"ଅଧିସେକେଣ୍ଡ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ତଥ୍ୟ ଯୋଡ଼ାହେଲା
No edit summary
୧ କ ଧାଡ଼ି:
{{ଛୋଟ|Leap second}}
[[Image:Leap Second - June 30, 2012.png|thumb|right|300px|UTC ଅଧିସେକେଣ୍ଡ ଜୁନ ୩୦, ୨୦୧୨, ୨୩:୫୯:୬୦ ବେଳେ ଘଟିଥିବା UTC ଘଡ଼ିର ଏକ ସ୍କ୍ରିନ କ୍ୟାପଚର । [http://time.gov time.gov]ରୁ ଉଦ୍ଧୃତ । ]]
ପୃଥିବୀର[[ପୃଥିବୀ]]ର ଘୁର୍ଣ୍ଣନ ସାମାନ୍ୟ ଧିର ଥିବାରୁ [[ସମୟ (କାଳ)|ସମୟ]] ଏବଂ ଆବର୍ତ୍ତନ ସହ ସମ୍ବନ୍ଧ ବଜାୟ ରଖିବା ଉଦ୍ଦେଶ୍ୟରେ ଏକ ଅଧିସେକେଣ୍ଡ ଯୋଡ଼ା ହେଉଛି । ଏହା ଲୋକମାନେ ସେମାନଙ୍କ ଦୈନନ୍ଦିନ ଜୀବନରେ ବ୍ୟବହାର କରୁଥିବା କୋର୍ଡିନେଟେଡ ୟୁନିଭର୍ସାଲ ଟାଇମ କିମ୍ବା UTC ଅନୁଯାୟୀ ସ୍ଥିର କରାଯାଇଛି ।<ref>http://www.bbc.co.uk/news/science-environment-33313347</ref>
 
==ଏକ ସେକେଣ୍ଡର ହିସାବ==
UTC ହେଉଛି "ଆଣବିକ ସମୟ(atomic time)", ତାହା ସେସିୟମ (cesium)ର ଅତିଆକଳନ ବୈଦୁତିକ-ଚୁମ୍ବକୀୟ ଅଣୁ ପରିବର୍ତ୍ତନ କାଳ ସହ ଏକ ସେକେଣ୍ଡର ଅବଧି ସମାନ ଅଟେ । ଏହି ଅଣୁ ପରିବର୍ତ୍ତନଗୁଡ଼ିକ ଅତ୍ୟନ୍ତ ଭରସାଯୋଗ୍ୟ ଯେ ସେସିୟମ ଘଡ଼ି, ୧,୪୦୦,୦୦୦ ବର୍ଷର ଏକ ସେକେଣ୍ଡ ସହ ଠିକ ସମାନ ।
==ଯଥାର୍ଥତା==
ପ୍ରକୃତରେ ଏକ ଦିନ ସମାନ ୮୬,୪୦୦ ସେକେଣ୍ଡ ଅଟେ । ମିନ୍ ସୋଲର ଡେ ଯାହା ଦିନର ହାରାହାରି ଅବଧିକୁ ସୂଚାଏ । ଏହା ପୃଥିବୀରେ ଏକ ଆବର୍ତ୍ତନ କାଳ ଉପରେ ନିର୍ଭର କରେ । ଏହାର ଅବଧି ପ୍ରାୟ ୮୬,୪୦୦,୦୦୨ ଦୀର୍ଘ ଅଟେ । ପୃଥିବୀର ଆବର୍ତ୍ତନ ସମୟକ୍ରମେ ଧିର ହେଉଥିବା କାରଣରୁ [[ସୂର୍ଯ୍ୟ]], [[ଚନ୍ଦ୍ର]] ଓ ପୃଥିବୀ ମଧ୍ୟରେ ମାଧ୍ୟାକର୍ଷଣ ବଳ ସହ ଏକ ବାଧା ଦେଉଥିବା ବଳ କଷାକଷି ହୋଇଥାଏ । ବୈଜ୍ଞାନିକମାନେ ଆକଳନ କରନ୍ତି ଯେ ମିନ୍ ସୋଲାର ଡେ ୧୮୨୦ ମସିହା ଏବଂ ତା’ପର ଠାରୁ ୮୬,୪୦୦ ସେକେଣ୍ଡ ଦୀର୍ଘ ହୋଇନାହିଁ । ଏହି ଦୁଇ ମିଲିସେକେଣ୍ଡ ବ୍ୟବଧାନ ଏକ ସେକେଣ୍ଡ ର ଦୁଇ ହଜାର ଭାଗରୁ ଏକ ଭାଗ । ଯାହା ଏକ ଆଖି ପଲକ ପଡିବା ସମୟ ଠାରୁ ବହୁତ କମ । ଯଦି ଏହି ଛୋଟ ଅସଙ୍ଗତି ବାରମ୍ବାର ପ୍ରତ୍ୟେକ ଦିନ ଏକ ବର୍ଷକ ପାଇଁ ହୁଏ, ଏହା ବର୍ଷ ଶେଷକୁ ଏକ ସେକେଣ୍ଡ ଭାବେ ଯୋଡା ହେବ । ସାଧାରଣତଃ ଜୁନ ୩୦ କିମ୍ବା ଡିସେମ୍ବର ୩୧ ରେ ଏକ ଅଧିସେକେଣ୍ଡ ଯୋଡ଼ାଯାଇଥାଏ । ସାଧାରଣଭାବରେ ଘଡିର ସମୟ ୨୩:୫୯:୫୯ରୁ ପରଦିନ ୦୦:୦୦:୦୦ କୁ ପରିବର୍ତ୍ତିତ ହୋଇଥାଏ କିନ୍ତୁ ଜୁନ ୩୦ରେ ଏହି ଅଧିସେକେଣ୍ଡ ଯୋଡାହୋଇ ୨୩:୫୯:୫୯ ରୁ ୨୩:୫୯:୬୦ ହିସାବ କରାଯାଇଥାଏ ଓ ଜୁଲାଇ ୧ ତାରିଖ ପ୍ରାରମ୍ଭ ୦୦:୦୦:୦୦ରୁ ହୋଇଥାଏ ।