"ଚାରୁପାଣି" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୪୨ କ ଧାଡ଼ି:
* ଭ୍ରୁସିଙ୍ଗା ପତ୍ର (୨ ଡେମ୍ଫ)
* ୨ ଚମଚ ତେଲ
* ୧/୨ ଚମଚଚାମଚ ହଳଦୀ ଗୁଣ୍ଡ
* ପ୍ରଥମେ ରସୁଣ, ଗୋଲ୍ ମରିଚ ଓ ଜିରା ର ଗୁଣ୍ଡ ତିଆରି କରନ୍ତୁ
 
==ତିଆରି ପ୍ରାଣାଳୀ==
* ତେନ୍ତୁଳି କୁ ୧/୨ କପ୍ ଅଳ୍ପ ଗରମ ପାଣିରେ ୨୦-୩୦ ମିନିଟ୍ ଯାଏ ଭିଜାନ୍ତୁ ଏବ୍ଂଭିଜାଇ, ସେଥିରୁ ତେନ୍ତୁଳି ଖଦାକୁ ଚିପୁଡି ବାହାର କରି ପାନୀପାଣି କୁ ଅଲଗା କରି ରଖନ୍ତୁ
* ରସୁଣ, ଗୋଲ୍ ମରିଚ ଓ ଜିରା ର ଗୁଣ୍ଡ ତିଆରି କରନ୍ତୁ
*
* କଢାଇରେ ତେଲ ଗରମକରି ସେଥିରେ ଅଳ୍ପ ସୋରିଷ, ଭ୍ରୁସିଙ୍ଗା ପତ୍ର, ସୁଖିଲା ଲଙ୍କା ଓ ହିଙ୍ଗ୍ କୁ ଫୁଟାନ୍ତୁ
* ଗୋଟିଏ ଗୋଟା ଟମାଟକୁ ଛୋଟ ଛୋଟ ଆକାରରେ କାଟି ସେହି ଫୁଟଣରେ ପକାଇ, ନରମ ହେବା ଯାଏ କିଛି ସମୟ ଘାଣ୍ଟନ୍ତୁ
* ୧/୨ ଚାମଚ ହଳଦୀ ଗୁଣ୍ଡ ସହ ରସୁଣ, ଗୋଲ୍ ମରିଚ ଓ ଜିରା ର ଗୁଣ୍ଡକୁ ସେଥିରେ ପକାଇ ଘାଣ୍ଟନ୍ତୁ
* ତେନ୍ତୁଳି ପାଣିରେ, ଆବଶ୍ୟକ ଅନ୍ୟୁଯାୟୀ ପାଣି ଓ ସ୍ଵାଦ ଅନୁସାରେ ଲୁଣ ପକାଇ ସେହି ଫୁଟଣରେ ପକାଇ ଗରମ କରନ୍ତୁ
* ଚାରୁପାଣି ଗରମ ହୋଇ ଫୁଟି ଆସିବା ମାତ୍ରେ ସେଥିରେ ଧନିଆ ପତ୍ର ପକାଇ ଢାଙ୍କୁଣିରେ ଘୋଡାଇ ଦିଅନ୍ତୁ
* ବର୍ତ୍ତମାନ ଚାରୁପାଣି ପ୍ରସ୍ତୁତ
 
==ଆଧାର==
"https://or.wikipedia.org/wiki/ଚାରୁପାଣି"ରୁ ଅଣାଯାଇଅଛି