"ଉଇକିଡାଟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୧୯ କ ଧାଡ଼ି:
 
'''ଉଇକି ଡାଟା''' ଅନ୍ୟ ସହିତ ମିସି ତିଆରି କରାଜାଇଥିବା ଏକ ଜ୍ଞାନ ଭଣ୍ଡାର ଯାହା ଉଇକିମିଡିଆ ସଂସ୍ଥା ଦ୍ଵାରା ପରିଚାଳିତ ହେଉଅଛି । ଏହାର ଲଖ୍ୟ ହେଉଛି କେତେକ ତଥ୍ୟ ନେଇ ଗୋଟିଏ ସାଧାରଣ ଶ୍ରୋତ ତିଆରି କରିବା ଜାହା ଉଇକିମିଡିଆ ର ପରିକଳ୍ପନା ଯେପରି ଉଇକିପିଡିଆ ରେ ବ୍ୟବହୃଉତ ହୋଇପାରିବ । ଉଇକି ଡାଟା ଉଇକି କମନ୍ସ୍ ଭଳିଆ ସଂସ୍ଥା । ଉଇକି କମନ୍ସ୍ ଯେପରି ଛବି, ଭିଡିଓ, ଓ ଅନ୍ୟାନ୍ୟ ମିଡିଆ ଫାଇଲ୍ ପାଇଁ ଷ୍ଟୋରେଜ ପ୍ରଦାନ କରେ ସେହିପରି ଉଇକି ଡାଟା କେତେକ ତଥ୍ୟ ପାଇଁ ଷ୍ଟୋରେଜ୍ ପ୍ରଦାନ କରେ । ଉଇକି ଡାଟା ଉଇକି ବେସ୍ ଦ୍ଵାରା ତାର ସାମର୍ଥ୍ୟ ପାଇଛି ।
 
<br><br><br>
 
==ଚିନ୍ତାକଳ୍ପ==
 
{{multiple image
<!--layout parameters-->
| align = right
| direction = vertical
| header = Screenshots
 
<!--all images-->
| width = 190
| caption_align = left
 
<!--image 1-->
| image1 = Wikidata statements Mars.png
| width1 = <!--set by the width parameter above-->
| alt1 = Wikidata screenshot
| caption1 = Three statements from [[Wikidata:Q111|Wikidata's item on the planet Mars]]. Values include links to other items and to [[Wikimedia Commons]].
 
<!--image 2-->
| image2 = Wikidata layout Phase I.png
| width2 = <!--set by the width parameter above-->
| alt2 = Wikidata screenshot
| caption2 = A layout of the four main components of a phase-1 Wikidata page: the label, description, aliases and interlanguage links.
 
<!--image 3-->
| image3 = Interlanguage links prior to Wikidata.png
| width3 = <!--set by the width parameter above-->
| alt3 = Wikipedia screenshot
| caption3 = A Wikipedia article's list of interlanguage links as they appeared in an edit box (left) and on the article's page (right) prior to Wikidata. Each link in these lists is to an article that requires its own list of interlanguage links to the other articles; this is the information centralized by Wikidata.<br />[[:d:Q2013|Click here]] to visit the Wikidata entry for the article featured.
 
<!--image 4-->
| image4 = Interlanguage links provided by WikiData.png
| width4 = <!--set by the width parameter above-->
| alt4 = Wikidata screenshot
| caption4 = The "Edit links" link takes the reader to Wikidata to edit interlanguage links.
}}
 
ଉଇକି ଡାଟା ଏକ ତଥ୍ୟ ଅଭିମୁଖି କମ୍ପ୍ୟୁଟର୍ ଦ୍ଵାରା ସଜ୍ଜିତ ରଖାଯାଇଥିବା ବିଷୟବସ୍ତୁ । ଏହା ତାଲିକାଭୁକ୍ତ ବିଷୟ ପ୍ରତି କେନ୍ଦ୍ରିତ ହେଇଚି । ଏଠାରେ ପ୍ରତ୍ଵେକ ତାଲିକାଭୁକ୍ତ ବିଷୟ ଏକ ଆଲୋଚ୍ୟ ବିଷୟକୁ ପ୍ରତିନିଧିତ୍ଵ କରେ ଓ ଏକ ଅଦ୍ଵୀତିୟ ସଂଖ୍ୟା ଦ୍ଵାରା ଚିନ୍ହିବା ସମ୍ଭବ ହୁଏ ଓ ତାର ପୂର୍ବପଦରେ 'Q' ଅକ୍ଷ୍ୟର ବ୍ୟବହାର ହୋଇଥାଏ । ଉଦାହରଣ ସ୍ଵରୂପ :- "[[Politics]]" ବିଷୟ ପାଇଁ [[Q7163]] ବ୍ୟବହାର ହୋଇଛି । ଏହା ସାଧାରଣ ତଥ୍ୟ ବା ବିଷୟ କୁ ଯାଣିବାର ସାମର୍ଥ୍ୟ ଦିଏ ।
 
