"ରାମନାଥସ୍ୱାମୀ ମନ୍ଦିର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୫୦ କ ଧାଡ଼ି:
== ପୂଜାବିଧି ==
==ରାମେଶ୍ଵରମ(ରାମନାଥସ୍ଵାମୀ)ମନ୍ଦିର==
ତାମିଲନାଡୁର ରାମନାଥପୁରମ ଜିଲ୍ଲା ଅନ୍ତର୍ଗତ ପମ୍ବନ ଦ୍ଵୀପାଞ୍ଚଳସ୍ଥିତ ରାମେଶ୍ଵରମ ଏକ ପବିତ୍ର ସହର।ଏହି ସହର ଭାରତର ଏକ ପ୍ରମୁଖ ତୀର୍ଥକ୍ଷେତ୍ର ତଥା ପର୍ଯ୍ୟଟନସ୍ଥଳ ଭାବେ ପରିଗଣିତ ହୋଇଆସୁଛି।ଏଠାରେ ପ୍ରସିଦ୍ଧ ରାମନାଥସ୍ଵାମୀ ମନ୍ଦିର ଅବସ୍ଥିତ।ଭାରତର ପ୍ରସିଦ୍ଧ ଚାରି ଧାମ ମଧ୍ୟରେ ରାମେଶ୍ଵରମ ର ସ୍ଥାନ ସ୍ୱତନ୍ତ୍ର।ଏଠାରେ ରହିଛି ଏକ ବୃହଦାକର ଜ୍ୟୋତିର୍ଲିଙ୍ଗ।ଜ୍ୟୋତିର୍ଲିଙ୍ଗ।ରାମେଶ୍ଵରମ୍ କୁ ଦକ୍ଷିଣ ଭାରତର ବନାରସ ବୋଲି କୁହାଯାଏ।
ସହରଟିର ନାମ ଅନୁସାରେ ପମ୍ବର ଦ୍ଵିପଞ୍ଚଳର ନାମ ହୋଇଛି ରାମେଶ୍ଵରମ୍ ଦ୍ବୀପ।ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଯେଉଁ ସମୁଦ୍ର ରହିଛି ତାହା ଉପରେ ସେତୁ ଥିବାରୁ ଏହାର ନାମକରଣ ହୋଇଛି ସେତୁସମୁଦ୍ରମ।ରାମେଶ୍ଵରମ ଅଭ୍ୟନ୍ତରରେ ଏବଂ ବାହାରେ ରହିଛି 64ଟି ପବିତ୍ର ଜଳାଶୟ। ପୁରାଣ ଅନୁସାରେ ଏଗୁଡିକ ମଧ୍ୟରୁ 24ଟିର ମହିମା ଅତ୍ୟନ୍ତ ତାତ୍ପର୍ଯ୍ୟପୂର୍ଣ୍ଣ।ଏହିସବୁ ଜଳାଶୟ ର ଜଳର ସ୍ୱାଦ ଭିର୍ନ୍ନଭିନ୍ନ। ଏବଂ ଏଠାରେ ଥିବା ଗନ୍ଧମାର୍ଦ୍ଦନ ପର୍ବତ,ସେତୁକରାଇ,ରାମେଶ୍ଵରମ ବେଳାଭୂମି,ପମ୍ବନ ରେଳ ସେତୁ,ଧନୁଷକୋଡ଼ି,ଅଗ୍ନିତୀର୍ଥ,ଏରୱାଡ଼ି ପର୍ଯ୍ୟଟକ ଙ୍କ ଆକର୍ଷଣର କେନ୍ଦ୍ରବିଦୁ ପଲଟିଥାଏ।
 
== ବାହାର ତଥ୍ୟ ==