"ଦୁଃଖୀରାମ ସ୍ୱାଇଁ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଜୀବନୀ ଓ ପୁରସ୍କାର ଆଧାର ସହ
୭ କ ଧାଡ଼ି:
| birth_date =
| birth_place = [[ଜଗତସିଂହପୁର ଜିଲ୍ଲା|ଜଗତସିଂହପୁର]], [[ଓଡ଼ିଶା]]
| death_date = {{Death date|df=y|1995|01|20}}<ref>{{cite book|title=Data India|url=http://books.google.com/books?id=AYVDAAAAYAAJ|year=1995|publisher=Press Institute of India}}</ref>
| death_date =
| death_place = କଟକ
| yearsactive = ୧୯୬୦-୧୯୯୪
| nationality = {{flag|ଭାରତୀୟ}}
୧୪ କ ଧାଡ଼ି:
| known_for = [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ସିନେମା]] ଅଭିନେତା
| occupation = କଥାଚିତ୍ର ଅଭିନେତା
| spouse = ହେମଲତା ସ୍ଵାଇଁ
| Children =
}}
[[File: With Co-Stars Debu Bose & Aparajita.jpg |thumb|[[ଦେବୁ ବୋଷ]] ଓ [[ଅପରାଜିତା ମହାନ୍ତି]]ଙ୍କ ସହ]]
 
'''ଦୁଃଖୀରାମ ସ୍ଵାଇଁ''' ଜଣେଜୟଦେବ ଜଣାଶୁଣାପୁରସ୍କାରପ୍ରାପ୍ତ ଜଣେ [[ଓଡ଼ିଆ ସିନେମା ଜଗତ|ଓଡ଼ିଆ କଥାଚିତ୍ର]] ଅଭିନେତା ।<ref>http://timesofindia.indiatimes.com/city/bhubaneswar/Bronze-age-of-Odia-cinema/articleshow/12771459.cms</ref>
 
== ବ୍ୟକ୍ତିଗତ ଜୀବନ ==
ସ୍କୁଲରେ ପଢିବା ଦିନରୁ ଦୁଃଖୀରାମ ଅଭିନୟ ନିଶାରେ ପଡି ଯାଇଥିଲେ । ଘରେ ମାଡ ଗାଳି ଖାଉଥିବା ସତ୍ତ୍ଵେ ସେ ରାତି ଅନିଦ୍ରା ହୋଇ ଯାତ୍ରା ଦେଖୁଥିଲେ । ଅଭିନୟ ପାଇଁ ଘର ଛାଡି, [[କଟକ]] ଚାଲି ଆସି [[କାଳୀଚରଣ ପଟ୍ଟନାୟକ|କବିଚନ୍ଦ୍ର କାଳୀଚରଣ ପଟ୍ଟନାୟକଙ୍କ]] ଓଡ଼ିଶା ଥିଏଟରସରେ ଯୋଗ ଦେଇଥିଲେ । କବିଚନ୍ଦ୍ରଙ୍କ ପ୍ରେରଣାରେ ଅଭିନୟ ସହିତ ପାଠପଢା ମଧ୍ୟ ଜାରି ରଖିଥିଲେ । ପେଟ ପୋଷିବା ପାଇଁ ଯୋଗାଣ ବିଭାଗରେ ସରକାରୀ ଚାକିରି କରିଥିଲେ, କିନ୍ତୁ ଆତ୍ମସନ୍ତୋଷ ନମିଳିବାରୁ ଚାକିରି ଛାଡିଥିଲେ । ଚାକିରି ଛାଡି ସମ୍ପୂର୍ଣ୍ଣ ଭାବରେ ନିଜକୁ ଅଭିନୟରେ ନିମ୍ମୋଜିତ କରିଥିଲେ ।<ref name="Nanda2001">{{cite book|author=Candraśekhara Nanda|title=Anubhūti darpaṇare Oḍiā nāṭaka|url=http://books.google.com/books?id=1JtjAAAAMAAJ|year=2001|publisher=Oḍiśā Saṅgīta Nāṭaka Ekāḍemī}}</ref> "ସଦାନନ୍ଦ ନାଟ୍ୟ ନିକେତନ" ଓ "ଅନ୍ନପୂର୍ଣ୍ଣା ରଙ୍ଗମଞ୍ଚ" ସହ ସଂଳିଷ୍ଟ ରହି ଅଭିନୟ ଜାରି ରଖିଥିଲେ ।<ref>http://www.telegraphindia.com/1131222/jsp/frontpage/story_17707168.jsp#.Vpy2v08wDSg</ref>
 
== କଥାଚିତ୍ର ଜୀବନ ==
Line ୨୯ ⟶ ୩୨:
!କଥାଚିତ୍ର!!ମୁକ୍ତିଲାଭ ବର୍ଷ !!ନିର୍ଦ୍ଦେଶକ
|-
|[[ଲକ୍ଷେ ଶିବ ପୂଜି ପାଇଛି ପୁଅ]]||[[୧୯୯୭ର ଓଡ଼ିଆ ସିନେମା|୧୯୯୭]]|| [[ମହମ୍ମଦ୍ ମହସିନ୍]]
|-
|[[ପୁଅ ମୋର କଳାଠାକୁର]]||[[୧୯୮୮ର ଓଡ଼ିଆ ସିନେମା|୧୯୮୮]]|| [[ରାଜୁ ମିଶ୍ର୍ମିଶ୍ର]]
|-
|[[ସ୍କୁଲ ମାଷ୍ଟର]]||[[୧୯୮୫ର ଓଡ଼ିଆ ସିନେମା|୧୯୮୫]]|| [[ଗୋବିନ୍ଦ ତେଜ]]
Line ୩୯ ⟶ ୪୨:
|[[ଅଦିନ ମେଘ]]||[[୧୯୭୦ର ଓଡ଼ିଆ ସିନେମା|୧୯୭୦]]|| [[ଅମିତ ମିତ୍ର]]
|-
|[[ମାଟିର ମଣିଷ]]||[[୧୯୬୬ର ଓଡ଼ିଆ ସିନେମା|୧୯୬୬]]|| [[ମ୍ରୁଣାଳମୃଣାଳ ସେନ୍ସେନ]]<ref>{{cite book|title=Link: Indian Newsmagazine|url=http://books.google.com/books?id=0OQxAQAAIAAJ|year=1967}}</ref>
|-
|[[ଶ୍ରୀ ଲୋକନାଥ]]||[[୧୯୬୦ର ଓଡ଼ିଆ ସିନେମା|୧୯୬୦]]|| [[ପ୍ରଫୁଲ୍ଲ ସେନଗୁପ୍ତ]]
Line ୪୬ ⟶ ୪୯:
 
== ପୁରସ୍କାର ==
* ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର
* ଓଡ଼ିଶା ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର
* ଜୟଦେବ ପୁରସ୍କାର - ୧୯୯୪<ref>{{cite news|title=ଦୁଃଖୀରାମ ସ୍ଵାଇଁ|url=http://sambadepaper.com/Details.aspx?id=225196&boxid=23215266|accessdate=18 January 2016|newspaper=ସମ୍ବାଦ ୧୮/୦୧/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୨}}</ref>
 
୧୯୯୫ ମସିହା ଜାନୁଆରୀ ୧୮ତାରିଖରେ ଦୁଃଖୀରାମଙ୍କର ମହାପ୍ରୟାଣ ଘଟିଥିଲା ।
 
== ଅଧିକ ତଥ୍ୟ ==