"ହ୍ୱାଟ୍ସଆପ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୯୬ କ ଧାଡ଼ି:
==ଇତିହାସ==
 
Brian Acton ଏବଂ Jan Koum ୨୦୦୯ ମସିହାରେ ହ୍ଵାଟ୍ସଅପ୍ ଇନ୍ସ ର ପ୍ରତିସଠା କରିଥିଲେ । ସେତେବେଳେ [[Brian Acton]] ଏବଂ [[Jan Koum]], [[Yahoo!]] ର କର୍ମଚାରି ଥିଲେ । ସେପ୍ଟେମ୍ବର୍ ୨୦୦୭ ମସିହାରେ ସେ ଦୁହେଁ ନିଜର କର୍ମରୁ ବିରତି ନେଇ ସାଉଥ୍ ଆମେରିକା ଗ୍ରସ୍ତ ରେ ଜାଇଥିଲେ । ସେହି ସମୟରେ ସେମାନେ ଫେସବୁକ୍ ରେ ନିଜୁକ୍ତି ପାଇଁ ମଧ୍ୟ ଚେସ୍ଟା କରିଥିଲେ କିନ୍ତୁ ବର୍ଜିତ ହୋଇଥିଲେ । ଜାନୁଆରି ୨୦୦୯ ମସିହାରେ ସେ ଏକ iPhone କିଣିଥିଲେ ଏବଂ ତାର ବୃଦ୍ଧି ହେଉଥିବା ଆପ୍ ର ବାଣିଜ୍ୟ ଦେଖି ସେ ଚକିତ ହୋଇଜାଇଥିଲେ । ସେମାନେ Alex Fishman ଙ୍କ ସହିତ ଏକ iPhone ର ଡେଭେଲପର୍ Igor Solomennikov ଙ୍କ ମିଳିତ ଚେଷ୍ଟା ଫଳରେ ହ୍ଵାଟ୍ସଅପ୍ ର ପ୍ରତିସ୍ଠା କରିଥିଲେ । Jan Koum ଙ୍କ ଜନ୍ମଦିନ, ଫେବୃଆରି ୨୪, ୨୦୦୯ ରେ ହ୍ଵାଟ୍ସଅପ୍ ଇନ୍ସକୁ କ୍ୟାଲିଫୋରନିଆ ଠାରେ ଉପାଦାନ ଭାବେ ଅନ୍ତର୍ଭୁକ୍ତ କରିଥିଲେ । କିନ୍ତୁ ପ୍ରାରମ୍ଭରେ ହ୍ଵାଟ୍ସଅପ୍ ଠିକ୍ ଭାବରେ ପରିଚାଳିତ ହୋଇନଥିଲା ।
 
ଜୁନ୍ ୨୦୦୯ ରେ Apple ର push notifications ର ଉଦ୍ଭାବନ ହେବା ପରେ ହ୍ଵାଟ୍ସଅପ୍ ର ନୁତନ ରୁପ ହ୍ଵାଟ୍ସଅପ୍ ୨.୦ ଭାବରେ ଦେଖିବକୁ ମିଳିଥିଲା । ଏବଂ ଏହ ସହିତ ହ୍ଵାଟ୍ସଅପ୍ ର ବ୍ୟବହାରକାରିଙ୍କ ସଂଖ୍ୟା ୨୫୦,୦୦୦କୁ ବ୍ରୁଦ୍ଧି ପାଇଥିଲା । Koum ହ୍ଵାଟ୍ସଅପ୍ ର ସଫଳତାକୁ ଦେଖି ସେ Acton ଏବଂ Yahoo! ର କେତେକ ଅବସର ପ୍ରପ୍ତ କର୍ମଚାରିଙ୍କ ମିଳିତ ସହଜୋଗ ରେ ନଭେମ୍ବର୍ ୨୦୦୯ ରେ ହ୍ଵାଟ୍ସଅପ୍ କୁ iPhone ଷ୍ଟୋର୍ ରେ ଔପଚାରିକ ଭାବରେ ଆରମ୍ଭ କଲେ । Koum ତାଙ୍କର ଏକ ବନ୍ଧୁ Chris Peiffer ଙ୍କୁ କହି BlackBerry ପାଇଁ ଦୁଇ ମାସ୍ ମଧ୍ୟରେ ହ୍ଵାଟ୍ସଅପ୍ କୁ ନିର୍ମିତ କରାଇଲେ ।