"କ୍ଲାଉଡ଼ ଟେକ୍ନୋଲୋଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୧୧୩ କ ଧାଡ଼ି:
==ଭୂମିକା==
 
===ପ୍ରୋଭାଇଡର===
===ଯୋଗାଣ କର୍ତା===
 
କ୍ଲାଉଡ଼ କମ୍ପ୍ୟୁଟିଙ୍ଗ ସେବା ପ୍ରୋଭାଇଡର ନିଜେ କ୍ଲାଉଡ଼ ସିଷ୍ଟମକୁ ପ୍ରଚଳିତ କରେ ଓ ନିଜର ସେବାକୁ ଅନ୍ୟମାନଙ୍କ ସହିତ ଯୋଡି ଥାଏ । କିନ୍ତୁ ସାଧାରଣତଃ ଏହାକୁ ମ୍ୟାନେଜ କରିବା ପାଇଁ ଏକ ବଡ କୋଠା ଓ ନୂତନ ଡାଟା ସେଣ୍ଟର ଦରକାର ହୁଏ । କେତେକ ଅନୁଷ୍ଠାନ କ୍ଲାଉଡ଼ କଂପ୍ୟୁଟିଂଗ୍ ର ସୁବିଧାକୁ ନିଜମାନଙ୍କ ଭିତତ୍ର ସ୍ବଚାଲିତ ରଖନ୍ତି ଇଂଟର୍ନାଲ ଭାବରେ ଓ ସେହି ସେବାକୁ ବଢ଼ାଇବାକୁ ପ୍ରଚେଷ୍ଟା କରନ୍ତି କିନ୍ତୁ ସେଥିରେ ବହୁତ କମ ପରିମାଣରେ ଲାଭ ହୁଏ । ତାତ୍ପରଯ୍ୟପୂର୍ଣ କାର୍ଯ୍ୟ ସମ୍ବନ୍ଧୀୟ ଦକ୍ଷତା ଓ କ୍ଷୀପ୍ର ସୁବିଧା ପାଇବାପାଇଁ ଛୋଟ ସଂସ୍ଥା, ସର୍ଭର ଏକତ୍ରୀକରଣ ଏବଂ ଭରଚୁଆଲିଯେସନ୍ ର ନିର୍ମାଣ ଚାଲୁଅଛି । Amazon.com ପ୍ରଥମ କ୍ଲାଉଡ଼ ସେବା ପ୍ରଦାନକାରୀ ଥିଲା । ଏହା ଏବେ ଆଧୁନିକତାର ସୁଅରେ ବୃଦ୍ଧି କରୁଛି । ଏହାର ସାମର୍ଥ୍ୟ ହିସାବରେ ମାତ୍ର ୧୦ ପ୍ରତିଶତ ଭାଗ ପ୍ରତିଦିନ ର ନେଟୱାର୍କ ଟ୍ରାଫିକ କୁ ସମ୍ଭାଳି ଦେଉଅଛି ଓ ୯୦ ପ୍ରତିଶତ ଭାଗ ଅଧିକ ସର୍ଭର ଲୋଡ଼ ବେଳେ କାର୍ଯ୍ୟ ସମ୍ଭାଳି ଥାଏ । ଏହି ସେବା ୨୦୦୨ ମସିହାରେ ଅନ୍ୟମାନଙ୍କ ପାଇଁ ଖୋଲା କରିଦିଆଗଲା ଓ ସେତେବଳେ ଏହି ସେବା Amazon Web Services ନାମରେ ନିର୍ମିତ ହୋଇଥିଲା ।
 
===ବ୍ୟବହାରକାରି===