"କ୍ଲାଉଡ଼ ଟେକ୍ନୋଲୋଜି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
୩୧ କ ଧାଡ଼ି:
==ଇତିହାସ==
 
କ୍ଲାଉଡ଼ ଟେକ୍ନୋଲୋଜି ର ଉତ୍ପତ୍ତି ବିଷୟରେ ଏପର୍ଯ୍ୟନ୍ତ କିଛି ଜାଣିବାକୁ ମିଳିନାହିଁ । ଏହାର ବିଜ୍ଞାନ ସମ୍ବନ୍ଧୀୟ ଅର୍ଥ ହେଉଛି ଯେ କୌଣସି ବସ୍ତୁର ଏକ ବଡ ଏକତ୍ରୀକରଣ ଯାହା ଦୂରରୁ ଏକ କ୍ଲାଉଡ଼ ଭଳି ଦେଖା ଯାଏ ଓ ସେମାନଙ୍କ ବିଷୟରେ କିଛି ସବିଶେଷ ତଥ୍ୟ ନଥାଏ । କ୍ଲାଉଡ଼ କୁ ଆଗରୁ ଇଣ୍ଟରନେଟ ଓ କମ୍ପୁଟର ନେଟୱର୍କ କୁ ବୁଝାଇବା ପାଇଁ ବ୍ୟବହୃତ ହେଉଥିଲା । କ୍ଲାଉଡ଼ ଚିତ୍ରଟି ୧୯୭୭ ମସିହାରେ ARPANET<ref>{{cite web|url=http://www.computerhistory.org/internet_history/internet_history_70s.html|title=Internet History 1977}}</ref> ରମସିହାରେ ଓ ୧୯୮୧ ରେ CSNET ର<ref>{{cite web|url=http://gu.friends-partners.org/Bookwriting/PART_I/Chapter_I/Total/Insertions/NSF/CSNET/CSNET.html|title=National Science Foundation, "Diagram of CSNET," 1981}}</ref> କଂପ୍ୟୁଟିଂଗ୍ ଜଂତ୍ରର ପ୍ରତିନିଧିତ୍ବ କରିବାକୁ ବ୍ୟବହୃତ ହେଉଥିଲାର ।
 
କ୍ଲାଉଡ଼ ଟେକ୍ନୋଲୋଜି ବିଷୟରେ ପ୍ରଥମଥର ପାଇଁ Compac ର ଇଂଟରନାଲ ଡକୁମେଣ୍ଟ ରେ ଏହି ପ୍ରସଙ୍ଗ ଦେଖିବାକୁ ମିଳିଥିଲା<ref>{{Cite news | title=Who Coined 'Cloud Computing'? | author=Antonio Regalado | date= 31 October 2011 | work= Technology Review | publisher= MIT | url=http://www.technologyreview.com/news/425970/who-coined-cloud-computing/ | accessdate=31 July 2013 }}</ref>
 
କିନ୍ତୁ କ୍ଲାଉଡ଼ ଟେକ୍ନୋଲୋଜି ର ଲୋକପ୍ରିୟତା ୨୦୦୬ ରେ ଦେଖିବାକୁ ମିଳିଥିଲା ଯେବେ Amazon.com Elastic Compute Cloud କୁ ପରିଚିତ କରିଥିଲା<ref>{{cite web|url=https://aws.amazon.com/about-aws/whats-new/2006/08/24/announcing-amazon-elastic-compute-cloud-amazon-ec2---beta/ |title=Announcing Amazon Elastic Compute Cloud (Amazon EC2) - beta |publisher=Amazon.com |date=2006-08-24 |accessdate=2014-05-31}}</ref>
 
==ସ୍ଥାପତ୍ୟ==