"ଉଇକିଡାଟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୬୬ କ ଧାଡ଼ି:
 
==ବିକାଶ ଇତିହାସ ==
 
ଏହି ପରିକଳ୍ପନାର ଉତତ୍ପତ୍ତି ପାଇଁ ପାଣ୍ଠି ଯୋଗାଣ ଆଲେନ ଇନଷ୍ଟିଚ୍ୟୁଟ ଫର୍ ଆର୍ଟିଫିସିଆଲ ଇଣ୍ଟେଲ୍ଳିଜେନ୍ସ, ଗାର୍ଡନ ଆଣ୍ଡ ବେଟି ମୁର ଫାଉଣ୍ଡେସନ, ଗୁଗୁଲ ଇଂକ୍ସ ଦ୍ୱାରା ହେଇଥିଲା ଏବଂ ଏହାର ମୂଲ୍ୟ ୧.୩ଲକ୍ଷ ପାଉଣ୍ଡ ଥିଲା । ଏହି ପରିକଳ୍ପନାର ପ୍ରାରମ୍ଭିକ ବିକାଶ ଉଇକିମିଡ଼ିଆ ଡ଼ିଉତ୍ସେଲାଣ୍ଡ ଦ୍ୱାରା ପରିଚାଳିତ ହେଉଥିଲା ଓ ତିନୋଟି ଭାଗରେ ବିଭକ୍ତ ହୋଇଥିଲା :-
# ଇଣ୍ଟରଲାଙ୍ଗୁଏଜ୍ ଲିଙ୍କ ଗୁଡିକ କେଂଦ୍ରୀକୃତ କରିବା - ପ୍ରତ୍ୱେକ ସମାନାନ୍ତର ବିଷୟ ଉପରେ ଲେଖା ହୋଇଥିବା ବିଭିନ୍ନ ଭାଷାରେ ଅନୁଚ୍ଛେଦ ଗୁଡିକ ଯୋଡିବା
# ପ୍ରତ୍ୱେକ ଉଇକିଆଳିଙ୍କ ଇନ୍ଫୋବକ୍ସ ପାଇଁ ଏକ କେନ୍ଦ୍ରୀୟ ସ୍ଥାନ ବନାଇବା
# ଉଇକି ଡାଟା ରେ ତଥ୍ୟ ନେଇ ଏକ ତାଲିକା ପ୍ରସ୍ତୁତ କରିବା
===ପର୍ଯ୍ୟାୟ ୧===
 
ଉଇକି ଡାଟା ୩୦ ଅକ୍ଟୋବର ୨୦୧୨ ମସିହାରେ ପ୍ରଚାଳିତ ହେଇଥିଲା ଏବଂ ଉଇକିମିଡ଼ିଆ ଫାଉଣ୍ଡେସନ ର ୨୦୦୬ ପରଠାରୁ ପ୍ରଥମ ନୂତନ ଉଇକି ପରିକଳ୍ପନା ଥିଲା । ଏହି ସମୟରେ ଏହା ପ୍ରଥମ ପର୍ଯ୍ୟାୟ ରେ ଥିଲା । ଏହା ପ୍ରତ୍ୱେକ ତାଲିକାଭୁକ୍ତ ବିଷୟ ପ୍ରତି କିଛି ସାଧାରଣ ତଥ୍ୟ ଯୋଡ଼ିବାର ସହଯୋଗ କରୁଥିଲା ଯେପରି ଏକ ନାମ, ଲେବଲ, କିଛି ବର୍ଣନା, ଅନ୍ୟ ଆର୍ଟିକଲ କୁ ଲିଙ୍କ ଇତ୍ୟାଦି ।
 
===ପର୍ଯ୍ୟାୟ ୨===
 
ଦ୍ବିତୀୟ ପର୍ଯ୍ୟାୟ ର ପ୍ରଥମ ଦୃଷ୍ଟିକୋଣ ୪ ଫେବୃଆରୀ ୨୦୧୩ ରେ ଦେଖିବାକୁ ମିଳିଲା, ଏବଂ ଏହି ପର୍ଯ୍ୟାୟରେ ଉଇକି ଡାଟା ରେ ବକ୍ତବ୍ୟ କୁ ଲେଖିବାର ସୁବିଧା ପ୍ରଦାନ କରିଥିଲା । ପ୍ରଥମେ ଭ୍ୟାଲୁ ଗୁଡିକ ଲେଖିବାର ସୀମିତ ପ୍ରୟୋଗ ଆସିଥିଲା ଓ ପରେ ପରେ ଅଧିକ ପ୍ରକାର ଡାଟା ଲେଖିବାର ସାହାଯ୍ୟ ମଧ୍ୟ ମିଳିଥିଲା । ପ୍ରଥମ 'string' ଡାଟା ଟାଇପ ୬ ମାର୍ଚ୍ଚ ରେ ଦେଖିବାକୁ ମିଳିଲା । ଉଇକି ରେ ଥିବା ଅନ୍ୟାନ୍ୟ ଭାଷା ନିମନ୍ତେ ଉଇକି ଡାଟା ୨୭ ମାର୍ଚ୍ଚ ରୁ ୨୫ ଏପ୍ରିଲ ୨୦୧୩ ମଧ୍ୟରେ ଆରମ୍ଭ ହୋଇଥିଲା ।
 
===ପର୍ଯ୍ୟାୟ ୩===
 
ପର୍ଯ୍ୟାୟ ତିନି ରେ ତଥ୍ୟ ପ୍ରସ୍ତୁତ ଥିବା ବିଷୟ ପାଇଁ ତାଲିକା କିଆରୀ, ଡାଟାବେଶ ବନାଇବା ଇତ୍ୟାଦି କାର୍ଯ୍ୟ ଗୁଡିକ ପରିଚାଳିତ ହେଲା ।
 
==ଆଉ ମଧ୍ୟ ଦେଖିବେ ==
{| style="width: 30%"
"https://or.wikipedia.org/wiki/ଉଇକିଡାଟା"ରୁ ଅଣାଯାଇଅଛି