"ଉଇକିଡାଟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୫ କ ଧାଡ଼ି:
| logo = [[File:Wikidata-logo-en.svg|150px|Wikidata logo]]
| screenshot = [[File:Wikidata.png|200px|Screenshot of Wikidata's Main page]]
| caption = ଉଇକି ଡାଟା ର ମୁଖ୍ୟ ପୃସ୍ଠାପୃଷ୍ଠା
| url = [[:d:|www.wikidata.org]]
| commercial = No
୧୮ କ ଧାଡ଼ି:
}}
 
'''ଉଇକି ଡାଟା''' ଅନ୍ୟ ସହିତ ମିସି ତିଆରି କରାଜାଇଥିବା ଏକ ଜ୍ଞାନ ଭଣ୍ଡାର ଯାହା ଉଇକିମିଡିଆ ସଂସ୍ଥା ଦ୍ଵାରା ପରିଚାଳିତ ହେଉଅଛି । ଏହାର ଲଖ୍ୟ ହେଉଛି କେତେକ ତଥ୍ୟ ନେଇ ଗୋଟିଏ ସାଧାରଣ ଶ୍ରୋତ ତିଆରି କରିବା ଜାହାଯାହା ଉଇକିମିଡିଆ ର ପରିକଳ୍ପନା ଯେପରି ଉଇକିପିଡିଆ ରେ ବ୍ୟବହୃଉତ ହୋଇପାରିବ । <ref name="Wikidata Main Page archive"/><ref>{{cite web |url=http://www.wikimedia.de/wiki/Pressemitteilungen/PM_3_12_Wikidata_EN |title=Data Revolution for Wikipedia |date=March 30, 2012 |publisher=Wikimedia Deutschland |accessdate=September 11, 2012 |archiveurl=http://www.webcitation.org/6AbXpDAbW |archivedate=September 11, 2012 |deadurl=no}}</ref> ଉଇକି ଡାଟା ଉଇକି କମନ୍ସ୍ ଭଳିଆ ସଂସ୍ଥା । ଉଇକି କମନ୍ସ୍ ଯେପରି ଛବି, ଭିଡିଓ, ଓ ଅନ୍ୟାନ୍ୟ ମିଡିଆ ଫାଇଲ୍ ପାଇଁ ଷ୍ଟୋରେଜ ପ୍ରଦାନ କରେ ସେହିପରି ଉଇକି ଡାଟା କେତେକ ତଥ୍ୟ ପାଇଁ ଷ୍ଟୋରେଜ୍ ପ୍ରଦାନ କରେ । ଉଇକି ଡାଟା ଉଇକି ବେସ୍ ଦ୍ଵାରା ତାର ସାମର୍ଥ୍ୟ ପାଇଛି ।<ref>[[:mw:Wikibase|Wikibase]]</ref>
 
<br><br><br>
୫୯ କ ଧାଡ଼ି:
}}
 
ଉଇକି ଡାଟା ଏକ ତଥ୍ୟ ଅଭିମୁଖି କମ୍ପ୍ୟୁଟର୍ ଦ୍ଵାରା ସଜ୍ଜିତ ରଖାଯାଇଥିବା ବିଷୟବସ୍ତୁ । ଏହା ତାଲିକାଭୁକ୍ତ ବିଷୟ ପ୍ରତି କେନ୍ଦ୍ରିତ ହେଇଚି । ଏଠାରେ ପ୍ରତ୍ଵେକପ୍ରତ୍ୟେକ ତାଲିକାଭୁକ୍ତ ବିଷୟ ଏକ ଆଲୋଚ୍ୟ ବିଷୟକୁ ପ୍ରତିନିଧିତ୍ଵ କରେ ଓ ଏକ ଅଦ୍ଵୀତିୟ ସଂଖ୍ୟା ଦ୍ଵାରା ଚିନ୍ହିବାଚିହ୍ନିବା ସମ୍ଭବ ହୁଏ ଓ ତାର ପୂର୍ବପଦରେ 'Q' ଅକ୍ଷ୍ୟର ବ୍ୟବହାର ହୋଇଥାଏ । ଉଦାହରଣ ସ୍ଵରୂପ :- "[[Politics]]" ବିଷୟ ପାଇଁ [[Q7163]] ବ୍ୟବହାର ହୋଇଛି । ଏହା ସାଧାରଣ ତଥ୍ୟ ବା ବିଷୟ କୁ ଯାଣିବାରଜାଣିବାର ସାମର୍ଥ୍ୟ ଦିଏ ।
 
