"କପିଳ ଦେବ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
No edit summary
୯୬ କ ଧାଡ଼ି:
କପିଲ୍ ଦେବ୍ ତାଙ୍କର ନାମ ଥିଲା କପିଲ୍ ରାମଲାଲ ନିଖଞ୍ଜ ତାଙ୍କ ବାପା ରାମଲାଲ ନିଖଞ୍ଜ ଓ ମା ରାଜ କୁମାରି ଷ ଚଣ୍ତିଗଡରେ ରାହୁଥିଲେ ଏବଂ ତାଙ୍କ ବାପା ଜଣେ contractor ଥିଲେ । କପିଲ୍ ଜଣେ D.A.V. School ର ଛାତ୍ର ଥିଲେ । ୧୯୭୧ରେ ଦେଶ ପ୍ରେମ୍ ଆଜାଦ ରେ ଯୋଗ ଦେଲେ ।
==କର୍ମ ଜୀବନ==
କପିଲ ଦେବ୍ ପ୍ରଶଂସାର ସହ ପଦର୍ଶନ କରିଥିଲେ ହରିୟଣା ଟିମ୍ ସହ ନଭେମ୍ବର ମାସ ୧୯୭୫ରେ ପଞ୍ଜାବ ବିପକ୍ଷରେ ୭ ୱିକେଟ୍ ରେ ପଞ୍ଜାବକୁ ୬୩ ରନ୍ ରେ ସୀମିତ ରଖି ହରିୟାଣକୁ ଜିତେଇଥିଲେ । କପିଲ ଗୋଟେ ଯୁଗ ସାରିଥିଲେ ୧୨୧ ୱିକେଟ୍ ନେଇଥିଲେ ୩୦ଟା ମ୍ୟାଚ୍ ରେ ଓ ୧୯୭୬-୭୭ ସିଜନ୍ ରେ ସେ ଜାମ୍ମୁ କାଶମୀର ବିପକ୍ଷରେ ଓପନିଙ୍ଗ୍ ବ୍ୟାଟ୍ ମ୍ୟାନ ଥିଲେ ।
 
==ବ୍ୟକ୍ତିଗତ ଜୀବନ==
 
"https://or.wikipedia.org/wiki/କପିଳ_ଦେବ"ରୁ ଅଣାଯାଇଅଛି