"ଚାର୍ଲସ୍ ପିଅର୍ ବଦେଲିଅର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୨ କ ଧାଡ଼ି:
 
==ଜୀବନ ବୃତ୍ତାନ୍ତ==
ଏପ୍ରିଲ'୯/୧୮୨୧ ମସିହାରେ ଫ୍ରାନ୍ସର ପ୍ୟାରିସ୍ ଠାରେ [[ଚାର୍ଲସ୍ ବଦେଲିଅର]]ଙ୍କ ଜନ୍ମ। ମାତ୍ର ୨ମାସ ପରେ "ଚାର୍ଲସ୍"ଙ୍କୁ "ସାଇଣ୍ଟ-ସୁଲ୍ପିସ୍" "ରୋମାନ୍"ର (କାଥୋଲିକ ଚର୍ଚ୍ଚ)<ref>Charles Baudelaire, Richard Howard. ''Les Fleurs Du Mal''. David R. Godine Publisher, 1983, p.xxv. ISBN 0-87923-462-8, ISBN 978-0-87923-462-1.</ref>ରେ ପାଣିଛିଞ୍ଚି ଖ୍ରୀଷ୍ଟଧର୍ମରେ ଦୀକ୍ଷିତ କରାଗଲା। [[ବାପା]](ଫ୍ରାଙ୍କୋଇସ୍ ବଦେଲିଅର) ଜଣେ ବରିଷ୍ଠ ସିଭିଲ ଅଧିକାରୀ ଥିଲେ। [[ମା']]ଙ୍କ ନାମ ଥିଲା (କାରୋଲିନ ବଦେଲିଅର)। "କାରୋଲିନ"ଙ୍କ ଠାରୁ "ଫ୍ରାଙ୍କୋଇସ୍" ୩୪ବର୍ଷ ବଡ ଥିଲେ। ୧୮୨୭ ମସିହାରେ 'ଚାର୍ଲସ୍' ମାତ୍ର ୬ବର୍ଷର ହୋଇଥିବା ବେଳେ "ଫ୍ରାଙ୍କୋଇସ୍"ଙ୍କ ଦେହାନ୍ତ ହୋଇଥିଲା। [[ବାପା]]ଙ୍କ ଦେହାନ୍ତର ବର୍ଷକ ପରେ [[ମା']] "କାରୋଲିନ"; "ଲ୍ୟୁଟନାଣ୍ଟ କଲୋନେଲ ଜ୍ୟାକ୍ସ ଅପିକ୍"ଙ୍କୁ ବିବାହ କରିଥିଲେ। ଏହି ବିବାହର ୨ବର୍ଷ ପରେ "ଜ୍ୟାକ୍ସ"ଙ୍କୁ ଫ୍ରାନ୍ସର ରାଷ୍ଟ୍ରଦୂତ ଭାବରେ ନିଯୁକ୍ତ କରାଗଲା। ଫଳତଃ ତାଙ୍କୁ ବିଭିନ୍ନ ଦେଶରେ ରହିବାକୁ ପଡ଼ିଲା। "କାରୋଲିନ" ମଧ୍ୟ ନିଜ ସ୍ବାମୀଙ୍କ ସହ ବିଭିନ୍ନ ଦେଶ ଭ୍ରମଣ କରୁଥିଲେ। କେବଳ ଫ୍ରାନ୍ସରେ ଏକାକୀ ରହିବାକୁ ପଡୁଥିଲା [[ଚାର୍ଲସ୍ ବଦେଲିଅର]]ଙ୍କୁ। ଏହା ତାଙ୍କୁ ଗଭୀର ଭାବେ ବିମର୍ଶ କରାଉଥିଲା। ସେ ନିଜ [[ମା']]ଙ୍କ ସ୍ନେହରୁ ବଞ୍ଚିତ ହେଉଥିଲେ। ତାଙ୍କ ଦୃଷ୍ଟିରେ ଏହା ତାଙ୍କ ପାଇଁ ଏକ ବିପର୍ଯ୍ୟୟ ସଦୃଶ ଥିଲା। ସେ ତାଙ୍କ [[ମା']]ଙ୍କ ପାଖକୁ ନିୟମିତ ଚିଠି ଲେଖୁଥିଲେ। [[ମା']]ଙ୍କ ପାଖରୁ ମଧ୍ୟ ପତ୍ର ପାଉଥିଲେ। ହେଲେ [[ମା']]ଙ୍କ ଅଭାବକୁ ପୂରଣ କରିପାରିନଥିଲା।
 
==ଆଧାର==