"ବ୍ରହ୍ମପୁର" ପୃଷ୍ଠାର ସଂସ୍କରଣ‌ଗୁଡ଼ିକ ମଧ୍ୟରେ ତଫାତ

Content deleted Content added
No edit summary
୭୩ କ ଧାଡ଼ି:
ଏଠାରେ ପାଟ ଶାଢ଼ୀ ତିଆରି କରାଯାଇଥାଏ । ପାଟ ଶାଢ଼ୀର ସୁନ୍ଦର ଓ କମନୀୟ ତଥା ଚାତୁରୀ କାରିଗରୀ ପାଇଁ ଏହି ସହର ଖୁବ୍ ପ୍ରସିଦ୍ଧ ତେଣୁ ଏହାର ଅନ୍ୟ ନାମ "ରେଶମ ସହର "।
 
== ସାହିତ୍ୟାନୁଷ୍ଠାନ == <ref>ସମ୍ବାଦ ବ୍ରହ୍ମପୁର ସଂସ୍କରଣ 1.1.2006 </ref>
== ଜଣାଶୁଣା ସ୍ଥାନ ==
* କଳିଙ୍ଗ ସାହିତ୍ୟ ସମାଜ
ଏହା ସହରର ପୁରାତନ ଓ ସମୃଦ୍ଧ ସାହିତ୍ୟାନୁଷ୍ଠାନ। ଦୀର୍ଘ ବର୍ଷ ଧରି ଏହା ସାହିତ୍ୟର ବିକାଶପାଇଁ ଏହା ବିଭିନ୍ନ ସଭା, ରାଜ୍ୟ ସ୍ତରୀୟ ସାହିତ୍ୟ ସମ୍ମିଳନୀ ଇତ୍ୟାଦି ଆୟୋଜନ କରିଥାଏ।
* ଜାତୀୟ ସଙ୍କୀତ କଳାକେନ୍ଦ୍ର
ଏହା ୧୯୫୪ ମସିହାରୁ କାର୍ଯ୍ୟରତ। ସାହିତ୍ୟସନ୍ଧ୍ୟା, କବିତା ଆସର, ପ୍ରତିଭାପୂଜା ପରି କାର୍ଯ୍ୟକ୍ରମଗୁଡ଼ିକର ଆୟୋଜନ କରିଥାଏ।
* ପଟେଲ ସାହିତ୍ୟ ସଂସଦ
* ନବୀନ ସାହିତ୍ୟ ସଂସଦ
* ନବୀନ ସାହିତ୍ୟ ପତ୍ରିକା ପ୍ରକାଶନ।
* ଫଲ୍‌ଗୁ ସାହିତ୍ୟ ସଂସଦ
* ନେତାଜୀ ସାରସ୍ୱତ ମଞ୍ଚ
* ନାଟ୍ୟଧାରା
* ବ୍ରହ୍ମପୁର ସାହିତ୍ୟ ଘର
* ବ୍ରହ୍ମପୁର ସାହିତ୍ୟ ପରିଷଦ
 
==ଶିକ୍ଷାନୁଷ୍ଠାନ==
* [[ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ]]
* [[ଖଲିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟ]]
* [[ଶଶିଭୂଷଣ ରଥ ମହିଳା ମହାବିଦ୍ୟାଳୟ]]
* [[ମହାମାୟୀ ମହିଳା ମହାବିଦ୍ୟାଳୟ]]
* [[ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ]]
* [[ରୋଲାଣ୍ଡ ଫାର୍ମାସୁଟିକାଲ କଲେଜ]]
* [[ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟ]]
* [[ଉମାଚରଣ ପଟ୍ଟନାୟକ ଯାନ୍ତ୍ରିକ ବିଦ୍ୟାଳୟ]]
 
== ଆଖ ପାଖର ଜଣାଶୁଣା ସ୍ଥାନ ==
* [[ଗୋପାଳପୁର]] ବନ୍ଦର
* [[ମହୁରୀ କାଳୁଆ]]
Line ୭୯ ⟶ ୧୦୩:
* [[ନାରାୟଣୀ]]
* [[ନିର୍ମଳଝର]]
* [[ତପ୍ତପାଣି]]
* ବୈଦ୍ଧଗ୍ରାମ [[ଜିରାଙ୍ଗ]]
=== ଉତ୍କଳ ଆଶ୍ରମ ===
ଶେରଗଡ଼ ଜମିଦାରଙ୍କଠାରୁ ଦାସସୁତ୍ରରେ ମିଳିଥିବା ଜାଗାରେ ଓଡ଼ିଆ ଭାଷା ଆନ୍ଦୋଳନର ନେତାମାନଙ୍କୁ ଆଶ୍ରୟ ଦେବା ନିମନ୍ତେ ଏହା ତିଆରି କରାଯାଇଥିଲା । <ref>{{cite web |url= http://articles.timesofindia.indiatimes.com/2012-11-29/bhubaneswar/35434697_1_basant-kumar-panigrahi-heritage-tag-odia |title=Heritage tag demand for Utkal Ashram - Times Of India |first= Hrusikesh |last=Mohanty |work=indiatimes.com |year=2012 |quote=The place for the ashram was donated by the then zamindar of Sheragada estate. A thatched house was built like an ashram to provide shelter to the leaders. |accessdate=20 December 2012}}</ref>