"ଦ୍ୱିତୀୟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ଅଲଗା ଭାଷାର ସଂଯୋଗ ହଟାଗଲା (ଉଇକିଡାଟା ତଥ୍ୟ ଅଛି)
୧ କ ଧାଡ଼ି:
{{ଛୋଟ|Dwitiya}}
'ଦ୍ୱିତୀୟା' ଚନ୍ଦ୍ରପକ୍ଷର ଦ୍ୱିତୀୟ ଦିବସ - ଚନ୍ଦ୍ରର ଦ୍ୱିତୀୟ କଳାର ହ୍ରାସ ବା ବୃଦ୍ଧିଜନିତ [[ତିଥି]] [[ପ୍ରତିପଦ]]ର ପରବର୍ତ୍ତୀ ଓ [[ତୃତୀୟା]]ର ପୂର୍ବବର୍ତ୍ତୀ ତିଥି୤ତିଥି । କୃଷ୍ଣ ପକ୍ଷର ଦ୍ୱିତୀୟାକୁ କୃଷ୍ଣା ଦ୍ୱିତୀୟା ଓ ଶୁକ୍ଳ ପକ୍ଷର ଦ୍ୱିତୀୟାକୁ ଶୁକ୍ଳା ଦ୍ୱିତୀୟା କୁହାଯାଇଥାଏ
 
* [[ଆଷାଢ଼]] [[ପକ୍ଷ|ଶୁକ୍ଳ]] ଦ୍ୱିତୀୟା: ଜଗନ୍ନାଥଙ୍କ [[ରଥଯାତ୍ରା]] ବା ଶ୍ରୀଗୁଣ୍ଡିଚା ଯାତ୍ରା
* [[ଆଷାଢ଼]] ଶୁକ୍ଳଦ୍ୱିତୀୟା: ଶ୍ରୀଗୁଣ୍ଡିଚା ବା [[ଜଗନ୍ନାଥ]]ଙ୍କର [[ରଥଯାତ୍ରା]] ୤
* ଆଶ୍ଵିନ କୃଷ୍ଣ ଦ୍ଵିତୀୟା: ଗୁପ୍ତ ଗୁଣ୍ଡିଚା
: ଶ୍ରୀମନ୍ଦିରର ଦେବୀପୀଠ ବିମଳା ମନ୍ଦିରରେ ଷୋଳପୂଜା ଆରମ୍ଭରୁ ମହାପ୍ରଭୁଙ୍କୁ ପ୍ରତିନିଧି ମାଧବ ଓ ଦେବୀଙ୍କ ପ୍ରତିନିଧି ଦୁର୍ଗା ରୁନ୍ଧା ହୋଇ ରହିଥାନ୍ତି । ୯ଦିନ ପରେ ଦୁର୍ଗାମାଧବ ଏକତ୍ର ହୋଇ ପାଲିଙ୍କିଯାତ୍ରାରେ ବିଜେ କରନ୍ତି । ଏହି ପାଲିଙ୍କିଯାତ୍ରାକୁ ଗୁପ୍ତ ଗୁଣ୍ଡିଚା କୁହାଯାଏ ।<ref>{{cite web |url= http://puriwaves.nirmalya.in/festivals/gupta-gundicha-in-srikhetra |title=Gupta Gundicha In Srikhetra – Start of Durga Madhab worshiping &#124; PURIWAVES |first= |last=|work=puriwaves.nirmalya.in |year=2012|quote=This Gupta Gundicha is celebrated from Aswina Krusna Dwitya |accessdate=20 December 2012}}</ref> ଶ୍ରୀମନ୍ଦିରରୁ ବାହାରି ଦୁର୍ଗାମାଧବ ରଥରେ ଦୋଳମଣ୍ଡପ ସାହିର ନାରାୟଣୀ ମନ୍ଦିରକୁ ବିଜେ କରିଥାନ୍ତି ।<ref>{{cite web |url= http://www.telegraphindia.com/1101011/jsp/orissa/story_13041645.jsp |title=The Telegraph - Calcutta (Kolkata) &#124; Orissa &#124; Gupta Gundicha attracts devotees |first=Namita |last= Panda |work=telegraphindia.com |year=2010 |quote=For the next eight days, the idols, known as Durgamadhaba, are taken outside the temple on a palanquin to the nearby Narayani Mandapa situated in the Dolamandapa lane |accessdate=20 December 2012}}</ref>
* [[କାର୍ତ୍ତିକ]] ଶୁକ୍ଳଦ୍ୱିତୀୟାଶୁକ୍ଳ ଦ୍ୱିତୀୟା : ଅଧ୍ୟୟନ ଦ୍ୱିତୀୟା: ପାଠ ପଠନ ନିଷେଧ
* କାର୍ତ୍ତିକ ଶୁକ୍ଳ ଦ୍ୱିତୀୟା: [[କାର୍ତ୍ତିକଯମଦ୍ଵିତୀୟା]] ଶୁକ୍ଳଦ୍ୱିତୀୟା:ବା ଭ୍ରାତୃ ଦ୍ୱିତୀୟା:, ଶ୍ରୀ [[ଲିଙ୍ଗରାଜ]] ଦେବଙ୍କର ଯାତ୍ରା
* [[ପୌଷ]] କୃଷ୍ଣ ଦ୍ଵିତୀୟା: [[ବାଟ ଓଷା]] ବା ଦାଣ୍ଡପହଁରା ଓଷା ।<ref name="Bhargava2006">{{cite book|author=S. C. Bhatt, Gopal K. Bhargava|title=Land and People of Indian States and Union Territories: In 36 Volumes. Orissa|url=http://books.google.com/books?id=iDsORXsjZ5QC&pg=PA408|year=2006|publisher=Gyan Publishing House|isbn=978-81-7835-377-7|pages=408–}}</ref>
 
== ଆଧାର ==
"https://or.wikipedia.org/wiki/ଦ୍ୱିତୀୟା"ରୁ ଅଣାଯାଇଅଛି