"ଗୁଗଲ ମ୍ୟାପ୍ସ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
No edit summary
ଟ୍ୟାଗସବୁ: ମୋବାଇଲ ସମ୍ପାଦନା ମୋବାଇଲ ୱେବ ବଦଳ
୨୬ କ ଧାଡ଼ି:
 
ଗୁଗଲ ମ୍ୟାପ୍ସର ସାଟେଲାଇଟ ଭିଉ କୁ ବ୍ୟବହାର କରି ପୃଥିବୀ ପୃଷ୍ଟର ଫଟୋ ଉଡନ୍ତା ଉଡାଯାହାଜ କିମ୍ବା ସାଟେଲାଇଟ ରୁ ଉଠାଯାଇଥାଏ । ବର୍ତ୍ତମାନ ଥିବା ଏହା ସାଟେଲାଇଟ ଭିଉ ଗୁଡିକ ତିନି ବର୍ଷ ରୁ ଅଧିକ ପୁରୁଣା ନୁହଁ ।
 
ବର୍ତ୍ତମାନ ଉପଲବ୍ଧ ଥିବା ୱେବ ଆପ୍ ଟି ୨୦୧୩ରେ ସାଧାରଣ ଜନତାଙ୍କ ପାଇଁ ଛଡା ଯାଇଥିଲା । ଏହା ସହିତ ଏହାର କ୍ଲାସିକ୍ ଭର୍ସନ ମଧ୍ୟ ଉପଲବ୍ଧ ଅଛି ।