"କବିସୂର୍ଯ୍ୟ ବଳଦେବ ରଥ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଅଧିକ ତଥ୍ୟ ଦିଆଗଲା
ଟିକେ (GR) File renamed: File:IMAG0678.jpgFile:Baladev Rath statue at Berhampur.jpg File renaming criterion #2: To change from a meaningless or ambiguous name to a name that describes what the image dis...
୧୭ କ ଧାଡ଼ି:
'''ବଳଦେବ ରଥ''' (୧୭୮୯ - ୧୮୪୫) ଜଣେ [[ଓଡ଼ିଆ ଭାଷା|ଓଡ଼ିଆ]] [[ଓଡ଼ିଆ ସାହିତ୍ୟ|ରୀତି ଯୁଗ]]ର କବି । ସେ କବିସୂର୍ଯ୍ୟ ବଳଦେବ ରଥ ଭାବେ ଅଧିକ ପରିଚିତ । ଏକାଧାରରେ ଜଣେ କବି ଓ ସଙ୍ଗୀତକାର ଭାବରେ କବିତା, ଚମ୍ପୁ ଆଦିର ରଚନା କରି ସ୍ଵରସଂଯୋଜନା କରିଥିଲେ । ସେ ୧୮୪୫ ମସିହାରେ <ref name="Garg1992">{{cite book|author=Gaṅgā Rām Garg|title=Encyclopaedia of the Hindu World|url=http://books.google.com/books?id=w9pmo51lRnYC&pg=PA78|year=1992|publisher=Concept Publishing Company|isbn=978-81-7022-374-0|pages=78–}}</ref>ବସନ୍ତ ରୋଗରେ ଆକ୍ରାନ୍ତ ହୋଇ ୫୬ ବର୍ଷ ବୟସରେ ମୃତ୍ୟୁବରଣ କରିଥିଲେ ।
[[File:Janana Baladeba Ratha (Odia).ogg|thumb|ଜଣେ ବ୍ୟକ୍ତି ଙ୍କ ଦ୍ଵାରା କବିସୂର୍ଯ୍ୟ ବଳଦେବ ରଥ ଙ୍କ ଜଣାଣ ଗାନ]]
[[File:IMAG0678Baladev Rath statue at Berhampur.jpg|thumb| ବ୍ରହ୍ମପୁର ଆସ୍କା ରୋଡ଼ ନିକଟରେ ଥିବା ବଳଦେବ ରଥଙ୍କ ପ୍ରତିମୂର୍ତି]]
== ଜୀବନକାଳ ==
ବଳଦେବଙ୍କ ପିତା ଉଜ୍ଜ୍ୱଳ ରଥ [[ପୁରୀ ଜିଲ୍ଲା]]ର ମଣିପୁର ଶାସନରୁ ଆସି [[ବଡ଼ଖେମୁଣ୍ଡି ଗଡ଼]]ରେ ବସବାସ କରିଥିଲେ । ସେ ୧୭୮୯ ଖ୍ରୀ.ଅ.ରେ [[ଓଡ଼ିଶା]]ର [[ଗଞ୍ଜାମ ଜିଲ୍ଲା]]ର [[ବଡ଼ଖେମୁଣ୍ଡି ଗଡ଼]]ରେ ଜନ୍ମ ନେଇଥିଲ ।<ref>[http://orissadiary.com/personality/poet/Kabi%20Surya%20Baladeba%20Rath.asp Kabi Surya Baladeba Rath]</ref> ସାନବେଳେ ପିତାଙ୍କଠାରୁ ସେ ସଂସ୍କୃତ ଶିକ୍ଷା କରିଥିଲେ; ମାତ୍ର ଦଶବର୍ଷ ବୟସରେ ତାହାଙ୍କର ମାଆଙ୍କ ଦେହାନ୍ତ ଘଟିବାରୁ ତାଙ୍କୁ ଅଜା ତ୍ରିପୁରାରି ହୋତାଙ୍କ ଯତ୍ନରେ ରହି ବିଦ୍ୟା ଶିକ୍ଷା କରିବାକୁ ହୋଇଥିଲା । [[ଜଗନ୍ନାଥ|ଶ୍ରୀଜଗନ୍ନାଥ]]ଙ୍କ ଦର୍ଶନ ଉଦ୍ଦେଶ୍ୟରେ [[ପୁରୀ]] ଯାଇ ସେ ଆପଣାର କବିପ୍ରତିଭା ଲାଗି [[ପୁରୀ]]ର ଗଜପତି ରାଜା ମୁକୁନ୍ଦଦେବଙ୍କ ଠାରୁ 'କବିସୂର୍ଯ୍ୟ ରାୟଗୁରୁ ମହାପାତ୍ର' ଉପାଧି ପାଇଥିଲେ । <ref>ଓଡ଼ିଆ ସାହିତ୍ୟର ସଂକ୍ଷିପ୍ତ ପରିଚୟ, ଡ. ବୃନ୍ଦାବନଚନ୍ଦ୍ର ଆଚାର୍ଯ୍ୟ, ପୃଷ୍ଠା: ୧୭୯</ref>