"ଗୁଣପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ ବନାନ ଶୁଦ୍ଧି
ବନାନ ଶୁଦ୍ଧି
୩୦ କ ଧାଡ଼ି:
 
==ଭୂଗୋଳ==
ଗୁଣପୁରର ଭୌଗୋଳିକ ଅବସ୍ଥିତି ହେଉଛି ଦ୍ରା: ୧୯.୦୮°N , ଅ: ୮୩.୮୨°E ।<ref>[http://www.fallingrain.com/world/IN/21/Gunupur.html Falling Rain Genomics, Inc - Gunupur " ଗୁଣୁପୁରରଗୁଣପୁରର ଅକ୍ଷାଂଶ ଓ ଦ୍ରାଘିମା]</ref> ସମୁଦ୍ର ପତ୍ତନରୁ ଏହାର ଉଚ୍ଚତା ୮୩ ମିଟର(୨୭୨ ଫୁଟ)। ବଂଶଧାରା ନଦୀ କୁଳରେ ଅବସ୍ଥିତ ଏହି ସହରଟି ସମତଳ ଓ ପାହାଡିଆ ଅଞ୍ଚଳକୁ ନେଇ ଗଠିତ । ରାଜ୍ୟ ସଡକପଥ SH-17 ଦ୍ବାରା ଏହି ସହର ରାଜ୍ୟର ଅନ୍ୟାନ୍ୟ ସହର ସହ ସଂଯୁକ୍ତ । ପୂର୍ବତଟ ରେଳପଥ, ଏକ ୯୦ କି:ମି:ର ବ୍ରଡ଼ଗେଜ ଲାଇନରେ ଗୁଣପୁର ଏବଂ ପଲାସାକୁ ସଂଯୋଗ କରୁଅଛି ।
 
==ଦର୍ଶନୀୟ ସ୍ଥାନ==
[[File:Jagannath temple at Gunupur,Rayagada.jpg|thumb|ଜଗନ୍ନାଥ ମନ୍ଦିର, ଗୁଣପୁର]]
ଗୁଣପୁର ନିକଟରେ ଥିବା [[ପଦ୍ମପୁର,ରାୟଗଡ଼ା|ପଦ୍ମପୁର]]ର ଶିବ ମନ୍ଦିର ଏକ ଦର୍ଶନୀୟ ସ୍ଥାନ ଅଟେ । କ: ନାଗଭୁଷଣ ପଟନାୟକ ଗୁଣୁପୁରରେଗୁଣପୁରରେ ଶେଷ ଜୀବନ ଅତିବାହିତ କରିଥିଲେ । ଅନ୍ୟାନ୍ୟ ଦର୍ଶନୀୟ ସ୍ଥାନ ଗୁଡିକ ହେଲା :-
* ପୁଲିଗୁମିର ପିକନିକ ଜାଗା
* ପ୍ରଧାନିଗୁଡା ଏବଂ ତ୍ରୁକାଣୀଗୁଡାର ପିକନିକ ଜାଗା
"https://or.wikipedia.org/wiki/ଗୁଣପୁର"ରୁ ଅଣାଯାଇଅଛି