"ସ୍ୱରୂପ ନାୟକ" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
ଟିକେ wikidify using AWB
ପୁରସ୍କାର ଓ ଜୀବନୀ
୪ କ ଧାଡ଼ି:
|alt =
|birth_name =
|birth_date = <!--{{Birth date and age|df=yes1947|193702|1008|12df=y}}-->
|birth_place = [[କଟକ]], [[ଓଡ଼ିଶା]]
|death_date = <!--{{Death date and age|df=yes|2002|11|17|1937|10|12}}-->
୨୬ କ ଧାଡ଼ି:
|box_width =
}}
'''ସ୍ଵରୂପ ନାୟକ'''(ଜନ୍ମ [[ଓଡ଼ିଶା|ଓଡ଼ିଶାରେ]]:୮ ଜନ୍ମଗ୍ରହଣଫେବୃଆରୀ ୧୯୪୭), ଜଣେ କରିଥିବା [[ଓଡ଼ିଆ ସିନେମା ଜଗତଭାଷା|ଓଡ଼ିଆ ସିନେମା ଜଗତର]] ଜଣେ ଜଣାଶୁଣାକଥାଚିତ୍ର ସଙ୍ଗୀତକାର, ଗୀତିକାର, ପ୍ରଚ୍ଛଦପଟ୍ଟ ଗାୟକ ଓ ଅଭିନେତା ।
== ପରିବାର ==
[[ଓଡ଼ିଆ ସିନେମା ଜଗତ|ଓଡ଼ିଆ ସିନେମା ଜଗତର]] ଜଣାଶୁଣା ଅଭିନେତ୍ରୀ [[ପାର୍ବତୀ ଘୋଷ]]ତାଙ୍କ ଭଉଣୀ । [[ଓଡ଼ିଆ ସିନେମା ଜଗତ|ଓଡ଼ିଆ ସିନେମା ଜଗତର]] ଜଣାଶୁଣା ସଙ୍ଗୀତକାଋଅ [[ସାରଦା ପ୍ରସନ୍ନ ନାୟକ]]ତାଙ୍କ ଭାଇ ।
 
== କଥାଚିତ୍ର ଜୀବନ ==
୧୯୮୪ ମସିହାରେ [[ହୀରାନୀଳା]] କଥାଚିତ୍ରରୁ ସଙ୍ଗିତକାର ଜୀବନ ଆରମ୍ଭ କରିଥିବା ସ୍ଵରୂପ, ମୋଟ ୪୧ଟି [[ଓଡ଼ିଆ ସିନେମା|ଓଡ଼ିଆ]] କଥାଚିତ୍ରରେ ସଙ୍ଗୀତ ନିର୍ଦ୍ଦେଶନା ଦେବା ସହ ୩୦ଟି କଥାଚିତ୍ରରେ ଗୀତ ରଚନା, ୬ଟି କଥାଚିତ୍ରରେ ପ୍ରଚ୍ଛଦପଟ୍ଟ ଗାୟକ ଓ ୬ଟି କଥାଚିତ୍ରରେ ଅଭିନୟ କରିଛନ୍ତି । ୧୯୬୨ ମସିହାରେ [[ଜୟଦେବ (୧୯୮୭ର ଚଳଚ୍ଚିତ୍ର)|ଜୟଦେବ]] ଚଳଚ୍ଚିତ୍ରରୁ ସେ ଜଣେ ଶିଶୁ କଳାକାର ଭାବରେ ଅଭିନୟ ଆରମ୍ଭ କରିଥିଲେ । ବହୁ ଚଳଚ୍ଚିତ୍ରରେ ଅଭିନୟ କରିବା ପରେ, ସେ ସଙ୍ଗୀତକାର ଭାବରେ କାମ କରିବାକୁ ମନ ବଳେଇଥିଲେ । ୧୯୮୪ ମସିହାର [[ହୀରାନୀଳା]] କଥାଚିତ୍ର ଥିଲା ସଙ୍ଗୀତକାର ଭାବରେ ତାଙ୍କର ପ୍ରଥମ ଚଳଚ୍ଚିତ୍ର
 
=== ଓଡ଼ିଆ କଥାଚିତ୍ରକୁ ଅବଦାନ ===
୪୭ କ ଧାଡ଼ି:
 
== ମାନ ସମ୍ମାନ ==
* ଫିଟଫାଟ ବାଇସ୍କୋପ ପୁରସ୍କାର, ୨୦୦୬<ref>{{cite web |url= http://www.hindu.com/2008/11/15/stories/2008111550880200.htm |title=The Hindu : Other States / Orissa News : FitFat-2008 award for Uttam Mohanty |first= |last= |work=hindu.com |year=2008|quote=music director Swarup Naik received the award in 2006 |accessdate=21 January 2013}}</ref>
* ଶ୍ରେଷ୍ଠ ସଙ୍ଗୀତ ନିର୍ଦ୍ଦେଶକ, ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର([[ମନ ରହିଗଲା ତୁମରି ଠାରେ]], [[କଥାନ୍ତର]])<ref>{{cite news|url=http://www.dharitri.com/Bhubaneswar/040116/p11.htm|accessdate=4 January 2016|newspaper=ଧରିତ୍ରୀ ୦୪/୦୧/୨୦୧୬ ଭୁବନେଶ୍ଵର ସଂସ୍କରଣ ପୃଷ୍ଠା ୧୧}}</ref>
== ଆଧାର ==
{{ଆଧାର}}