ବିଷୟ ଉପରେ ତଥ୍ୟ ଯୋଡିବା ପାଇଁ ଏକ ଷ୍ଟେଟମେଣ୍ଟ ତିଆରି କରା ଯାଇଥାଏ । ଷ୍ଟେଟମେଣ୍ଟ "ଗୁଡିକ କି-ଭ୍ୟଲୁ ପେଆର୍" ର ଋପ ନିଅନ୍ତି ଏବଂ ପ୍ରତ୍ଵେକ ଷ୍ଟେଟମେଣ୍ଟ ରେ ଏକ "କି" ଥାଏ ଓ ଏକ ତଥ୍ୟ ଲିଙ୍କ ହୋଇଥାଏ ।
 
[[File:Wikidata statement.svg|thumb|upright=1.8|center|ଏହି ଛବିଟି ଉଇକି ଡାଟା ରେ ବ୍ୟବହାର ହଉଥିବା ସାଧାରଣ ପ୍ରକାଶକ ପଦକୁ ଦର୍ଶାଉଛି]]
 
==ବିକାଶ ଇତିହାସ ==
Line ୩୧ ⟶ ୭୦:
===ପର୍ଯ୍ୟାୟ ୩===
==ଆଉ ମଧ୍ୟ ଦେଖିବେ ==
{| style="width: 30%"
| style="vertical-align:top" scope="col" |
* [[DBpedia]]
* [[Freebase]]
* [[Semantic MediaWiki]]
* [[Wikidata:Wikidata:Glossary|Wikidata:Glossary]]
| style="vertical-align:top" scope="col" | [[File:Wikidata's World.webm|thumb|right|140px|thumbtime=1:25|Wikidata's world.]]
|}
==ଅଧିକ ପଢିବେ ==
* Denny Vrandečić, Markus Krötzsch: ''[http://korrekt.org/papers/Wikidata-CACM-2014.pdf Wikidata: A Free Collaborative Knowledge Base]''. Communications of the ACM. ACM. 2014 (preprint).
* Claudia Müller-Birn, Benjamin Karran, Janette Lehmann, Markus Luczak-Rösch: ''[http://eprints.soton.ac.uk/377397/1/paper-1.pdf Peer-production system or collaborative ontology development effort: What is Wikidata?]'' In, OpenSym 2015 - Conference on Open Collaboration, San Francisco, US, 19 - 21 Aug 2015 (preprint).
*{{cite |last1=Kolbe|first1=Andreas|title=[[Wikipedia:Wikipedia Signpost/2015-12-02/Op-ed|Whither Wikidata?]]|website=Wikipedia Signpost|publisher=Wikimedia Foundation|date=December 2, 2015}}
==ଆଧାର==
{{ଆଧାର}}
==ବାହାର ଲିଙ୍କ==
{{commons category|Wikidata}}
* [[d:|Official website]]
* {{twitter|wikidata}}
* [[meta:Wikidata]] – coordination page for the project at [[Meta-Wiki]]
* [//test.wikidata.org Demo system] – lets the user try out the current development status
* [https://lists.wikimedia.org/mailman/listinfo/wikidata-l Wikidata-l] – Discussion list for the Wikidata project
* [https://lists.wikimedia.org/mailman/listinfo/wikidata-bugs Wikidata-bugs] – Bug reporting list for the Wikidata project
 
{{Wikimedia Foundation}}
 
[[ଶ୍ରେଣୀ:ଉଇକିପିଡିଆ୧୫ ଗଣସମ୍ପାଦନା]]
"https://or.wikipedia.org/wiki/ଉଇକିଡାଟା"ରୁ ଅଣାଯାଇଅଛି