"ଟ୍ରାଇମେଥୋପ୍ରିମ/ସଲଫାମେଥୋକ୍‌ସାଜୋଲ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟ୍ରାଇମେଥୋପ୍ରିମ ସଲଫାମେଥୋକ୍‌ସାଜୋଲ ଏକ ନୂଆ ବିଷୟ ଆରମ୍ଭ କରାଗଲା
 
ଅଧିକ ତ‌ଥ୍ୟ ଦିଆଗଲା
୪୧ କ ଧାଡ଼ି:
}}
<!-- ସଂଜ୍ଞା ଓ ଡାକ୍ତରୀ ବ୍ୟବ‌ହାର -->
'''ଟ୍ରାଇମେଥୋପ୍ରିମ ସଲଫାମେଥୋକ୍‌ସାଜୋଲ''' ('''TMP/SMX'''), ଅନ୍ୟ ନାମ '''କୋ-ଟ୍ରାଇମୋକ୍‌ସାଜୋଲ''' ଏକ [[ଆଣ୍ଟିବାୟୋଟିକ]] ଯାହା ଅନେକ ପ୍ରକାର ଜୀବାଣୁ ସଂକ୍ରମଣ ଚିକିତ୍ସା ନିମନ୍ତେ ବ୍ୟବ‌ହାର କରାଯାଏ ।<ref name=AHFS2015>{{cite web|title=Co-trimoxazole|url=http://www.drugs.com/monograph/co-trimoxazole.html|publisher=The American Society of Health-System Pharmacists|accessdate=Aug 1, 2015}}</ref> ଏଥିରେ ଗୋଟିଏ ଭାଗ [[ଟ୍ରାଇମେଥୋପ୍ରିମ]] ଓ ୫ ଭାଗ [[ସଲଫାମେଥୋକ୍‌ସାଜୋଲ]] (୧:୫) ଥାଏ । <ref name=Ric2015/> [[ମୂତ୍ରନଳୀ ସଂକ୍ରମଣ]], [[ଏମଆରଏସଏ]] ଚର୍ମ ସଂକ୍ରମଣ, [[ବାଟୋଇପର୍ଯ୍ୟଟକ ତରଳ ଝାଡ଼ା travelers' diarrhea]], [[ଶ୍ୱାସନଳୀ ସଂକ୍ରମଣ]], ଓ [[ଆନ୍ତ୍ରିକ ଜ୍ୱର]] ଇତ୍ୟାଦି ରୋଗମାନଙ୍କ ଚିକିତ୍ସାରେ ବ୍ୟବ‌ହୃତ ହୁଏ । <ref name=AHFS2015/><ref name=Ric2015/> [[ଏଚଆଇଭି/ଏଡ୍‌ସ୍]] ଥିବା ଲୋକଙ୍କର ନିମୋସିସ୍ଟିକ ନିମୋନିଆ ରୋଗର ପ୍ରତିଷେଧ ଓ ଚିକିତ୍ସା ଉଭୟ ନିମନ୍ତେ ଏହା ପ୍ରୟୋଗ କରାଯାଏ ।<!-- <ref name=AHFS2015/> --> ଏହା ପାଟିରେ ଦିଆଯାଏ ଓ ଶିରାରେ ଇଞ୍ଜେକସନ ଆକାରରେ ଦିଆଯାଏ ।<ref name=AHFS2015/>
 
<!-- ପାର୍ଶ୍ୱ ପ୍ରତିକ୍ରିୟା -->
[[ଅଇ]], [[ବାନ୍ତି]], ରାସ, ଓ [[ତରଳ ଝାଡ଼ା]] ଇତ୍ୟାଦି ପାର୍ଶ୍ୱ ପ୍ରତିକ୍ରିୟା ହୁଏ ।<!-- <ref name=AHFS2015/> -->ସାଙ୍ଘାତିକ [[ଆଲର୍ଜି]] ଓ [[କ୍ଲସ୍ଟ୍ରିଡିଅମ ଡିଫିସିଲ ତରଳ ଝାଡ଼ା]] ବେଳେ ବେଳେ ହୁଏ ।<!-- <ref name=AHFS2015/> --> [[ଗର୍ଭାବସ୍ଥା]] ଶେଷ ଭାଗରେ ଏହା ନ ଦେବାକୁ ନିର୍ଦ୍ଦେଶ ଦିଆଯାଏ ।<ref name=AHFS2015/> ଶିଶୁ ସୁସ୍ଥ ଥିଲେ [ସ୍ତନ୍ୟପାନ]] କରାଯାଇପାରେ । <ref>{{cite web|title=Sulfamethoxazole / trimethoprim Pregnancy and Breastfeeding Warnings|url=http://www.drugs.com/pregnancy/sulfamethoxazole-trimethoprim.html|accessdate=31 August 2015}}</ref> ଏହି ଔଷଧ ଯୋଗୁ ଜୀବାଣୁ ମୃତ୍ୟୁ ହୁଏ । <!-- <ref name=AHFS2015/> --> ଏହା [[ଆଣ୍ଟିଫୋଲେଟ]] କାମ କରେ ।<ref name=AHFS2015/>
 
 
== ଆଧାର ==