"କ୍ଲାଉଡ଼ ଟେକ୍ନୋଲୋଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୫୪ କ ଧାଡ଼ି:
==ଉପାଦାନ ଘଟିତ==
 
===ପ୍ରୟୋଗ===
 
===ଆପ୍ଲିକେସନ===
===କ୍ରେତା===
 
ଏକ କ୍ଲାଉଡ଼ ଆପ୍ଲିକେସନ, କ୍ଲାଉଡ଼ ମଡେଲ ର ସଫ୍ଟୱେର ଆର୍କିଟେକଚର ଉପରେ ପ୍ରଭାବ ପକାଇଥାଏ । ଏହା ସଫ୍ଟୱେର ଇଂସ୍ଟଲ କରିବା ଓ ଆପ୍ଲିକେସନ ନିଜ କମ୍ପ୍ୟୁଟର ରେ ଚଳାଇବା ର ଅତ୍ୟଧିକ କର୍ମ କରିବାକୁ ଦରକାର ହୁଏ ନାହିଁ । ଉଦାହରଣ ସ୍ୱରୂପ:-
===ପ୍ଲାଟଫୋର୍ମ===
 
* ପିୟର ଟୁ ପିୟର (Bittorrent, SETI@home, Skype)
===କାର୍ଯ୍ୟ===
* ୱେବ ଆପ୍ଲିକେସନ (Facebook)
* ସେବା ନିମନ୍ତେ ସଫ୍ଟୱେର (Google Apps, Salesforce)
* ସଫ୍ଟୱେର ସହିତ ସେବା (Microsoft Online Services)
 
===କ୍ଳାଏଣ୍ଟ===
===ଭଣ୍ଡାରଣ===
 
କ୍ଲାଉଡ଼ କ୍ଲାଏଣ୍ଟ ଏକ କମ୍ପ୍ୟୁଟର ହାର୍ଡୱେର ବା ସଫ୍ଟୱେର ଯାହା ଆପ୍ଲିକେସନ ପଠାଇବାକୁ କ୍ଲାଉଡ଼ ଉପରେ ନିର୍ଭର କରେ ବା କ୍ଲାଉଡ଼ ସେବା କୁ ପହଞ୍ଚାଇବା ପାଇଁ ତିଆରି କରା ହୋଇଅଛି ଏବଂ ଉପରୁକ୍ତ ଦୁଇଟି ସେବା କ୍ଲାଉଡ଼ ଉପରେ ନୁର୍ଭରସିଳ । ଉଦାହରଣ ସ୍ୱରୂପ:-
===ଭିତ୍ତି ସଂରଚନା===
 
* ମୋବାଇଲ (Android, iPhone, Windows Mobile )--------------;- give refs here
* ଛୋଟ କ୍ଲାଏଣ୍ଟ (CherryPal, Zonbu, gOS based systems )
* ବଡ କ୍ଲାଏଣ୍ଟ (Google Chrome, Mozilla Firefox)
 
===ଇଂଫ୍ରାସ୍ଟ୍ରକଚର===
 
କ୍ଲାଉଡ଼ ଇଂଫ୍ରାସ୍ଟ୍ରକଚର କମ୍ପ୍ୟୁଟର ଇଂଫ୍ରାସ୍ଟ୍ରକଚର ର ସେବା ଗୁଡିକ ପଠାଇବାକୁ ନିର୍ମିତ ଓ ଏହା ବିଶେଷତଃ ଭାବରେ ଏକ ପ୍ରକାରର ପ୍ଲାଟଫର୍ମ ଭରଚୁଆଲିଯେସନ୍ ର ପରିବେଶ । ଉଦାହରଣ ସ୍ୱରୂପ:-
 
* ପୂର୍ଣ୍ଣ ଭରଚୁଆଲିଯେସନ୍ (GoGrid, Skytap)
* ଗ୍ରିଡ଼ କମ୍ପ୍ୟୁଟିଂ (Sun Grid )
* ପରିଚାଳନା (RightScale)
* ପାରା ଭରଚୁଆଲିଯେସନ୍ (Amazon Elastic Compute Cloud)
 