<ref>http://time.com/3666522/leap-second/</ref><ref>http://www.washingtonpost.com/news/speaking-of-science/wp/2015/06/29/on-tuesday-the-world-gets-a-leap-second-are-we-all-gonna-die/</ref>
ପ୍ରକୃତରେ ଏକ ଦିନ ସମାନ ୮୬,୪୦୦ ସେକେଣ୍ଡ ଅଟେ । ମିନ୍ ସୋଲର ଡେ ଯାହା ଦିନର ହାରାହାରି ଅବଧିକୁ ସୂଚାଏ । ଏହା ପୃଥିବୀରେ ଏକ ଆବର୍ତ୍ତନ କାଳ ଉପରେ ନିର୍ଭର କରେ । ଏହାର ଅବଧି ପ୍ରାୟ ୮୬,୪୦୦,୦୦୨ ଦୀର୍ଘ ଅଟେ ।
ପୃଥିବୀର ଆବର୍ତ୍ତନ ସମୟକ୍ରମେ ଧିର ହେଉଥିବା କାରଣରୁ ସୂର୍ଯ୍ୟ, ଚନ୍ଦ୍ର ଓ ପୃଥିବୀ ମଧ୍ୟରେ ମାଧ୍ୟାକର୍ଷଣ ବଳ ସହ ଏକ ବାଧା ଦେଉଥିବା ବଳ କଷାକଷି ହୋଇଥାଏ । ବୈଜ୍ଞାନିକମାନେ ଆକଳନ କରନ୍ତି ଯେ ମିନ୍ ସୋଲାର ଡେ ୧୮୨୦ ମସିହା ଏବଂ ତା’ପର ଠାରୁ ୮୬,୪୦୦ ସେକେଣ୍ଡ ଦୀର୍ଘ ହୋଇନାହିଁ । ଏହି ଦୁଇ ମିଲିସେକେଣ୍ଡ ବ୍ୟବଧାନ ଏକ ସେକେଣ୍ଡ ର ଦୁଇ ହଜାର ଭାଗରୁ ଏକ ଭାଗ । ଯାହା ଏକ ଆଖି ପଲକ ପଡିବା ସମୟ ଠାରୁ ବହୁତ କମ ।
ଯଦି ଏହି ଛୋଟ ଅସଙ୍ଗତି ବାରମ୍ବାର ପ୍ରତ୍ୟେକ ଦିନ ଏକ ବର୍ଷକ ପାଇଁ ହୁଏ, ଏହା ବର୍ଷ ଶେଷକୁ ଏକ ସେକେଣ୍ଡ ଭାବେ ଯୋଡା ହେବ । ସାଧାରଣତଃ ଜୁନ ୩୦ କିମ୍ବା ଡିସେମ୍ବର ୩୧ ରେ ଏକ ଅଧିସେକେଣ୍ଡ ଯୋଡ଼ାଯାଇଥାଏ । ସାଧାରଣଭାବରେ ଘଡିର ସମୟ ୨୩:୫୯:୫୯ରୁ ପରଦିନ ୦୦:୦୦:୦୦ କୁ ପରିବର୍ତ୍ତିତ ହୋଇଥାଏ କିନ୍ତୁ ଜୁନ ୩୦ରେ ଏହି ଅଧିସେକେଣ୍ଡ ଯୋଡାହୋଇ ୨୩:୫୯:୫୯ ରୁ ୨୩:୫୯:୬୦ ହିସାବ କରାଯାଇଥାଏ ଓ ଜୁଲାଇ ୧ ତାରିଖ ପ୍ରାରମ୍ଭ ୦୦:୦୦:୦୦ରୁ ହୋଇଥାଏ ।<ref>http://time.com/3666522/leap-second/</ref><ref>http://www.washingtonpost.com/news/speaking-of-science/wp/2015/06/29/on-tuesday-the-world-gets-a-leap-second-are-we-all-gonna-die/</ref>
==ଅଧିସେକେଣ୍ଡର ପ୍ରବେଶ==
{| class="wikitable" style="float:right; margin-right: 0; margin-left: 1em; text-align: center;"
Line ୧୫୮ ⟶ ୧୫୭:
|}
==ଇତିହାସ==
