"କ୍ଲାଉଡ଼ ଟେକ୍ନୋଲୋଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୧୮ କ ଧାଡ଼ି:
 
===ବ୍ୟବହାରକାରି===
 
କ୍ଲାଉଡ଼ ସେବାର ଉପଭୋକ୍ତାଙ୍କୁ କ୍ଲାଉଡ଼ ର ବ୍ୟବହାରକାରୀ ବୋଲି କୁହାଯାଏ । ଆଜିକାଲି ବ୍ୟବହାରକାରୀଙ୍କ ପ୍ରାଇଭେସି ଏକ ବଡ ଅସୁବିଧା ର ବିଷୟ ସୃଷ୍ଟି କରିଛି । ଏହା ବ୍ୟବହାରକାରୀଙ୍କ ଅଧିକାର କୁ ପ୍ରଶ୍ନ କରୁଅଛି ତେଣୁ ଏକ ସଂଘ ଦ୍ୱାରା ଅଧିକାର ପାଇଁ ଏକ ବିଲ ପ୍ରସ୍ତୁତ କରିବାର ଚେଷ୍ଟା ଚାଲିଛି ।
 
===ସମ୍ପତୀ ବିକ୍ରେତା===