===ପ୍ଲାଟଫର୍ମ===
 
କ୍ଲାଉଡ଼ ପ୍ଲାଟଫର୍ମ ଆପ୍ଲିକେସନ ପ୍ରଚାଳିତ କରିବାର ସୁବିଧା ପ୍ରଦାନ କରିଥାଏ ଓ ଆମକୁ ଦାମିକା ହାର୍ଡୱେର ଓ ସଫ୍ଟୱେର କିଣିବାରୁ ବଞ୍ଚିତ କରାଇଥାଏ ଏବଂ ଏହା କ୍ଲାଉଡ଼ କୁ ମ୍ୟାନେଜ କରିବାକୁ ସୁବିଧା ମଧ୍ୟ ପ୍ରଦାନ କରିଥାଏ । ଉଦାହରଣ ସ୍ୱରୂପ:-
 
* ୱେବ ଆପ୍ଲିକେସନ ପାଇଁ ଢାଞ୍ଚା
** Python Django (Google App Engine)
** Ruby on Rails (Heroku)
* ୱେବ ହସଟିଙ୍ଗ (Mosso)
* ମାଲିକ ସମ୍ବନ୍ଧୀୟ (Azure, Force.com)
 
===ସର୍ଭିସ===
 
କ୍ଲାଉଡ଼ ସର୍ଭିସ ଏକ ସଫ୍ଟୱେର ର ଜଂତ୍ର ଯାହା କ୍ଲାଉଡ଼ କୁ ସମର୍ଥନ କାଟିବାକୁ ସାହାଯ୍ୟକରେସାହାଯ୍ୟ କରେ । ଏହା ଏକ ଜଂତ୍ରକୁ ଅନ୍ୟ ଜଂତ୍ର ସହିତ ଯୋଡ଼ିଥାଏ ଓ ଦୁହେଁକ ମଧ୍ୟରେ ଆଦାନ ପ୍ରଦାନ ପାଇଁ ସାହାଯ୍ୟ କରେ । କ୍ଲାଉଡ଼ ସେବା ଅନ୍ୟ ଏକ କ୍ଲାଉଡ଼ ଦ୍ୱାରା ପ୍ରଚଳିତ ଜଂତ୍ର ଓ ସଫ୍ଟୱେର କୁ ସିଧା ସିଧା ଯୋଡ଼ିଥାଏ । ଉଦାହରଣ ସ୍ୱରୂପ:-
 
* ଆଇଡେଁଟିଟି (OAuth, OpenID)
* ଇଣ୍ଟିଗ୍ରେସନ (Amazon Simple Queue Service)
* ମ୍ୟାପିଙ୍ଗ (Google Maps, Yahoo Maps)
* ଅର୍ଥପ୍ରଦାନ (Amazon Flexible Payment Service, Google Checkout, PayPal)
* ଖୋଜିବା (Alexa, Google Custom Search, Yahoo BOSS)
* ଅନ୍ୟାନ୍ୟ (Amazon Mechanical Turk)
 
===ଷ୍ଟୋରେଜ===
 
କ୍ଲାଉଡ଼ ଷ୍ଟୋରେଜ ଡାଟା ଆଦାନ ପ୍ରଦାନ ଓ ଏକ ଜାଗାରେ ରଖିବା କୁ ବୁଝାଏ ଏବଂ ଏହା ୟୁଟିଲିଟି କଂପ୍ୟୁଟିଂଗ୍ ଉପରେ ନିର୍ଭରଶୀଳ । ଉଦାହରଣ ସ୍ୱରୂପ:-
 
* ଡାଟାବେଶ (Amazon SimpleDB, Google App Engines BigTable datastore)
* ନେଟୱାର୍କ ସହ ଜଡ଼ିତ ଷ୍ଟୋରେଜ (MobileMe iDisk Component, Nirvanix CloudNAS)
* ସିଂକ୍ରୋନାଇଜେସନ (Live Mesh Live Desktop component, MobileMe push functions)
* ୱେବ ସର୍ଭିସ (Amazon Simple Storage Service, Nirvanix SDN)
 
==ଭୂମିକା==