ପୂର୍ବର ଅଧିସେକେଣ୍ଡଗୁଡ଼ିକ କିଛି କମ୍ପୁଟରଗୁଡ଼ିକରେ ଅନେକ ଚ୍ୟାଲେଞ୍ଜ ସୃଷ୍ଟି କରିଛି । ସେଥିରେ ଏହିପରି ପୃଥିବୀର ଗତିରେ ଅଧିସେକେଣ୍ଡଗୁଡ଼ିଏ ଯୋଡାହେବାକୁ ଆକଳନ ହୋଇଛି କିନ୍ତୁ ପ୍ରତବର୍ଷ ଏହା ଯୋଡାହେବାର ନିର୍ଦ୍ଦିଷ୍ଟ କିଛି ପୂର୍ବାନୁମାନ କରିହେବ ନାହିଁ । ୧୯୭୨ରୁ ପ୍ରଥମେ ଅଧିସେକେଣ୍ଡ ଯୋଡାହେବା ଆରମ୍ଭ ହୋଇଥିଲା । ୧୯୯୯ଯାଏଁ୧୯୯୯ ଯାଏଁ ଅଧିସେକେଣ୍ଡଗୁଡ଼ିକୁ ବାର୍ଷିକ ହାରାହାରି ଏକ ସେକେଣ୍ଡ ହିସାବରେ ଯୋଡା ଯାଉଛି । ତାପର ଠାରୁ ଏହି ଅଧିସେକେଣ୍ଡର ବ୍ୟବହାର ବଢିଛି । ୨୦୦୧୫୨୦୧୫ ଜୁନ ୩୦ରେ ଯୋଡା ହେଉଥିବା ଅଧିସେକେଣ୍ଡ ୨୦୦୦ ମସିହା ପରଠୁ ଚତୁର୍ଥଥର ପାଇଁ ସରକାରୀ ଭାବେ ଯୋଡାଯାଇ ଗଣନା କରାଯାଉଛି ।
<ref>http://indiatoday.intoday.in/story/nasa-earth-june-30-long-day-leap-second/1/447597.html</ref>
 
Line ୧୬୪ ⟶ ୧୬୩:
କାର୍ଯ୍ୟକାରୀ ଭାବେ ଅନେକ ସମୟ ଗଣକ ଯନ୍ତ୍ର/ କମ୍ପୁଟର ସିଷ୍ଟମ ଏକ ସେକେଣ୍ଡ ପାଇଁ ବନ୍ଦ ରଖାଯାଏ । <ref>http://www.theguardian.com/science/2015/jun/30/leap-second-to-pause-clocks-at-midnight-as-entire-planet-gains-a-second</ref>
==ବିରୋଧାଭାଷ==
ଏହି ଘଟଣା ସମୟ ହିସାବ କିତାବରେ ଏକ ବିଷମ ପରିସ୍ଥିତି ସୃଷ୍ଟି କରୁଥିବାରୁ ବିଶ୍ବର ଅନେକ ଲୋକ ଏହାକୁ ବିରୋଧ କରନ୍ତି । <ref>http://www.businessinsider.in/Google-found-a-clever-way-to-prevent-tomorrows-leap-second-from-crashing-its-computers/articleshow/47871169.cms</ref><ref>http://www.wired.com/2015/06/just-drop-leap-second-unnecessary/</ref>
 
==ଆଧାର==
{{ଆଧାର}}
==ବାହାର ତଥ୍ୟ==
{{commons category|Leap second}}
* [http://www.leapsecond.com/ LeapSecond.com - A web site dedicated to precise time and frequency]
* [http://www.nist.gov/pml/div688/leapseconds.cfm NIST FAQ about leap year and leap second]
* [http://www.cl.cam.ac.uk/~mgk25/time/metrologia-leapsecond.pdf The leap second: its history and possible future]
* [http://tycho.usno.navy.mil/leapsec.html Leap Seconds, U.S. Naval Observatory]
{{ଅଧାଗଢା}}
 
[[ଶ୍ରେଣୀ:ବିଜ୍ଞାନ]]