"କ୍ଲାଉଡ଼ ଟେକ୍ନୋଲୋଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ Bot: Migrating 1 langlinks, now provided by Wikidata on d:q483639
No edit summary
୨୧ କ ଧାଡ଼ି:
[[File:Cloud Technology.jpg|thumb|Cloud Technology and Computing|right]]
 
'''କ୍ଲାଉଡ଼ ଟେକ୍ନୋଲୋଜି''' ଏକ ଇଣ୍ଟର୍ନେଟ ଦ୍ଵାରା ପ୍ରଚଳିତ ଟେକ୍ନୋଲୋଜି । ଏହାକୁ ଅନ୍ ଡିମାଣ୍ଡ କମ୍ପ୍ୟୁଟିଙ୍ଗ ମଧ୍ୟ କୁହାଜାଏକୁହାଯାଏ । ଏଠାରେ ଡାଟା ଓ ରିସୋରସ୍ ଗୁଡିକ ଏକ ଗ୍ରୁପ୍ ମଧ୍ୟରେ ଯୋଡି ହୋଇଥିବା କମ୍ପ୍ୟୁଟର୍କମ୍ପୁଟର ସହିତ ବଣ୍ଟନ କରାଯାଇଥାଏ । ଏକ ଗ୍ରୁପ୍ ରେ ଯୋଡିହୋଇରହିଥିବା କମ୍ପ୍ୟୁଟର୍କମ୍ପୁଟର ମନଂକମାନଙ୍କୁ ଏକ ସମୁହସମୂହ କୁ ଏହି ଡାଟା ଏବଂ ରିସୋରସ୍ ସବୁ ଦେଖିପାରିବେ । କ୍ଲାଉଡ୍ କମ୍ପ୍ୟୁଟିଂଗ୍କମ୍ପୁଟିଂଗ୍ ଓ ଷ୍ଟୋରେଜ୍ ସଲୟୁସନ୍ କ୍ଲାଉଡ୍ ଟେକ୍ନୋଲଜି ବ୍ୟବହାରକାରିଙ୍କୁ ଓ ସଂସ୍ଥା ମାନଙ୍କୁ ଷ୍ଟୋରେଜ୍ ପାଇଁ ଜାଗା ପ୍ରଦାନ କରେ ଓ ଥାର୍ଡ ପାର୍ଟି ଡାଟା ସେନ୍ଟର୍ ଦ୍ଵାରା ତାଙ୍କର ଷ୍ଟୋର କରିଥିବା ଡାଟା କୁ ପ୍ରକ୍ରିୟା କରିବାର ଖ୍ୟମତା କ୍ଷୟମତା ଦିଏ । କ୍ଲାଉଡ୍ ଟେକ୍ନୋଲାଜୀ ନେଟଵାର୍କିଙ୍ଗ ପାଇଁ ଏକ ଆଦର୍ଷ । ଏହା ସର୍ବବ୍ୟପୀ, ସୁବିଧାଜନକ, ଓ ଅନ୍-ଡିମନ୍ଡ୍ ରେ ଏକ ନେଟ୍ଵର୍କ୍-କମ୍ପ୍ୟୁଟିଙ୍ଗକମ୍ପୁଟର ରିସୋର୍ସ୍ କୁ ନିଜର କ୍ଲାଉଡ୍ ର ରିସୋର୍ସ୍ ବ୍ୟବହାର୍ କରିବାର ଅନୁମତି ଓ ସୁବିଧା ମଧ୍ୟ ପ୍ରଦାନ କରିଥାଏ । ବଦଳ କରିହେଉଥିବା କମ୍ପ୍ୟୁଟିଙ୍ଗ୍କମ୍ପ ରେସୋର୍ସ୍ ନେଟ୍ଵର୍କ, ସର୍ଭର, ଷ୍ଟୋରେଜ, ଆପ୍ଲିକେସନ୍ ଓ ସର୍ଭିସ୍ ର ଏକ ସମୁହ । ଏହାକୁ ଅତି ଷିଘ୍ର ଭାବରେ ଅଳ୍ପ ଖର୍ଚରେ ମ୍ୟନେଜ୍ କରିହୁଏ । ପ୍ରସ୍ତାବକ ଏହା ଦାବୀ କରନ୍ତି ଯେ କ୍ଲାଉଡ କମ୍ପ୍ୟୁଟିଙ୍ଗ୍ ବଡ ବଡ ଅନୁସ୍ଠାନ ମାନକୁ ନିଜର ପରିକଳ୍ପନା ଉପରେ ନିଜର ଧ୍ୟାନ କନ୍ଦ୍ରିତ କରି ଇନ୍ଫାସ୍ଟ୍ରକ୍ଚର୍ ଖର୍ଚ କମ କରିବାରେ ସାହଜ୍ୟ କରିଥାଏ । ଏହି ଅନୁସ୍ଠାନଅନୁଷ୍ଠାନ ଗୁଡିକ ଏହା ମଧ୍ୟ ଦାବି କରନ୍ତି ଯେ ଉଦ୍ୟୋଗ କର୍ମିକର୍ମୀ ମାନଙ୍କ ପାଇଁ ତାଙ୍କର ଆପ୍ଲିକସନଆପ୍ଲିକେସନ କୁ ଧ୍ରୁତ ଗତିରେ ଚଳାଇବା ପାଇଁ ଓ ଅଧିକ ସୁବିଧାରେ ଓ କମ୍ ଭରଣପୋଷଣ କରି ଚଳାଇରଖିବାକୁ କ୍ଲାଉଡ ଟେକ୍ନୋଲଜି ସୁବିଧା ପ୍ରଦାନ କରେ । ଆଇ.ଟି ର ଧୃତଗତିରେ ବୃଦ୍ଧି ହେଉଥିବା ବେଳେ ବ୍ୟବସାୟ ଡିମାନ୍ଡ୍ ଓ ବୃଦ୍ଧି-ହ୍ରାସ କୁ ସଠିକ୍ ଭାବରେ ବ୍ୟବସ୍ଥିତ କରିବା ପାଇଁ ମଧ୍ୟ କ୍ଲାଉଡ୍ ଟେକ୍ନୋଲଜି ସହଜୋଗ କରିଥାଏ ।
 
