"ସମର ସଲିମ ସାଇମନ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
(edited with ProveIt)
୨୭ କ ଧାଡ଼ି:
}}
 
'''ସମର ସଲିମ ସାଇମନ''' ଏକ [[ଓଡ଼ିଆ ଭାଷା|ଓଡ଼ିଆ]] କଥାଚିତ୍ର । ଏହା [[ଅକ୍ଷୟ ମହାନ୍ତି (କାଶ୍ୟପ)]]ଙ୍କ ନିର୍ଦ୍ଦେଶନାରେ ନିର୍ମିତ ହୋଇ ''୧୯୭୯'' ମସିହାରେ ମୁକ୍ତିଲାଭ କରିଥିଲା ।<ref>{{imdb title|1402554}}</ref> ଏହା ୧୯୭୯ ମସିହା ଅଗଷ୍ଟ ୩୦ ତାରିଖରେ [[କଟକ]]ର [[ବାରିପଦା]] ଓ [[ଭଦ୍ରକ]] ଆଦି ସ୍ଥାନରେ ମୁକ୍ତିଲାଭ କରିଥିଲା । ମହାନ୍ତିଙ୍କ ସହ ସହ-ନିର୍ଦ୍ଦେଶନା ଦେଇଥିଲେ ବିଜୟ ସିଂହ ଓ ଶୈଳଜା ନନ୍ଦ । ମୋଟ ୩ ଲକ୍ଷ ୬୫ ହଜାର ଟଙ୍କା ଖର୍ଚ୍ଚରେ କଥାଚିତ୍ରଟି ତିଆରି ହୋଇଥିଲା । [[ହିନ୍ଦୀ ଭାଷା|ହିନ୍ଦୀ]] କଥାଚିତ୍ର [[ଅମର ଆକବର ଆନ୍ଥୋନୀ]]ର ଛାୟାରେ ଏହା ତିଆରି ହୋଇଥିଲା ।<ref name="OMDB">{{cite web | url=http://www.odiamoviedatabase.com/2014/09/year-1979.html | title=Year 1979: Samar Salim Saiman | publisher=Odiamoviedatabase.com | accessdate=ଜାନୁଆରୀ 13, 2016}}</ref><ref name="Bhim">{{cite book | title=ଓଡ଼ିଆ ଚଳଚ୍ଚିତ୍ରର ଅଜ୍ଞାତ ଅଧ୍ୟାୟ | author=ସିଂହ, ଭୀମ | authorlink=ସମର ସଲିମ ସାଇମନ}}</ref>
 
== ଅଭିନୟରେ ==
୬୦ କ ଧାଡ଼ି:
| Next album =
}}
[[ମହମ୍ମଦ ମୁସୀର]] ପ୍ରଥମ କରି ଏହି ଚଳଚ୍ଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ । ଉଭୟ ମୁସିର ଓ ନିଜାମଙ୍କ ଗୀତଗୁଡ଼ିକ ରଚନା କରିଥିଲେ । ଏଥିରେ ମୋଟ ୫ ଗୋଟି ଗୀତ ଥିଲା । "ଏ ପ୍ରିୟତମା ପ୍ରିୟତମା"ରେ କଣ୍ଠଦାନ କରିଥିଲେ [[ସୁବାସ ଦାସ]], [[ଶେଖର ଘୋଷ]] ଓ ସାଥି, "ହୃଦୟର ଏହି ଶୁନ୍ୟତାକୁ"ରେ ଶେଖର ଘୋଷ, "ମୁଁ ଯେ ଏକ ପାଗଳ ଭଅଁର"ରେ [[କୁମୁଦିନୀ ମିଶ୍ର]] ଓ ତାନସେନ ସିଂ, "ତୋର ଉଡ଼ି ଉଡ଼ି ଯାଏ କାନୀ"ରେ ସୁବାସ ଦାସ ଓ [[କନକ ମହାପାତ୍ର]] ।<ref name="OMDB"/><ref name="Bhim"/>
 
; ଗୀତ ତାଲିକା
୭୭ କ ଧାଡ଼ି:
 
== ବିତରଣ ==
କଥାଚିତ୍ରଟି ୧୯୭୯ ମସିହା ଅଗଷ୍ଟ ୩୦ ତାରିଖରେ [[କଟକ]]ର ପ୍ରଭାତ ଓ ହିନ୍ଦ ହଲ, [[ବାରିପଦା]]ର କେବିଏମ ଟକିଜ ଓ [[ଭଦ୍ରକ]]ର କୈଳାସ ଟକିଜ ଆଦି ସ୍ଥାନରେ ମୁକ୍ତିଲାଭ କରିଥିଲା ।<ref name="OMDB"/><ref name="Bhim"/>
 
== ଆଧାର ==