ ଗଳ୍ପ ରଚନା କରୁଥିବା ପ୍ରଖ୍ୟାତ ଗାଳ୍ପିକ (ଏଦଗାର ଆଲନ୍ ପୋ')ଙ୍କ ରଚନା ସବୁର ଅନୁବାଦ କରୁଥିଲେ। ଏହି କାରଣରୁ "ଚାର୍ଲସ୍"ଙ୍କୁ ସାର୍ବଜନୀନ ଅନୁବାଦକ ଭାବେ କ୍ୱଚିତ୍ ଗ୍ରହଣ କରାଯାଇଥାଏ।
 
==ଦି ଫ୍ଲାୱାର୍ସ ଅଫ୍ ଏଭିଲ୍==