କ୍ଲାଉଡ ଟେକ୍ନୋଲୋଜି ସେବାର ଚାହିଦା ଆଜିକାଲି ବୃଦ୍ଧି ହେବାରେ ଲାଗିଛି ଓ କ୍ଲାଉଡ ର ଅଧିକ କମ୍ପ୍ୟୁଟିଙ୍ଗ୍ କ୍ଷ୍ୟମତା, ସସ୍ତା ସେବା଼, ଉନ୍ନତ ମାନର କର୍ଜ୍ୟକାର୍ଜ୍ୟ ପ୍ରକ୍ରିୟା, ସହଜରେ ପ୍ରବେସ କରିବା ପରି ଅନେକ ସୁବିଧା ହେତୁ ତାର ଲୋକପ୍ରିୟତା ବ୍ରୁଦ୍ଧି ହେଉଛି । କ୍ଲାଉଡ ଭେନ୍ଡର ମାନେ ତାଙ୍କ ସଂସ୍ଥା ର ବ୍ରୁଦ୍ଧି ହେଉଥିବା ଚାହିଦା ୫୦ ପ୍ରତିସତ ପ୍ରତି ବର୍ଷ ହୋଇଛି । କିନ୍ତୁ ଏହା ଏକ ନୁତନ ପର୍ଜ୍ୟାୟ ରେ ଥିବା ହେତୁ କେତେକ ଅସୁବିଧା ର ସମ୍ମୁଖିନ ମଧ୍ୟ ହଉଚି ଓ ଆଗତ ଭବିସ୍ୟତରେ ଏହାକୁ ଠିକ କରାଜିବାର ଚେଷ୍ଟା ମଧ୍ୟ ଚାଲିଛି ।
 
==ଇତିହାସ==