"ଉଇକିଡାଟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧ କ ଧାଡ଼ି:
 
{{ତିଆରି ଚାଲିଛି}}
 
{{Infobox website
୧୮ କ ଧାଡ଼ି:
}}
 
'''ଉଇକି ଡାଟା''' ଅନ୍ୟ ସହିତ ମିସି ତିଆରି କରାଜାଇଥିବା ଏକ ଜ୍ଞାନ ଭଣ୍ଡାର ଯାହା ଉଇକିମିଡିଆ ସଂସ୍ଥା ଦ୍ଵାରା ପରିଚାଳିତ ହେଉଅଛି । ଏହାର ଲଖ୍ୟ ହେଉଛି କେତେକ ତଥ୍ୟ ନେଇ ଗୋଟିଏ ସାଧାରଣ ଶ୍ରୋତ ତିଆରି କରିବା ଜାହା ଉଇକିମିଡିଆ ର ପରିକଳ୍ପନା ଯେପରି ଉଇକିପିଡିଆ ରେ ବ୍ୟବହୃଉତ ହୋଇପାରିବ । <ref name="Wikidata Main Page archive"/><ref>{{cite web |url=http://www.wikimedia.de/wiki/Pressemitteilungen/PM_3_12_Wikidata_EN |title=Data Revolution for Wikipedia |date=March 30, 2012 |publisher=Wikimedia Deutschland |accessdate=September 11, 2012 |archiveurl=http://www.webcitation.org/6AbXpDAbW |archivedate=September 11, 2012 |deadurl=no}}</ref> ଉଇକି ଡାଟା ଉଇକି କମନ୍ସ୍ ଭଳିଆ ସଂସ୍ଥା । ଉଇକି କମନ୍ସ୍ ଯେପରି ଛବି, ଭିଡିଓ, ଓ ଅନ୍ୟାନ୍ୟ ମିଡିଆ ଫାଇଲ୍ ପାଇଁ ଷ୍ଟୋରେଜ ପ୍ରଦାନ କରେ ସେହିପରି ଉଇକି ଡାଟା କେତେକ ତଥ୍ୟ ପାଇଁ ଷ୍ଟୋରେଜ୍ ପ୍ରଦାନ କରେ । ଉଇକି ଡାଟା ଉଇକି ବେସ୍ ଦ୍ଵାରା ତାର ସାମର୍ଥ୍ୟ ପାଇଛି ।<ref>[[:mw:Wikibase|Wikibase]]</ref>
 
<br><br><br>
୬୭ କ ଧାଡ଼ି:
==ବିକାଶ ଇତିହାସ ==
 
ଏହି ପରିକଳ୍ପନାର ଉତତ୍ପତ୍ତି ପାଇଁ ପାଣ୍ଠି ଯୋଗାଣ ଆଲେନ ଇନଷ୍ଟିଚ୍ୟୁଟ ଫର୍ ଆର୍ଟିଫିସିଆଲ ଇଣ୍ଟେଲ୍ଳିଜେନ୍ସ, ଗାର୍ଡନ ଆଣ୍ଡ ବେଟି ମୁର ଫାଉଣ୍ଡେସନ, ଗୁଗୁଲ ଇଂକ୍ସ ଦ୍ୱାରା ହେଇଥିଲା ଏବଂ ଏହାର ମୂଲ୍ୟ ୧.୩ଲକ୍ଷ ପାଉଣ୍ଡ ଥିଲା ।<ref>{{cite news |title=Paul Allen Invests In A Massive Project To Make Wikipedia Better |first=Boonsri |last=Dickinson |url=http://articles.businessinsider.com/2012-03-30/tech/31259697_1_wikimedia-foundation-wikipedia-project |newspaper=Business Insider |date=March 30, 2012 |accessdate=September 11, 2012 |archiveurl=http://www.webcitation.org/6AbXqFps3 |archivedate=September 11, 2012 |deadurl=no}}</ref><ref>{{cite news |title=Wikipedia’s Next Big Thing: Wikidata, A Machine-Readable, User-Editable Database Funded By Google, Paul Allen And Others |first=Sarah |last=Perez |url=http://techcrunch.com/2012/03/30/wikipedias-next-big-thing-wikidata-a-machine-readable-user-editable-database-funded-by-google-paul-allen-and-others/ |newspaper=TechCrunch |date=March 30, 2012 |accessdate=September 11, 2012 |archiveurl=http://www.webcitation.org/6AbXqmANO |archivedate=September 11, 2012 |deadurl=no}}</ref> ଏହି ପରିକଳ୍ପନାର ପ୍ରାରମ୍ଭିକ ବିକାଶ ଉଇକିମିଡ଼ିଆ ଡ଼ିଉତ୍ସେଲାଣ୍ଡ ଦ୍ୱାରା ପରିଚାଳିତ ହେଉଥିଲା ଓ ତିନୋଟି ଭାଗରେ ବିଭକ୍ତ ହୋଇଥିଲା<ref name=wikidata_on_meta>https://meta.wikimedia.org/wiki/Wikidata</ref> :-
# ଇଣ୍ଟରଲାଙ୍ଗୁଏଜ୍ ଲିଙ୍କ ଗୁଡିକ କେଂଦ୍ରୀକୃତ କରିବା - ପ୍ରତ୍ୱେକ ସମାନାନ୍ତର ବିଷୟ ଉପରେ ଲେଖା ହୋଇଥିବା ବିଭିନ୍ନ ଭାଷାରେ ଅନୁଚ୍ଛେଦ ଗୁଡିକ ଯୋଡିବା
# ପ୍ରତ୍ୱେକ ଉଇକିଆଳିଙ୍କ ଇନ୍ଫୋବକ୍ସ ପାଇଁ ଏକ କେନ୍ଦ୍ରୀୟ ସ୍ଥାନ ବନାଇବା
୭୩ କ ଧାଡ଼ି:
===ପର୍ଯ୍ୟାୟ ୧===
 
