୫,୩୧୪
ଗୋଟି ସମ୍ପାଦନା
ଟିକେ (re-categorisation) |
Hellohappy (ଆଲୋଚନା | ଅବଦାନ) (ଜୀବନୀ ଓ ରଚନାବଳୀ) |
||
| birth_name =
| birth_date = {{birth date and age|1936|11|11|df=yes}}
| birth_place =
| death_date =
| death_place =
}}
'''ବୀଣାପାଣି ମହାନ୍ତି''',
== ସାହିତ୍ୟ ସର୍ଜନା ==
ବୀଣାପାଣି, ଜଣେ କବି ଭାବରେ ଲେଖାଲେଖି ଆରମ୍ଭ କରି, ପରବର୍ତ୍ତୀ ସମୟରେ ଗଳ୍ପ ଓ ଉପନ୍ୟାସକୁ ଆବୋରୀ ନେଇଥିଲେ । ୧୯୫୫ ମସିହାରେ ତାଙ୍କର ପ୍ରଥମ କବିତା "ତନ୍ଦ୍ରାହତ" [[ପ୍ରଜାତନ୍ତ୍ର]] ନାରୀମହଲରେ ପ୍ରକାଶ ପାଇଥିଲା । ୧୯୫୭ ମସିହାରେ ତାଙ୍କର ପ୍ରଥମ ଗଳ୍ପ "ଗୋଟିଏ ରାତ୍ରୀର କାହାଣୀ" ରବିବାସରୀୟ ପ୍ରଜାତନ୍ତ୍ରରେ ପ୍ରକାଶ ପାଇଥିଲା । ୧୯୬୧ମସିହାରେ ତାଙ୍କ ଗଳ୍ପ "ନାଉଗଛ" ତାଙ୍କୁ ବହୁ ପାଠକୀୟ ସ୍ଵୀକୃତି ଆଣି ଦେଇଥିଲା ଓ ସେ କବିତା ଛାଡି ସମ୍ପୂର୍ଣ୍ଣ ଭାବରେ ଗଳ୍ପ ଲେଖିବାକୁ ଲାଗିଥିଲେ । ଚଳନ୍ତି ଜୀବନରୁ ସତସତିକା ଘଟଣାକୁ ସାଉଁଟି ନେଇ ତାହାକୁ ଗପ ରୂପ ଦେଇଥାନ୍ତି ବୀଣାପାଣି । "ନାଉଗଛ" ଗଳ୍ପଟି [[ବାଲେଶ୍ଵର]] କୁନ୍ତଳା କୁମାରୀ ମହାବିଦ୍ୟାଳୟରେ ଅଧ୍ୟାପନା ସମୟରେ ଲେଖାଯାଇଥିଲା । କଲେଜରେ ଆପେ ଆପେ ମାଡିଥିବା ନାଉଗଛ ଥିଲା ଏ ଗଳ୍ପ ପଛର ପ୍ରେରଣା । ସେହିପରି ପାଟଦେଈ ଗଳ୍ପଟି [[ଭୁବନେଶ୍ଵର]]ର ରସୁଲଗଡ଼ ଛକରେ ବସରେ ଯୋର କରି ଠେଲି ବସାଯାଇଥିବା ଏକ ଝିଅକୁ ଦେଖି ଲେଖାଯାଇଥିଲା ।
== ରଚନାବଳୀ ==
=== ଗପ ===
* ଇଣ୍ଟରଭିଉ
* ଏକାକୀ ପରାଶର
* ନବ ତରଙ୍ଗ
* ଅନ୍ଧକାରର ଛାଇ
* ମଧ୍ୟାନ୍ତର
* ପାଟଦେଈ
* ବହ୍ନି ବଳୟ
* ଉତ୍ତରାୟଣ
=== ଉପନ୍ୟାସ ===
* ସୀତାର ଶୋଣିତ
* ମନସ୍ଵିନୀ
* କୁନ୍ତି କୁନ୍ତଳା ଶକୁନ୍ତଳା
=== ଆତ୍ମଜୀବନୀ ===
* ବିତିଯାଇଥିବା ଦିନ(ପ୍ରକାଶନ ଅପେକ୍ଷାରେ)
== ସମ୍ମାନ ଓ ପୁରସ୍କାର ==
* [[ସାରଳା ପୁରସ୍କାର]], ୨୦୧୦ <ref>{{cite web |url= http://www.hindu.com/2010/06/16/stories/2010061652550300.htm |title=The Hindu : Other States / Orissa News : Sarla Puraskar presented to Binapani Mohanty |first= |last=|work=hindu.com |year=2010|quote=Celebrated writer Binapani Mohanty was conferred the coveted literary award - Sarala Puraskar - for 2010 |accessdate=8 January 2013}}</ref>
* [[ଓଡ଼ିଶା ସାହିତ୍ୟ ଏକାଡ଼େମି ପୁରସ୍କାର]] - ୧୯୬୮ ([[କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ]] ପାଇଁ)
* [[କେନ୍ଦ୍ର ସାହିତ୍ୟ ଏକାଡ଼େମି ପୁରସ୍କାର]] ([[ପାଟଦେଇ]] ପାଇଁ ୧୯୯୦ରେ)<ref>[http://orissa.gov.in/e-magazine/orissaannualreference/ORA-2005/pdf/recipients_of_kendra_sahitya.pdf କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଲେଖକ]</ref>
* ସାହିତ୍ୟ ଭାରତୀ ସମ୍ମାନ
* ଧରିତ୍ରୀ ସମ୍ମାନ - ୧୯୮୦<ref>{{cite news|title=ସୃଜନ-ଆଳାପ|accessdate=4 January 2016|newspaper=ଧରିତ୍ରୀ ସାହିତ୍ୟାୟନ ଡିସେମ୍ବର ୨୬,୨୦୧୫-ଜାନୁଆରୀ ୮,୨୦୧୬ ପୃଷ୍ଠା ୭}}</ref>
== ଆଧାର ==
|
ଗୋଟି ସମ୍ପାଦନା