"ଉଇକିଡାଟା" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୨୨ କ ଧାଡ଼ି:
==ଚିନ୍ତାକଳ୍ପ==
 
ଉଇକି ଡାଟା ଏକ ତଥ୍ୟ ଅଭିମୁଖି କମ୍ପ୍ୟୁଟର୍ ଦ୍ଵାରା ସଜ୍ଜିତ ରଖାଯାଇଥିବା ବିଷୟବସ୍ତୁ । ଏହା ତାଲିକାଭୁକ୍ତ ବିଷୟ ପ୍ରତି କେନ୍ଦ୍ରିତ ହେଇଚି । ଏଠାରେ ପ୍ରତ୍ଵେକ ତାଲିକାଭୁକ୍ତ ବିଷୟ ଏକ ଆଲୋଚ୍ୟ ବିଷୟକୁ ପ୍ରତିନିଧିତ୍ଵ କରେ ଓ ଏକ ଅଦ୍ଵୀତିୟ ସଂଖ୍ୟା ଦ୍ଵାରା ଚିନ୍ହିବା ସମ୍ଭବ ହୁଏ ଓ ତାର ପୂର୍ବପଦରେ 'Q' ଅକ୍ଷ୍ୟର ବ୍ୟବହାର ହୋଇଥାଏ । ଉଦାହରଣ ସ୍ଵରୂପ :- "[[Politics]]" ବିଷୟ ପାଇଁ [[Q7163]] ବ୍ୟବହାର ହୋଇଛି । ଏହା ସାଧାରଣ ତଥ୍ୟ ବା ବିଷୟ କୁ ଯାଣିବାର ସାମର୍ଥ୍ୟ ଦିଏ
 
ବିଷୟ ଉପରେ ତଥ୍ୟ ଯୋଡିବା ପାଇଁ ଏକ ଷ୍ଟେଟମେଣ୍ଟ ତିଆରି କରା ଯାଇଥାଏ । ଷ୍ଟେଟମେଣ୍ଟ "ଗୁଡିକ କି-ଭ୍ୟଲୁ ପେଆର୍" ର ଋପ ନିଅନ୍ତି ଏବଂ ପ୍ରତ୍ଵେକ ଷ୍ଟେଟମେଣ୍ଟ ରେ ଏକ "କି" ଥାଏ ଓ ଏକ ତଥ୍ୟ ଲିଙ୍କ ହୋଇଥାଏ ।
 
==ବିକାଶ ଇତିହାସ ==
"https://or.wikipedia.org/wiki/ଉଇକିଡାଟା"ରୁ ଅଣାଯାଇଅଛି