ଉଇକି ଡାଟା ୩୦ ଅକ୍ଟୋବର ୨୦୧୨ ମସିହାରେ ପ୍ରଚାଳିତ ହେଇଥିଲା ଏବଂ ଉଇକିମିଡ଼ିଆ ଫାଉଣ୍ଡେସନ ର ୨୦୦୬ ପରଠାରୁ ପ୍ରଥମ ନୂତନ ଉଇକି ପରିକଳ୍ପନା ଥିଲା ।<ref name="Wikidata Main Page archive">[http://www.wikidata.org Wikidata] ({{WebCite|http://www.webcitation.org/6BnYRmONz}})</ref><ref>{{cite mailing list |url=http://lists.wikimedia.org/pipermail/wikidata-l/2012-October/001151.html |title=wikidata.org is live (with some caveats) |date=October 30, 2012 |accessdate=November 3, 2012 |mailinglist=wikidata-l |last=Pintscher |first=Lydia}}</ref><ref>{{cite news |title=The Wikipedia data revolution |first=Matthew |last=Roth |url=http://blog.wikimedia.org/2012/03/30/the-wikipedia-data-revolution/ |publisher=Wikimedia Foundation |date=March 30, 2012 |accessdate=September 11, 2012 |archiveurl=http://www.webcitation.org/6AbXpnJB6 |archivedate=September 11, 2012 |deadurl=no}}</ref> ଏହି ସମୟରେ ଏହା ପ୍ରଥମ ପର୍ଯ୍ୟାୟ ରେ ଥିଲା । ଏହା ପ୍ରତ୍ୱେକ ତାଲିକାଭୁକ୍ତ ବିଷୟ ପ୍ରତି କିଛି ସାଧାରଣ ତଥ୍ୟ ଯୋଡ଼ିବାର ସହଯୋଗ କରୁଥିଲା ଯେପରି ଏକ ନାମ, ଲେବଲ, କିଛି ବର୍ଣନା, ଅନ୍ୟ ଆର୍ଟିକଲ କୁ ଲିଙ୍କ ଇତ୍ୟାଦି ।
 
===ପର୍ଯ୍ୟାୟ ୨===
 
ଦ୍ବିତୀୟ ପର୍ଯ୍ୟାୟ ର ପ୍ରଥମ ଦୃଷ୍ଟିକୋଣ ୪ ଫେବୃଆରୀ ୨୦୧୩ ରେ ଦେଖିବାକୁ ମିଳିଲା, ଏବଂ ଏହି ପର୍ଯ୍ୟାୟରେ ଉଇକି ଡାଟା ରେ ବକ୍ତବ୍ୟ କୁ ଲେଖିବାର ସୁବିଧା ପ୍ରଦାନ କରିଥିଲା । ପ୍ରଥମେ ଭ୍ୟାଲୁ ଗୁଡିକ ଲେଖିବାର ସୀମିତ ପ୍ରୟୋଗ ଆସିଥିଲା ଓ ପରେ ପରେ ଅଧିକ ପ୍ରକାର ଡାଟା ଲେଖିବାର ସାହାଯ୍ୟ ମଧ୍ୟ ମିଳିଥିଲା । ପ୍ରଥମ 'string' ଡାଟା ଟାଇପ ୬ ମାର୍ଚ୍ଚ ରେ ଦେଖିବାକୁ ମିଳିଲା ।<ref>{{cite web|last=Pintscher|first=Lydia|title=Wikidata/Status updates/2013 03 01|url=http://meta.wikimedia.org/wiki/Wikidata/Status_updates/2013_03_01|work=Wikimedia Meta-Wiki|publisher=Wikimedia Foundation|accessdate=3 March 2013}}</ref> ଉଇକି ରେ ଥିବା ଅନ୍ୟାନ୍ୟ ଭାଷା ନିମନ୍ତେ ଉଇକି ଡାଟା ୨୭ ମାର୍ଚ୍ଚ ରୁ ୨୫ ଏପ୍ରିଲ ୨୦୧୩ ମଧ୍ୟରେ ଆରମ୍ଭ ହୋଇଥିଲା ।<ref>{{cite web |last=Pintscher |first=Lydia |title=You can have all the data! |url=http://blog.wikimedia.de/2013/03/27/you-can-have-all-the-data/ |publisher=Wikimedia Deutschland |date=27 March 2013 |accessdate=28 March 2013}}</ref><ref>{{cite news |title=Wikidata goes live worldwide |publisher=The H |author= |url=http://h-online.com/-1849479 | archiveurl=http://web.archive.org/web/20140101031329/http://www.h-online.com/open/news/item/Wikidata-goes-live-worldwide-1849479.html | archivedate=3 January 2014 | date=2013-04-25 }}</ref>
 
===ପର୍ଯ୍ୟାୟ ୩===
 
ପର୍ଯ୍ୟାୟ ତିନି ରେ ତଥ୍ୟ ପ୍ରସ୍ତୁତ ଥିବା ବିଷୟ ପାଇଁ ତାଲିକା କିଆରୀ, ଡାଟାବେଶ ବନାଇବା ଇତ୍ୟାଦି କାର୍ଯ୍ୟ ଗୁଡିକ ପରିଚାଳିତ ହେଲା ।<ref name=wikidata_on_meta/>
 
==ଆଉ ମଧ୍ୟ ଦେଖିବେ ==
"https://or.wikipedia.org/wiki/ଉଇକିଡାଟା"ରୁ ଅଣାଯାଇଅଛି