ବିଷୟ ଉପରେ ତଥ୍ୟ ଯୋଡିବା ପାଇଁ ଏକ ଷ୍ଟେଟମେଣ୍ଟ ତିଆରି କରା ଯାଇଥାଏ । ଷ୍ଟେଟମେଣ୍ଟ "ଗୁଡିକ କି-ଭ୍ୟଲୁ ପେଆର୍" ର ଋପରୂପ ନିଅନ୍ତି ଏବଂ ପ୍ରତ୍ଵେକପ୍ରତ୍ୟେକ ଷ୍ଟେଟମେଣ୍ଟ ରେ ଏକ "କି" ଥାଏ ଓ ଏକ ତଥ୍ୟ ଲିଙ୍କ ହୋଇଥାଏ ।
 
[[File:Wikidata statement.svg|thumb|upright=1.8|center|ଏହି ଛବିଟି ଉଇକି ଡାଟା ରେ ବ୍ୟବହାର ହଉଥିବା ସାଧାରଣ ପ୍ରକାଶକ ପଦକୁ ଦର୍ଶାଉଛି]]
୬୭ କ ଧାଡ଼ି:
==ବିକାଶ ଇତିହାସ ==
 
ଏହି ପରିକଳ୍ପନାର ଉତତ୍ପତ୍ତିଉତ୍ପତ୍ତି ପାଇଁ ପାଣ୍ଠି ଯୋଗାଣ ଆଲେନ ଇନଷ୍ଟିଚ୍ୟୁଟ ଫର୍ ଆର୍ଟିଫିସିଆଲ ଇଣ୍ଟେଲ୍ଳିଜେନ୍ସ, ଗାର୍ଡନ ଆଣ୍ଡ ବେଟି ମୁର ଫାଉଣ୍ଡେସନ, [[ଗୁଗୁଲ ଇଂକ୍ସ]]ଇନ୍ସ ଦ୍ୱାରା ହେଇଥିଲା ଏବଂ ଏହାର ମୂଲ୍ୟ ୧.୩ଲକ୍ଷ ପାଉଣ୍ଡ ଥିଲା ।<ref>{{cite news |title=Paul Allen Invests In A Massive Project To Make Wikipedia Better |first=Boonsri |last=Dickinson |url=http://articles.businessinsider.com/2012-03-30/tech/31259697_1_wikimedia-foundation-wikipedia-project |newspaper=Business Insider |date=March 30, 2012 |accessdate=September 11, 2012 |archiveurl=http://www.webcitation.org/6AbXqFps3 |archivedate=September 11, 2012 |deadurl=no}}</ref><ref>{{cite news |title=Wikipedia’s Next Big Thing: Wikidata, A Machine-Readable, User-Editable Database Funded By Google, Paul Allen And Others |first=Sarah |last=Perez |url=http://techcrunch.com/2012/03/30/wikipedias-next-big-thing-wikidata-a-machine-readable-user-editable-database-funded-by-google-paul-allen-and-others/ |newspaper=TechCrunch |date=March 30, 2012 |accessdate=September 11, 2012 |archiveurl=http://www.webcitation.org/6AbXqmANO |archivedate=September 11, 2012 |deadurl=no}}</ref> ଏହି ପରିକଳ୍ପନାର ପ୍ରାରମ୍ଭିକ ବିକାଶ ଉଇକିମିଡ଼ିଆ ଡ଼ିଉତ୍ସେଲାଣ୍ଡ ଦ୍ୱାରା ପରିଚାଳିତ ହେଉଥିଲା ଓ ତିନୋଟି ଭାଗରେ ବିଭକ୍ତ ହୋଇଥିଲା<ref name=wikidata_on_meta>https://meta.wikimedia.org/wiki/Wikidata</ref> :-
# ଇଣ୍ଟରଲାଙ୍ଗୁଏଜ୍ ଲିଙ୍କ ଗୁଡିକ କେଂଦ୍ରୀକୃତ କରିବା - ପ୍ରତ୍ୱେକପ୍ରତ୍ୟେକ ସମାନାନ୍ତର ବିଷୟ ଉପରେ ଲେଖା ହୋଇଥିବା ବିଭିନ୍ନ ଭାଷାରେ ଅନୁଚ୍ଛେଦ ଗୁଡିକ ଯୋଡିବା
# ପ୍ରତ୍ୱେକପ୍ରତ୍ୟେକ ଉଇକିଆଳିଙ୍କ ଇନ୍ଫୋବକ୍ସ ପାଇଁ ଏକ କେନ୍ଦ୍ରୀୟ ସ୍ଥାନ ବନାଇବା
# ଉଇକି ଡାଟା ରେ ତଥ୍ୟ ନେଇ ଏକ ତାଲିକା ପ୍ରସ୍ତୁତ କରିବା
===ପର୍ଯ୍ୟାୟ ୧===
"https://or.wikipedia.org/wiki/ଉଇକିଡାଟା"ରୁ ଅଣାଯାଇଅଛି