"ଚାରୁପାଣି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:ଖାଦ୍ୟ using HotCat
ଟିକେNo edit summary
୧୫ କ ଧାଡ଼ି:
| other =
}}
'''ଚାରୁପାଣି''' (ଦକ୍ଷିଣ ଭାରତ ଓ ଭାରତଭାରତର ଅନ୍ୟାନ୍ୟ ସ୍ଥାନରେ '''ରସମ୍''' ନାମରେ ଜଣାପରିଚିତ) ଦକ୍ଷିଣ ଓଡିଶାର ଏକ ପାରମ୍ପରିକ ତରଳ ବ୍ୟଞ୍ଜନ । ଦକ୍ଷିଣ ଓଡ଼ିଶା ବିଶେଷ ଭାବେ ରାୟଗଡା[[ରାୟଗଡ଼ା]], ଗଜପତି, [[କୋରାପୁଟ ଜିଲ୍ଲା|କୋରାପୁଟ]] ଓ ମାଲକାନଗିରି ଜିଲ୍ଲାରେ ଏହା ଦୈନିନ୍ଦିନ ଖାଦ୍ୟରେ ଆତିମାତ୍ରାରେଅତିମାତ୍ରାରେ ବ୍ୟବହୃତ ହୋଇଥାଏ । ଏହା ସାଧାରଣତ ଭାତ ସହ ଗୋଳାଇ ଖିଆଯାଏ କିମ୍ବା ଅଲଗା ଭାବେ ମସଲା ଝୋଳ/ ଜୁସ୍ ରୂପେ ପିଆଯାଇଥାଏ । ଏହାକୁ କ୍ଷୁଧାବର୍ଧନ/ ଖାଦ୍ୟ ହଜମ ନିମନ୍ତେ ମଧ୍ୟ ବ୍ୟବହାର କରାଯାଇଥାଏ । <ref name="Rasam Recipe">{{cite web|title=Rassam|url=http://www.vegrecipesofindia.com/easy-rasam-recipe-rasam-recipes/|publisher=veg recipes of India|accessdate=8 December 2015}}</ref> ଦକ୍ଷିଣ ଭାରତୀୟ ରାଜ୍ୟ ମାନଙ୍କରେ ଏହା ଏକ ମୁଖ୍ୟ ଖାଦ୍ୟ ।
 
== ପ୍ରକାର ==
==ପ୍ରାକାର==
 
* ଟମାଟୋ ରସମ୍
୨୯ କ ଧାଡ଼ି:
* ଜିରା ରସମ୍
 
== ମୁଖ୍ୟ ଉପାଦାନ ==
* ତେନ୍ତୁଳି (୨ ଚାମଚ)
* ଗୋଟା ଟମାଟ
୪୧ କ ଧାଡ଼ି:
* ପଞ୍ଚଫୁଟଣ (ସୋରିଷ, ଜିରା, ମେଥି, ଧନିଆ)
* ଭ୍ରୁସିଙ୍ଗା ପତ୍ର (୨ ଡେମ୍ଫ)
* ୨ ଚମଚଚାମଚ ତେଲ
* ୧/୨ ଚାମଚ ହଳଦୀ ଗୁଣ୍ଡ
* ପ୍ରଥମେ ରସୁଣ, ଗୋଲ୍ ମରିଚ ଓ ଜିରା ର ଗୁଣ୍ଡ ତିଆରି କରନ୍ତୁ
 
== ତିଆରି ପ୍ରାଣାଳୀ ==
* ତେନ୍ତୁଳି କୁ ୧/୨ କପ୍ ଅଳ୍ପ ଗରମ ପାଣିରେ ୨୦-୩୦ ମିନିଟ୍ ଯାଏ ଭିଜାଇ, ସେଥିରୁ ତେନ୍ତୁଳି ଖଦାକୁ ଚିପୁଡି ବାହାର କରି ପାଣି କୁପାଣିକୁ ଅଲଗା କରି ରଖନ୍ତୁ
* ରସୁଣ, ଗୋଲ୍ ମରିଚ ଓ ଜିରା ର ଗୁଣ୍ଡ ତିଆରି କରନ୍ତୁ
* କଢାଇରେ ତେଲ ଗରମକରି ସେଥିରେ ଅଳ୍ପ ସୋରିଷ, ଭ୍ରୁସିଙ୍ଗା ପତ୍ର, ସୁଖିଲା ଲଙ୍କା ଓ ହିଙ୍ଗ୍ କୁହିଙ୍ଗୁକୁ ଫୁଟାନ୍ତୁ
* ଗୋଟିଏ ଗୋଟା ଟମାଟକୁ ଛୋଟ ଛୋଟ ଆକାରରେ କାଟି ସେହି ଫୁଟଣରେ ପକାଇ, ନରମ ହେବା ଯାଏ କିଛି ସମୟ ଘାଣ୍ଟନ୍ତୁ
* ୧/୨ ଚାମଚ ହଳଦୀ ଗୁଣ୍ଡ ସହ ରସୁଣ, ଗୋଲ୍ ମରିଚ ଓ ଜିରା ର ଗୁଣ୍ଡକୁ ସେଥିରେ ପକାଇ ଘାଣ୍ଟନ୍ତୁ
* ତେନ୍ତୁଳି ପାଣିରେ, ଆବଶ୍ୟକ ଅନ୍ୟୁଯାୟୀଅନୁଯାୟୀ ପାଣି ଓ ସ୍ଵାଦ ଅନୁସାରେ ଲୁଣ ପକାଇ ସେହି ଫୁଟଣରେ ପକାଇ ଗରମ କରନ୍ତୁ
* ଚାରୁପାଣି ଗରମ ହୋଇ ଫୁଟି ଆସିବା ମାତ୍ରେ ସେଥିରେ ଧନିଆ ପତ୍ର ପକାଇ ଢାଙ୍କୁଣିରେ ଘୋଡାଇ ଦିଅନ୍ତୁ
* ବର୍ତ୍ତମାନ ଚାରୁପାଣି ପ୍ରସ୍ତୁତ
"https://or.wikipedia.org/wiki/ଚାରୁପାଣି"ରୁ ଅଣାଯାଇଅଛି