"ଗୋପୀନାଥ ନନ୍ଦ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ added Category:୧୯୨୪ ମୃତ୍ୟୁ using HotCat (edited with ProveIt)
ରଚନାବଳୀ
୫୪ କ ଧାଡ଼ି:
==ସାହିତ୍ୟ ସାଧନା==
[[ଓଡ଼ିଆ ସାହିତ୍ୟ]]କୁ ଗୋପୀନାଥଙ୍କ ସର୍ବଶ୍ରେଷ୍ଠ ଅବଦାନ ଥିଲା '''ଶବ୍ଦତତ୍ତ୍ଵବୋଧ ଅଭିଧାନ''' । ଏହା ସମ୍ପୂର୍ଣ୍ଣ ଭାରତବର୍ଷରେ ନିଜ ଧରଣର ଏକାକୀ ଅଭିଧାନ ଥିଲା । ଅନ୍ୟ ଭାଷାରେ ସେତେବେଳେ ଏ ଭଳି କୌଣସି ଅଭିଧାନ ନଥିଲା । ଏହି ଶବ୍ଦତତ୍ତ୍ଵବୋଧ ଅଭିଧାନରୁ ଅନୁପ୍ରାଣିତ ହୋଇ [[ଗୋପାଳ ଚନ୍ଦ୍ର ପ୍ରହରାଜ]] ପରବର୍ତ୍ତୀ ସମୟରେ [[ପୂର୍ଣ୍ଣଚନ୍ଦ୍ର ଓଡ଼ିଆ ଭାଷାକୋଷ]] ରଚନା କରିଥିଲେ । ଗୋପୀନାଥ ଓଡ଼ିଆ ଭାଷାର ସମସ୍ତ ତଥ୍ୟ ସମ୍ବଳିତ '''ବୃହତ ବ୍ୟାକରଣ''' ମଧ୍ୟ ରଚନା କରିଥିଲେ । ଅନ୍ୟାନ୍ୟ ଭାଷାରେ ଲେଖାଥିବା [[ମହାଭାରତ]] ସହିତ [[ସାରଳା ମହାଭାରତ]]ର ତୁଳନାତ୍ମକ ବିଶ୍ଳେଷଣ କରି, ସାରଳା ମହାଭାରତର ମୌଳିକତାକୁ ପ୍ରତିପାଦିତ କରିପାରିଥିଲେ ।<ref>http://odisha.gov.in/e-magazine/Orissareview/june_july-2007/engpdf/Pages118-119.pdf</ref> କବିତା ଓ ନାଟକ ରଚନାରେ ମଧ୍ୟ ସେ ସିଦ୍ଧହସ୍ତ ଥିଲେ ।
 
[[ପାରଳାଖେମୁଣ୍ଡି]] ଥିଲା ଗୋପୀନାଥଙ୍କର କର୍ମକ୍ଷେତ୍ର । ସେତେବେଳେ ପାରଳାଖେମୁଣ୍ଡି ମାନ୍ଦ୍ରାଜ ପ୍ରେସିଡେନ୍ସିର ଅନ୍ତର୍ଭୂକ୍ତ ଥିଲା ଓ ସେଠାରେ [[ତେଲୁଗୁ ଭାଷା]]ର ବହୁଳ ପ୍ରଭାବ ଥିଲା । ଏହିଭଳି ପ୍ରତିକୂଳ ପରିସ୍ଥିତି ସତ୍ତ୍ଵେ, ଗୋପୀନାଥ ଓଡ଼ିଆ ଭାଷା ସାହିତ୍ୟର ପ୍ରଚାର ପ୍ରସାର ଦିଗରେ କାର୍ଯ୍ୟ କରିଥିଲେ ।
 
==ରଚନାବଳୀ==
===କବିତା ଗ୍ରନ୍ଥ===
* ଶବ୍ଦତତ୍ତ୍ଵବୋଧ ଅଭିଧାନ<ref name="SharmaNanda1962">{{cite book|author1=Gopinath Nanda Sharma|author2=Gopīnātha Nanda|title=Shabdatatwabodha abhidhan|url=http://books.google.com/books?id=kXpTAAAAYAAJ|year=1962|publisher=Bi. Si. Dāśa}}</ref>
* ବୃହତ ବ୍ୟାକରଣ
* ଭାରତ ଦର୍ପଣ
* ଓଡ଼ିଆ ଭାଷାତତ୍ତ୍ଵ
* ଚନ୍ଦ୍ରୋଦୟ
* କର୍ମ ବିପାକ
===ନାଟକ===
* ସୀତା ବନବାସ
* ଜାନକୀ ପରିଣୟ
* ଉନ୍ମତ୍ତ ରାଘବ
* ବିକ୍ରମୋର୍ବଶୀୟ
* ଦ୍ରୌପଦୀ ବସ୍ତ୍ରହରଣ
* ରାମାଶ୍ଵମେଧ<ref>ସମ୍ବାଦ ୨୧/୦୮/୨୦୧୫ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୪ରେ ପ୍ରକାଶିତ ଓଡ଼ିଶାର ପାଣିନି</ref>
===ଅନ୍ୟାନ୍ୟ===
* ଶବ୍ଦତତ୍ତ୍ଵବୋଧ ଅଭିଧାନ<ref name="SharmaNanda1962">{{cite book|author1=Gopinath Nanda Sharma|author2=Gopīnātha Nanda|title=Shabdatatwabodha abhidhan|url=http://books.google.com/books?id=kXpTAAAAYAAJ|year=1962|publisher=Bi. Si. Dāśa}}</ref>
* ବୃହତ ବ୍ୟାକରଣ
* ଭାରତ ଦର୍ପଣ
* ଓଡ଼ିଆ ଭାଷାତତ୍ତ୍ଵ<ref>{{cite news|title=ପ୍ରଥମ ଓଡ଼ିଆ ଭାଷାତତ୍ତ୍ଵ ଗବେଷକ|accessdate=14 January 2016|newspaper=ସମ୍ବାଦ ଭୁବନେଶ୍ଵର ସଂସ୍କରଣ ୧୪/୦୧/୨୦୧୬ ପୃଷ୍ଠା ୪}}</ref>
 
== ଆଧାର ==